ଲାଇଭ ଭିଡିଓରେ ରେକର୍ଡ ହୋଇଗଲା ଲଜ୍ୟା ଜନକ ଦୃଶ୍ୟ, ସମସ୍ତଙ୍କ ସାମ୍ନାରେ ଉଡିଗଲା Actress ଙ୍କ ଡ୍ରେସ, ଆଉ ତା’ପରେ…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଲାଇଭ ଟିଭି ପ୍ରୋଗ୍ରାମ ଗୁଡିକ ନିଶ୍ଚୟ ଦେଖିଥିବେ । ଲାଇଭ ଟିଭି ପ୍ରୋଗ୍ରାମରେ ରିଟେକ ନଥାଏ କି ଡିଲେଟ ନଥାଏ । ଲାଇଭ ପ୍ରୋଗ୍ରାମ ସମୟରେ ଗୋଟେ ଛୋଟ ଭୁଲ ଲଜ୍ୟା ନହଲେ ପ୍ରଶ୍ଚାତପର ପରିଣାମ ହୋଇପାରେ । ତେବେ ଆଜି ଆମେ ଆପଣ ମାନଙ୍କୁ ଲାଇଭ ପ୍ରୋଗ୍ରାମର ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ହିନ୍ଦୀ ଟେଲିଭିଜନ ଧାରାବାହିକ ‘ଦୀୟା ଔର ବାତୀ ହମ୍’ ଫେମ ଦୀପିକା ସିଂହଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଦୀପିକା ସିଂହ,ଯାହାଙ୍କୁ କି ଲୋକମାନେ ସନ୍ଧ୍ୟା ନାମରେ ଜାଣିଛନ୍ତି । ଏବେ ଦୀପିକା ସିଂହ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି । ଆଉ ସେ ପ୍ରତ୍ୟେକ ଦିନ ସେ ନିଜ ଆକାଣ୍ଟରେ ଭିଡିଓ ଏବଂ ଫଟୋ ପୋଷ୍ଟ କରନ୍ତି । ଏବେ ପୁଣି ଥରେ ଦୀପିକାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି ।

ତେବେ ଦିଗଜ ଅଭିନେତ୍ରୀ ଦୀପିକା ସିଂହ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ଅନେକ ଥର ଲାଇଭ ମଧ୍ୟ ଆସନ୍ତି । ଥରେ ଦୀପିକା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲାଇଭ ଆସି ଡ୍ୟାନ୍ସ କରୁଥିଲେ । ସେ ଏକ ହଳଦିଆ ଫ୍ରକ ପିନ୍ଧିଥିଲେ ହେଲେ ଡ୍ୟାନ୍ସ କରିବା ସମୟରେ ପବନ ହେବା ହେତୁ ତାଙ୍କ ଫ୍ରକ ଟେକି ହେଇଗଲା ଯାହା ଫଳରେ ଦୀପିକା ଟ୍ରୋଲ ମଧ୍ୟ ହୋଇଗଲେ ।

ତେବେ ବର୍ତ୍ତମାନ ଦୀପିକା ଟିଭି ଇଣ୍ଡଷ୍ଟ୍ରି ରୁ ବିଦାୟ ନେଇ ସାରିଛନ୍ତି । ତେବେ ସେ କହିଛନ୍ତି କି ତେବେ ମୁଁ ଟିଭିରେ କାମ କରୁନାହିଁ । ମୋର ସ୍ୱାସ୍ଥ୍ୟ ହେତୁ ମୁଁ ଏହି ନିଷ୍ପତ୍ତି ନେଇଛି । ମୁଁ ଦୁଇ ବର୍ଷ ଧରି ଟିଭି ଠାରୁ ଦୁରେଇ ଅଛି । ଅଧିକ କାମ ଯୋଗୁଁ ମୋର ଜୀବନ ଶୈଳୀ ଖରାପ ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାକୁ ଲାଗିଲା । ମୋତେ ଏହି ସବୁକୁ ମ୍ୟାନେଜ କରିବା ବହୁତ କଷ୍ଟକର ହେଉଥିଲା ।


ତେବେ ସେ ଏହା ମଧ୍ୟ କହିଛନ୍ତି କି ‘ମୁଁ ସ୍ଥିର କରିଥିଲି ଡେଲି ସୋପ୍ କରିବି ନାହିଁ । ମୁଁ ଏଥିରେ ମୋର ବହୁତ ସମୟ ବିନିଯୋଗ କରିଛି । ଟିଭି ସିରିଏଲର କାମରେ, ଆପଣ ଜାଣି ପାରିବେ ନାହିଁ କେବେ ଛୁଟି ପାଇବେ । ତେବେ ଏଥିପାଇଁ ମୁଁ ଭାବିଲି ଯେ ମୁଁ ଅନ୍ୟ କିଛି ପ୍ରୋଜେକ୍ଟ ଆରମ୍ଭ କରିବି, ବୋଧହୁଏ ମୁଁ ଏହାକୁ ମ୍ୟାନେଜ କରିପାରିବି । କିନ୍ତୁ ତାହା ହେଲା ନାହିଁ । ମୁଁ ମୋର ଓଜନକୁ କେବଳ ଡାଏଡିଂ ସହିତ ନିୟନ୍ତ୍ରଣ କରିପାରିବି ନାହିଁ ।

ସିରିଏଲ ‘କବଚ’ ସମୟରେ ମୁଁ ଦେଖିଲି ଯେ ମୁଁ ମୋର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁ ନାହିଁ । ଏହି ସବୁ କାରଣରୁ ମୋର ବିପି କମ୍ ହେବାକୁ ଲାଗିଲା । ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଲି । ତା’ପରେ ମୁଁ ଭାବିଲି ଅଭିନୟ ଛାଡିବା ଉଚିତ୍ । ମୁଁ କୃତଜ୍ଞ ଯେ ଟିଭିରେ କାମ ଛାଡିବା ପରେ ସୋସିଆଲ ମିଡିଆ ମୋ ଜୀବନରେ ଟଙ୍କାର ସମସ୍ୟା ହେବାକୁ ଦେଇ ନାହିଁ ।

ତେବେ ଆପଣ ଙ୍କୁ ଦୀପିକା କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *