ହଠାତ Stage ଉପରେ ଗୀତ ଗାଉ ଗାଉ Viral Boy Santanu ଭୁଲିଗଲେ ଗୀତ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ ଏହି Video

ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଯାନ୍ତି ।

ତେବେ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ । ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଆମ ଓଡିଶାର ଜଣେ କୁନି ପୁଅ ବହୁତ ଚର୍ଚ୍ଚାରେ ରହୁଛି । ଏହି ଛୋଟ ପୁଅର ନାମ ହେଉଛି ସାନ୍ତନୁ କୁମାର ମହାନ୍ତି । ସାନ୍ତନୁ ଭଲ ଗୀତ ଗାଇବା ସହ ଭଲ କମେଡି କରୁଛନ୍ତି ।

ସୋସିଆଲ ମିଡିଆରେ କେବଳ ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଉଛି । ଏତେ କମ ବୟସରେ ସାନ୍ତନୁ ଓଡିଶା ବାସୀଙ୍କ ମନ ଜିତିପାରି ଛନ୍ତି । ତେବେ ଓଡିଆ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ରେ ପ୍ରତିଯୋଗୀ ରୂପେ ନଜର ଆସୁଛନ୍ତି ସାନ୍ତନୁ । ଏବେ ସାନ୍ତନୁ ସମସ୍ତଙ୍କ ଭଲ ପାଇବା ପାଉଛନ୍ତି । ତେବେ ଗତ କିଛି ସମୟ ହେବ ସାନ୍ତନୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ସାନ୍ତନୁଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ ଏହି ଭାଇରାଲ ଭିଡିଓରେ ଶାନ୍ତନୁ ମେଲୋଡି ମଞ୍ଚରେ ନଜର ଆସୁଛନ୍ତି । ମେଲୋଡି ମଞ୍ଚରେ ଶାନ୍ତନୁଙ୍କ ଗୀତକୁ ଶୁଣିବା ପାଇଁ ଦର୍ଶକ ମାନେ ବେସ ଉତ୍ସୁକ ନଜର ଆସୁଛନ୍ତି । ତେବେ ଏହି ମେଲୋଡି ମଞ୍ଚରେ ଶାନ୍ତନୁ ଗୀତ ଗାଉଥିବା ସମତାରେ ଗୀତ ଭୁଲି ଯାଉଛନ୍ତି ।

ଶାନ୍ତନୁ ଗୀତ ଭୁଲିଯିବା ପରେ ତାଙ୍କ ପାଖରେ ଥିବା ଲୋକମାନେ ତାଙ୍କ ପାଖକୁ ଆସି କାନରେ କଥାବାର୍ତ୍ତା ହେଉଛନ୍ତି । ଅନ୍ୟ ବ୍ୟକ୍ତି ଜଣକ ଶାନ୍ତନୁ ଗୀତ ମଧ୍ୟ କହୁଛନ୍ତି ହେଲେ ଶାନ୍ତନୁ ଗୀତ ଭୁଲି ଯାଉଛନ୍ତି । ତେବେ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ଲୋକମାନେ ଏହି ଭିଡିଓଟିକୁ ବେସ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶାନ୍ତନୁଙ୍କ ଏହି ଭାଇରାଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *