ସଂସାରର ସବୁଠାରୁ ବଡ ପାପ କଣ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ! କଣ ଆପଣ ଏମିତି କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଣ ଜାଣିଛନ୍ତି କି ସଂସାରର ସବୁଠୁ ବଡ଼ ପା-ପ କଣ ଆପଣ ଏ ପା-ପ ଭୁଲ ବଶତଃ କରିଦେଇ ଛନ୍ତି କି କଣ ତାର ସମାଧାନ ଆସନ୍ତୁ ଜାଣିବା କିଛି ନୂଆ କଥା । ବନ୍ଧୁଗଣ ସଂସାର ର ସବୁଠୁ ବଡ଼ ପା-ପ କଣ ଆପଣ ଜାଣିଲେ ଆପଣଙ୍କୁ ବିଶ୍ୱାସ ନଲାଗିପାରେ, ଯେତେବେଳେ ପା-ପ ପୁଣ୍ୟର କଥା ଉଠେ ସେତେବେଳେ ଲୋକେ ଚାହିଁଥାନ୍ତି ପୁଣ୍ୟ କରିବା ପାଇଁ କିନ୍ତୁ ଏମିତି ଦେଖିବାକୁ ଗଲେ ସମସ୍ତେ କିଛି ନା କିଛି ପା-ପ କର୍ମ ନିଶ୍ଚୟ କରିଥାନ୍ତି ।


ତେବେ ଆପଣ ମାନେ ଜାଣିଥିବେ ନିଶ୍ଚୟ ଯେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁ ମାନେ ପା-ପ-କ-ର୍ମ ରୁ ନିବୃତ ରହିଥାନ୍ତି ବା କେବେ କରିନଥାନ୍ତି । ଜୀବନରେ କେବଳ ପୁଣ୍ୟ କର୍ମ କରି ବିତେଇ ଦେଇଥାନ୍ତି, କିନ୍ତୁ ଶହେଟି ପୁଣ୍ୟକର୍ମ କରିଥିଲେ ମଧ୍ୟ ଆପଣ ଗୋଟେ ପା-ପ କରିଥିଲେ ସମସ୍ତ ପୁଣ୍ୟ କର୍ମର କିଛି ମହତ୍ୱ ରହିନଥାଏ । ପା-ପ କର୍ମ କରିଥିବା ବ୍ୟକ୍ତି ଏହି ଜନ୍ମରେ ହେଉ ଅବା ପରବର୍ତ୍ତୀ ଜନ୍ମରେ ପା-ପ-କର୍ମର ଫଳ ନିଶ୍ଚୟ ଭୋଗ କରିଥାନ୍ତି ।

ସଂସାର ରେ ବିଭିନ୍ନ ପ୍ରକାର ଲୋକ ରୁହନ୍ତି, ଏହି ମାନଙ୍କ ମଧ୍ୟରୁ ଅନେକ ପା-ପ କର୍ମ ରେ ଲିପ୍ତ ରୁହନ୍ତି ଏମିତି ବି ଲୋକ ଅଛନ୍ତି କେବେ ବି ପା-ପ କରନ୍ତି ନାହଁ ସର୍ବଦା ପୁଣ୍ୟ କାର୍ଯ୍ୟ ରେ ଲିପ୍ତ ହୋଇଥାନ୍ତି ଏବଂ କାହାକୁ ମଧ୍ୟ ପା-ପ କର୍ମ କରିବାକୁ ଦିଅନ୍ତି ନାହିଁ । ଶାସ୍ତ୍ର ଅନୁସାରେ ସବୁଠାରୁ ବଡ଼ ପା-ପ ହେଉଛି ନାରୀକୁ ଅସମ୍ମାନ କରିବା ।


ଭଗବାନ ନିଜେ କହିଛନ୍ତି ଯେ ସଂସାର ର ସବୁଠୁ ବଡ଼ ପା-ପ ଓ ପା-ପୀ ହେଉଛି ଯିଏ ନାରୀର ଇଜ୍ଜତ ସହିତ ଖେଳେ ବିଜ୍ଞାନ ଅନୁସାରେ ନାରୀଶକ୍ତି ହେଉଛି ସବୁଠାରୁ ବଡଶକ୍ତି , କାହିଁକି ନା ଜଣେ ନାରୀ ଅ-ସ-ହ୍ୟ କ-ଷ୍ଟ କୁ ସହି ଗୋଟେ ନୂତନ ଜୀବନ କୁ ଦୁନିଆ କୁ ଦେଇଥାଏ । ନାରୀକୁ ଅଧିକ ପୂଜନୀୟ ଅଟନ୍ତି ଏହା ଶାସ୍ତ୍ର ରେ ମଧ୍ୟ ବର୍ଣ୍ଣନା କରାଯାଇଛି, ତେବେ ସେଭଳି ଶକ୍ତି ର ଅ-ପ-ମା-ନ ସମ୍ପୂର୍ଣ ରୂପେ ବ୍ରହ୍ମାଣ୍ଡ ର ବ-ର୍ବା-ଦ ସାଙ୍ଗେ ସମାନ ହୋଇଥାଏ ।

ଭଗବାନଙ୍କ କହିବା ଅନୁସାରେ ଯିଏ ନାରୀଙ୍କୁ ସମ୍ମାନ ଦେଇଥାଏ ସେହି ବ୍ୟକ୍ତିଙ୍କୁ କୋଟିପୁଣ୍ୟ ମିଳିଥାଏ । ଯଦି କେହି ପୁରଷ କୌଣସି ନାରୀକୁ ଅ-ସମ୍ମା-ନ କରିଥାନ୍ତି ତେବେ ସଂସାର ର ସବୁଠୁ ବଡ଼ ପା-ପର ଅଧିକାରୀ ହୋଇଥାଏ । ତେଣୁ ସବୁଠାରୁ ବଡ଼ ପା-ପ ହେଉଛି ନାରୀକୁ ଅ-ସ-ମ୍ମାନ କରିବା ଏହି ପା-ପ ଠାରୁ ଦୁରେଇ ରୁହନ୍ତୁ ଆଖ ପାଖରେ ଥିବା ନାରୀଙ୍କୁ ସମ୍ମାନ ଦିଅନ୍ତୁ ।


ଆସନ୍ତୁ ଜାଣିବା ପା-ପର ମୁକ୍ତି ପାଇବାର ସରଳ ଉପାୟ ବିଷୟରେ, ପ୍ରତେକ ମନୁଷ୍ୟ ପ୍ରଥମ ନାରୀକୁ ମା’କୁ ପାଇଥାନ୍ତି ତେଣୁ ପ୍ରତ୍ୟେକ ଦିନ ମାଙ୍କୁ ସେବା କରନ୍ତୁ ଏବଂ ମାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ, ତେବେ ଏହା କରିବା ଦ୍ୱାରା ଆପଣ କରିଥିବା ପା-ପରୁ ମୁକ୍ତି ପାଇବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *