Salman କହିଲେ କେଉଁଠି ଓ କିପରି କାମୁଡିଥିଲା ତାଙ୍କୁ ସାପ ! ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସଲମାନ ଖାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସଲମାନ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆଜି ହେଉଛି ସଲମାନ ଖାନଙ୍କ ଜନ୍ମଦିନ ଓ ଜନ୍ମଦିନ ଅବସରରେ ସଲମାନ ସାପ ଚୋଟର କାହାଣୀ ଗଣମଧ୍ୟମ ସାମ୍ନାରେ କହିଛନ୍ତି ।

ଏହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ସଲମାନ ଖାନ ଅଧିକାଂଶ ସମୟ ନିଜର ଫାର୍ମ ହାଉସରେ ରୁହନ୍ତି ଓ ସେଠାରେ ରହି ସେ ଚାଷକାମ କରନ୍ତି । ତେବେ ଗତ ପହଡଦିନ ରାତିରେ ସଲମାନ ଖାନଙ୍କୁ ସାପ ଚୋଟ ମାରିଥିବାର ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ସଲମାନ ଖାନ ସବୁ କଥା କହିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସଲମାନ ଖାନଙ୍କ ମତରେ-‘ଆମେ ଫାର୍ମ ହାଉସରେ ରହୁଛି ଜଙ୍ଗଲ ଭିତରେ । ଫାର୍ମ ହାଉସ ଯେମିତି ଥିଲା ସେମିତି ହିଁ ଅଛି । ଘର ଭିତରେ ସାପ ପଶି ଯାଇଥିଲା ସେତେବେଳେ ଛୁଆ ମାନେ ସେତେବେଳେ ମୁ ଗଲି ଓ କହିଲି ମୋତେ ଗୋଟେ ବାଡି ଦିଅ । ବାଡି ଆଣିଲା ପରେ ମୁ ସାପକୁ ଆରମ ସେ ଉଠାଇଲି ବାହାରକୁ ନେଇ ଆସିଲୁ । ସେତେବେଳେ ସାପ ବି ବହୁତ ଆରମ ସେ ବାଡିରେ ଜାକି ହୋଇ ଗଲା’ ।

ଆଗକୁ ସଲମାନ ଖାନ କହିଛନ୍ତି-ଏହା ପରେ ସାପଟି ଧୀରେ ଧୀରେ ବାଡି ଉପରେ ଚଢିବା ଆରମ୍ଭ କରିଦେଲା ଓ ମୋ ହାତ ଉପରକୁ ଆସିଗଲା । ତା ପରେ ମୁ ଆଉ ଗୋଟେ ହାତରେ ସାପକୁ ଧରି ବାଡି ପକାଇ ଦେଲି । ଆମର ଷ୍ଟାଫ ମାନେ ସେହି ସାପ ଦେଖି କନ୍ଦାରୀ କନ୍ଦାରୀ ଚିତ୍କାର କରିବାକୁ ଲାଗିଲେ ସେତେବେଳେ ସାପ ବି ଜାଣିଗଲା ତାର ନାମ ହେଉଛି କନ୍ଦାରୀ । ସେତେବେଳେ ସେ ପ୍ରଥମ ଚୋଟ ମାରିଲା’  ।

ଆଗକୁ ସଲମାନ ଖାନ କହିଛନ୍ତି-‘ତା ପରେ ଲୋକମାନେ ପୁଣି ଚିତ୍କାର କରିଲେ ସେତେବେଳେ ସେ ଜାଣି ପାରିଲା ଯେ ଚୋଟ ଏମିତି ମାରନ୍ତି ତା ପରେ ସେ ପୁଣି ଆଉ ଥରେ ଚୋଟ ମାରିଲା । ତା ପରେ ସବୁ ହସ୍ପିଟାଲ ହସ୍ପିଟାଲ କହି ଚିତ୍କାର କରିଲେ ଯାହାଫଳରେ ସେ ତୃତୀୟ ଥର ଚୋଟ ମାରିଲା । ଏହା ପରେ ମୁ ସାପକୁ ଆରମ ସେ ଛାଡି ଦେଇଲି ଓ ହସ୍ପିଟାଲ ଗଲି’ ।

ଆଗକୁ ସଲମାନ କହିଛନ୍ତି-‘ ହସ୍ପିଟାଲ ଗଲା ପରେ ଜଣା ପଡିଲା ସେଇଟା ଭିନ୍ନ ଧରଣର ବିଷଧର ସାପ । ସବୁ ପ୍ରକାରର ସାପର ଇଞ୍ଜେକ୍ସନ ମୁ ନେଇ ସାରିଛି ଓ ଏବେ ମୁ ଠିକ ଅଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *