ସୋସିଆଲ ମିଡିଆରେ କେତେବେଳେ କାହାର ଫଟୋ ଭାଇରାଲ ହୋଇଯିବ ଏହା ବିଷୟରେ କହିବା ବହୁତ କଷ୍ଟକର । କାରଣ ସବୁଦିନ କୌଣସି ନା କୌଣସି ଫଟୋ ଭାଇରାଲ ହୋଇଥାଏ । ଯେଉଁଥିରେ କିଛି ସାଧାରଣ ମଣିଷ ବି ନଜର ଆସନ୍ତି ତ କିଛି ଷ୍ଟାର ବି ନଜର ଆସନ୍ତି । କହିଦେଉଛୁ କି ବର୍ତ୍ତମାନ ସମୟରେ ସଲମାନ ଖାନଙ୍କ ବିବାହକୁ ନେଇ ବହୁତ ଖବର ସାମ୍ନାକୁ ଆସୁଛି । ଏହା ଏଥିପାଇଁ କାରଣ ସଲମାନ ଖାନଙ୍କ ଗୋଟିଏ ବିବାହ ଫଟୋ ଭାଇରାଲ ହେଉଛି ।
ଯେଉଁଥିରେ କୁହାଯାଉଛି କି ସଲମାନ ଖାନ ସୋନାକ୍ଷୀ ସିହ୍ନା ବିବାହ କରି ନେଇଛନ୍ତି । ଫଟୋରେ ସୋନାକ୍ଷୀ ସିହ୍ନା ଓ ସଲମାନ ଖାନ ବି ନଜର ଆସୁଛନ୍ତି । ସୋନାକ୍ଷୀ ସିହ୍ନାଙ୍କ ମୁଣ୍ଡରେ ସିନ୍ଦୁର ବି ନଜର ଆସୁଛି । ଏହି ଫଟୋ ବହୁତ ଜଲ୍ଦି ଭାଇରାଲ ବି ହେଉଛି । କୁହାଯାଉଛି କି ଏମାନେ ଚୁପଚାପ ବିବାହ କରି ନେଇଛନ୍ତି । ତେବେ ଚାଳନ୍ତୁ ଭାଇରାଲ ହେଉଥିବା ଏହି ଫଟୋର ଅସଲ ରହସ୍ୟ କଣ ଜାଣିବା ।
କହିଦେଉଛୁ କି ସଲମାନ ଖାନଙ୍କ ବିବାହକୁ ନେଇ ସବୁବେଳେ କୌଣସି ନା କୌଣସି ଖବର ସାମ୍ନାକୁ ଆସୁଥାଏ । ଏହା ସହିତ ସମସ୍ତେ ସଲମାନ ଖାନଙ୍କ ବିବାହ ଖବରକୁ ନେଇ ବହୁତ ଉତ୍ସାହିତ ରୁହନ୍ତି ଓ ସମସ୍ତେ ବି ଚାହୁଁଛନ୍ତି କି ସଲମାନ ଖାନ ବିବାହ କରି ନିଅନ୍ତୁ ।
କିନ୍ତୁ ଅନ୍ୟ ପଟେ ସଲମାନ ଖାନ ବିବାହ ନ କରିବା ପାଇଁ ନିଷ୍ପତି ନେଇ ଯାଇଛନ୍ତି । ଯଦି ଭାଇରାଲ ହେଉଥିବା ସଲମାନ ଖାନ ଓ ସୋନାକ୍ଷୀ ସିହ୍ନାଙ୍କ ନିର୍ବନ୍ଧ ଫଟୋ ବିଷୟରେ କହିବା ତେବେ ଏହା ଫଟୋଶପ କରାଯାଇଛି । ସଲମାନ ଖାନଙ୍କ ଜଣେ ଫ୍ୟାନ ଏହିଭଳି ଫଟୋଶପ କରି ଏହି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି । ସଲମାନ ଖାନ ସବୁବେଳେ ନିଜକୁ ସିଂଗଲ କହି ଆସିଛନ୍ତି ।
କିନ୍ତୁ ତାଙ୍କୁ ପ୍ରାୟତଃ ତାଙ୍କର ବନ୍ଧୁ ୟୁଲିୟା ବନ୍ତୁରଙ୍କ ସହ ସେ ନଜର ଆସନ୍ତି । ଏହା ବି କୁହାଯାଏ କି ୟୁଲିୟା ବନ୍ତୁର ଓ ସଲମାନ ଖାନ ରିଲେଶନଶିପରେ ଅଛନ୍ତି । ଯଦି ସୋନାକ୍ଷୀ ସିହ୍ନାଙ୍କ ବିଷୟରେ କହିବା ତେବେ ସେ ଜାହିର ଇକବାଳଙ୍କ ସହ ରିଲେଶନଶିପରେ ଅଛନ୍ତି । କିନ୍ତୁ ସୋନାକ୍ଷୀ ସିହ୍ନା ଏହାକୁ ମନା କରିଛନ୍ତି । ସୋନାକ୍ଷୀ ସିହ୍ନା ଏକ ଇଣ୍ଟରଭିୟୁରେ କହିଛନ୍ତି କି ସେ ଆଉ ଜାହିର ଭଲ ବନ୍ଧୁ ଅଟନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।