Katrina ଙ୍କ ପରେ ଏବେ 56 ବର୍ଷରେ Salman ଖାଇବେ ବିବାହ ଲଡୁ, Sonakshi Sinha ଙ୍କୁ କରିବେ ବିବାହ ? ଜାଣନ୍ତୁ କଣ ଅଟେ ପ୍ରକୃତ ସତ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସଲମାନ ଖାନ ।

ଆପଣ ମାନେ ସମସ୍ତେ ସଲମାନଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ସଲମାନ ନିଜ ଲୁକ୍ ନିଜ ଜବରଦସ୍ତ ଅଭିନୟ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଭାଇଜାନ ସଲମାନ ଖାନ ଆଜିକୁ ୫୬ ବର୍ଷର ହୋଇସାରିଛନ୍ତି ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେ ବିବାହ କରି ନାହାନ୍ତି ।

ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ବିବାହର ଅପେକ୍ଷାରେ ରହିଛନ୍ତି । ସଲମାନଙ୍କ ଜୀବନରେ ଏମିତି ଅନେକ ଅଭିନେତ୍ରୀ ଆସିଛନ୍ତି ହେଲେ ସେ କାହା ସହ ବି ବିବାହ କରିଲେ ନାହିଁ । ଭାଇଜାନଙ୍କ ସମସ୍ତ ଏକ୍ସ ଗାର୍ଲଫ୍ରେଣ୍ଡ ବିବାହ କରିସାରିଛନ୍ତି । ଗତ କିଛି ଦିନ ତଳେ ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କାଟ୍ରିନା କେଆଫ ଅଭିନେତା ଭିକି କୌଶଲଙ୍କ ସହ ବିବାହ କରିଛନ୍ତି । ଏବେ ସୋସିଆଲ ମିଡିଆରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

କୁହାଯାଉଛି କାଟ୍ରିନାଙ୍କ ବିବାହ ପରେ ଏବେ ସଲମାନ ବିବାହ କରିବାକୁ ଯାଉଛନ୍ତି ।ମିଡିଆ ରିପୋର୍ଟସ ଅନୁସାରେ କୁହାଯାଉଛି ସଲମାନ ବଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସୋନାକ୍ଷୀ ହେଉଛନ୍ତି ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଏକ ମାତ୍ର ଝିଅ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଖବରଟି କିଛି ମାତ୍ରାରେ ମିଛ ଅଛି ଓ କିଛି ମାତ୍ରାରେ ସତ ଅଛି ।

ସୋନାକ୍ଷୀ ଖାନ ପରିବାରର ବୋହୁ ନିଶ୍ଚୟ ହେବେ ହେଲେ ସଲମାନ ଖାନଙ୍କ ବୋହୁ ନୁହେଁ ଆଉ କାହାର । ସୋନାକ୍ଷୀ ସଲମାନ ଖାନଙ୍କ ସାନ ଭାଇ ସୋହେଲ ଖାନଙ୍କ ଶଳାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସୋହେଲଙ୍କ ଶଳାଙ୍କ ନାମ ହେଉଛି ବଣ୍ଟି ସଚଦେବ । ବଣ୍ଟି ସଚଦେବ ସୋହେଲ ଖାନଙ୍କ ପତ୍ନୀଙ୍କ ଭାଇ ଅଟନ୍ତି । ବଣ୍ଟି ସଚଦେବ ଓ ସୋନାକ୍ଷୀ ସିହ୍ନା ଦୀର୍ଘ ସମୟ ଧରି ଲଭ ରିଲେସନସିପରେ ଅଛନ୍ତି ।

ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ବଣ୍ଟି ସଚଦେବ  ତଲାକ ନେଇସାରିଛନ୍ତି । ସେ ୨୦୦୯ ମସିହାରେ ଅମ୍ବିକା ଚୌହାନଙ୍କ ସହ ବିବାହ କରିଥିଲେ । ହେଲେ ବିବାହର ୪ ବର୍ଷ ପରେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା । ହେଲେ ଏବେ ବଣ୍ଟି ସଚଦେବ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *