‘ମୁଁ ନନଭେଜ ନୁହେଁ, ମୁ ସାଦା ପିଲା…ମୁଁ କାନରେ ଗୀତ ରେକର୍ଡ କରି…’ Viral Boy Santanu ଙ୍କ ମଜାଦାର କଥା ଶୁଣିଲେ ହସି ହସି ଗଡିଯିବେ…

ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଆମ ଓଡିଶାର ଜଣେ କୁନି ପୁଅ ବହୁତ ଚର୍ଚ୍ଚାରେ ରହୁଛି । ଏହି ଛୋଟ ପୁଅର ନାମ ହେଉଛି ସାନ୍ତନୁ କୁମାର ମହାନ୍ତି । ସାନ୍ତନୁ ଭଲ ଗୀତ ଗାଇବା ସହ ଭଲ କମେଡି କରୁଛନ୍ତି । ସୋସିଆଲ ମିଡିଆରେ କେବଳ ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଉଛି । ଏତେ କମ ବୟସରେ ସାନ୍ତନୁ ଓଡିଶା ବାସୀଙ୍କ ମନ ଜିତିପାରି ଛନ୍ତି । ତେବେ ଓଡିଆ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ରେ ପ୍ରତିଯୋଗୀ ରୂପେ ନଜର ଆସୁଛନ୍ତି ସାନ୍ତନୁ ।

ଏବେ ସାନ୍ତନୁ ସମସ୍ତଙ୍କ ଭଲ ପାଇବା ପାଉଛନ୍ତି । ତେବେ ଗତ କିଛି ସମୟ ହେବ ସାନ୍ତନୁ ଏକ ସାକ୍ଷାତ୍କାର ଦେଇଛନ୍ତି ଓ କିଛି ପର୍ଶନାଲ କଥା କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସାନ୍ତନୁଙ୍କର ଏହି ସାକ୍ଷାତ୍କାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସାନ୍ତନୁ ଏହି ସାକ୍ଷାତ୍କାରରେ କହୁଛନ୍ତି-‘ମୁ ଛୋଟ ବେଳରୁ ଏମିତି ବହୁତ ରିଆଲିଟି ସୋକୁ ଯାଇଛି ଏମିତି ନୁହେଁ କି ଗୋଟେ ରିଆଲିଟି ସୋକୁ ଯାଇଛି । ମୁ ପ୍ରଥମେ ଡ୍ୟାନ୍ସ ଶିଖିଲି ତା ପରେ ମୁ ଗୀତ ଗଇଲି । ହିନ୍ଦୀ ରିଆଲିଟି ସୋ ‘ସାରେ ଗାମା ପା ଲିଟିଲ ଚ୍ୟାମ୍ପ୍ସ’ରେ ମଧ୍ୟ ମୁ ଯୋଗ ଦେଇଥିଲି । ମୁ ୪ ମାସ ହେବ ଗୀତ ଗାଉଛି । ମୋତେ ହିନ୍ଦୀ, ତେଲୁଗୁ ଆଉ ଓଡିଆ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ’ ।

ଆଗକୁ ସାନ୍ତନୁ କହିଛନ୍ତି-‘ଯେତେବେଳ ବଡ ଲିରିକ୍ସ ହେଲେ ବି ମୁ ତ ପଢି ପାରେ ନାହିଁ ହେଲେ ମୁ ମନ ରଖିଦିଏ । ମୁ ଆକଟିଙ୍ଗ ପାଇଁ ପ୍ରଥମେ ସିଦ୍ଧାର୍ଥ ଟିଭି ରିଆଲିଟି ସୋ ‘ଓଡିଶା ବେସ୍ଟ ଡ୍ରାମେବାଜ’ରେ ବି ଯୋଗ ଦେଇଛି । ମୁ ପୁରା ସାଦା ପିଲା ନନଭେଜ ନୁହେଁ । ନନଭେଜ ମାନେ ଭଲ ପିଲା ନୁହେଁ ଆଉ ସାଦା ମାନେ ପୁରା ଭଲ ପିଲା । ପ୍ରଥମେ ମୁ ଭାବିଲି ବୈଜ୍ଞାନିକ ହେବି ତା ପରେ ମୁ ଭାବିଲି ନନ୍ଦନ କାନନରେ କାମ କରିବି ବାଘ ମାନଙ୍କୁ ଖାଇବାକୁ ଦେବି’ ।

ଆଗକୁ ସାନ୍ତନୁ କହିଛନ୍ତି-‘ ପରେ ମନକୁ ଆସିଲା ମୁ ଏତେ ଭଲ ଗୀତ ଗାଉଛି ତ ଗୀତ ହିଁ ଗାଇଦେବା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାନ୍ତନୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *