ଦାନା ବନ୍ଧୁଛି ବାତ୍ୟା ! ମେ’ 10 ବେଳକୁ ଓଡିଶା ଉପକୂଳ ଛୁଇଁବ ଏହି ଭୟଙ୍କର ବାତ୍ୟା, ଦେଖନ୍ତୁ ଏହି ବାତ୍ୟାର ଗତି କୁଆଡେ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ମେ ୧୦ ତାରିଖ ବେଳକୁ ଆସିପାରେ ସମ୍ଭାବ୍ୟ ବାତ୍ୟା ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆସନ୍ତା ଚିନ୍ତା ବଢାଇଛି । ସମ୍ଭାବ୍ୟ ବାତ୍ୟା କୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ଭିଭିନ୍ନ ପାଣିପାଗ ସଂସ୍ଥା ର ମଡେଲ । ଅଧିକାଂଶ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେଇପାରେ । ଏହା ଆସନ୍ତା ୧୦ ବେଳକୁ ଆନ୍ଦ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉପରେ ମାଡ ହୋଇପାରେ ବୋଲି ପୂର୍ବାନୁମାନ ହୋଇଅଛି ।

ଅଥବା ଏହା ଦିଗ ବଦାଳଇ ବାଂଲାଦେଶ ଆଡକୁ ମୁହାଁଇପାରେ । ଭାରତୀୟ ପାଣିପାଗ ବିଭାଗ ର ପୂର୍ବାନୁମାନ ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣୀ ବଳୟ ସୃଷ୍ଟି ସମ୍ଭାବନା ଅଛି । ୫ ରେ ଏହା ଲଘୁଚାପ ରେ ପରିଣତ ହୋଇ ପରବର୍ତ୍ତୀ ୨୪ ଘଣ୍ଟା ରେ ଏହା ଅଧିକ ଘନୀଭୂତ ହୋଇପାରେ । ବିଦେଶୀ ପାଣିପାଗ ସଂସ୍ଥା ର ପୂର୍ବାନୁମାନ ସମ୍ଭାବ୍ୟ ବାତ୍ୟା ଓଡିଶା ରେ ମାଡ ହେବା ସମ୍ଭାବନା ଅଧିକ । ଆମେରିକା GFS ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି ।

ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦିପ ପଟ୍ଟନାୟକ କହିଛନ୍ତି ଯେ, ବର୍ତ୍ତମାନ ୪ ଟର୍ନ ର ଘୂର୍ଣ୍ଣୀବଳୟ କ୍ଷେତ୍ର ଆଣ୍ଡାମାନ ଅଥବା ସାଉଥଇଷ୍ଟ ୱେ ରେ ଫର୍ମେସନ ହେବାର ଅଛି । ଆଗାମୀ ୨୪ ଘଣ୍ଟା ରୁ ଆରମ୍ଭ କରି ୨୭ ଘଣ୍ଟା ଅଥବା ୪୮ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ତଥା ଅବପାତ ମଧ୍ୟ ହୋଇଯାଇପାରେ । ଏହା କେତେ ଘନୀଭୂତ ହେବ ତଥା କୁଆଡେ ଯିବ ଏ ସବୁ ବର୍ତ୍ତମାନ କହିବା ଅନୁଚିତ ଅଟେ । ମାତ୍ର ଓଡିଶା, କଲିକତା, ବାଂଲାଦେଶ, ଏ ସବୁ ଟାର୍ଗେଟ ରେ ରହୁଛନ୍ତି । ୩ ତାରିଖ ପରେ ଯାହା ଆମ୍ଭର ପଶ୍ଚିମ ବାୟୁ ଆସୁଥିଲା ଗରମ ବାୟୁ ତାହା ରିଡ୍ୟୁସ ହେବ ।

ଫିୟର ଫ୍ୟାକ୍ଟର କମିଯିବ ତେଣୁ ଆଦରତା ବେସୀ ରହିବ । ଏହିସବୁ କାରଣ ତାକୁ ଘନୀଭୂତ କରିବା ନିମନ୍ତେ ସଂପୂର୍ଣ୍ଣ ସୁଯୋଗ ଦେବ । କିନ୍ତୁ ଜବାତ ରିକର୍ବ କରୁଥିଲା ମାତ୍ର ଏହି ସିଷ୍ଟମ ରେ ସେହି ରିକର୍ବ ପରିସ୍ଥିତି ନାହିଁ, ଏଣୁ ଆପଣ ଯଦି ୯୬ ଘଣ୍ଟା ପୂର୍ବ ରୁ ଆପଣ ଯଦି ଆଶା କରୁଛନ୍ତି ଯେ ୮/୯ ରୁ ସିଷ୍ଟମ ଡେଭଲୋପ ହୋଇଯିବ ସାଇକ୍ଳୋନିକ ଟର୍ମ କୁ ୪/୫ ଯେଉଁ ଫୋରକାଶ ଆସିବ ତାହା ଉପରେ ବହୁତ ରିଲାଏ କରିହେବ । ତେବେ ବନ୍ଧୁଗଣ ଆପଣ ସତର୍କ ରୁହନ୍ତୁ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *