ସମ୍ବଲପୁରୀ ଗୀତରେ ବୁଢୀ ମାଉସୀଙ୍କ ଜବରଦସ୍ତ ଡ୍ୟାନ୍ସ, Video ଦେଖିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେନି 

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ଅଛନ୍ତି । ସୋ-ସି-ଆ-ଲ ମି-ଡି-ଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଅନେକ ଲୋକ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି ତେବେ ବନ୍ଧୁଗଣ ଆଜିକାଲି ସୋ-ସି-ଆ-ଲ ମି-ଡି-ଆରେ ଏପରି କିଛି ଭିଡିଓ ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନଙ୍କ ମନ ଯେତେ ଦୁଃଖ ଥାଉ ନା କାହିଁକି ଭା-ଇ-ରା-ଲ ହେଉଥିବା ଏହି ଭିଡିଓଟିକୁ ଦେଖିଲେ ଆପଣଙ୍କ ମନ ନିଶ୍ଚୟ ଖୁସି ହୋଇଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭା-ଇ-ରା-ଲ ହେଉଥିବା ଭିଡିଓରେ ଜଣେ ବୁଢୀ ମାଉସୀ ଗୋଟେ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଆପଣ ମାନେ ସମସ୍ତେ ଏହି ଭିଡିଓରେ ମାଉସୀଙ୍କ ଜବରଦସ୍ତ ଡ୍ୟାନ୍ସ ନିଶ୍ଚୟ ଦେଖି ପାରୁଥିବେ ।

ଏହି ବୁଢୀ ମାଉସୀଙ୍କ ବୟସ ବହୁତ ଅଧିକ ଥିବାର ଜଣା ପଡୁଛି ହେଲେ ଯେଉଁ ବୟସରେ ସେ ଆରାମ କରିବା କଥା ସେହି ବୟସରେ ସେ ଡ୍ୟାନ୍ସ କରୁଛନ୍ତି ତା ହେଲେ ବନ୍ଧୁଗଣ ଭାବନ୍ତୁ ସେ କେତେ ସୁସ୍ଥ ଅଛନ୍ତି । ଏହି ବୁଢୀ ମାଉସୀ ଅନେକ ଲୋକଙ୍କ ପାଇଁ ପ୍ରେରଣା ଅଟନ୍ତି ଜୀବନରେ ଖୁସିରେ ରହିବା ପାଇଁ ବୟସର କୌଣସି ସୀମା ନଥାଏ । ଆପଣ ଯୌବନ ଅବସ୍ଥାରେ ଥାନ୍ତୁ ବା ବୃଦ୍ଧା ଅବସ୍ଥାରେ ଆପଣ ଚାହିଁଲେ ସବୁବେଳେ ଖୁସିରେ ରହିପାରିବେ ।

ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଭିଡିଓରେ ଓଡିଶାର ଏକ ଜିଲ୍ଲାରେ ହୋଇଛି । ମାଉସୀ ଜଣକ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କରୁଥିବା ବେଳେ ସ୍ଥାନୀୟ ଲୋକ ମାନେ ଭିଡିଓ ରେକର୍ଡ କରିଥିଲେ ଓ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଥିଲେ । ବର୍ତ୍ତମାନ ଏହି ଭିଡିଓଟି ସବୁ ଆଡେ ଚର୍ଚାରେ ରହିଛି ଓ ଲୋକମାନେ ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *