Chanakya Niti- ସକାଳୁ ଉଠିବା ମାତ୍ରେ 3 ଥର କହି ଦିଅନ୍ତୁ ଏହି ମନ୍ତ୍ର, ବିନା ପୂଜାରେ ସବୁ ଇଚ୍ଛା ହେବ ପୂର୍ଣ୍ଣ, ଚମକିବ ଭାଗ୍ୟ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଏବଂ ଦେଖିଥିବେ କି କେତେକ ଲୋକମାନଙ୍କ ଘରେ ଅଚାନକ ସବୁ କାର୍ଯ୍ୟର ବିପରୀତ ପରିଣାମ ଦେଖିବାକୁ ମିଳିଥାଏ । କିଛି କାମ ପୁରା ହେଉ ହେଉ ବନ୍ଦ ହୋଇଯିବ । କୌଣସି ବି କାମ ତାଙ୍କ ଇଚ୍ଛା ଅନୁସାରେ ହେଉ ନାହିଁ । ଘରର ସ୍ଥିତି ଏମିତି ହୋଇ ଯାଇଛି ନିଜ ଘରେ ରହିବାକୁ ଭଲ ଲାଗୁ ନାହିଁ । କୌଣସି କାମରେ ମନ ଲାଗୁ ନାହିଁ । ଆପଣଙ୍କୁ ଖରାପ ଚିନ୍ତାଧାର ଆସୁଛି । ଦିନସାରା ଟେନସନରେ ରହୁଛନ୍ତି । ତେବେ ସବୁଦିନ ସକାଳୁ ସକାଳୁ ଉଠି ଆପଣ ଏହି ଶବ୍ଦକୁ କୁହନ୍ତୁ।


ଏହା ଦ୍ଵାରା ଆପଣଙ୍କ ସବୁ ଇଚ୍ଛା ପୁରା ହୋଇଯିବ । ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ବିନା ପୂଜା ପାଠରେ ଆପଣଙ୍କୁ ସବୁକିଛି ମିଳିବ ଯାହା ବିଷୟରେ ଆପଣ ଚିନ୍ତା ବି କରି ନ ଥିବେ । ଯଦି ଆପଣ ନିଜ ଘରର ଛୋଟ ପିଲାମାନଙ୍କୁ ଏହା କରିବାକୁ କହି ପାରିବେ । ଏହା ଦ୍ଵାରା ଆପଣ ମାନସିକ ରୂପରେ ବିକାଶ କରିବେ। ତେବେ ଘରର ମହିଳାମାନେ ବି ଏହି ଉପାୟକୁ ନିଶ୍ଚିତ ରୂପରେ କରନ୍ତୁ ।

ଏଥିପାଇଁ କେବଳ ସକାଳୁ ସକାଳୁ ଏହି ଶବ୍ଦ କହିବାର ଅଛି । ଏଥିପାଇଁ ଆପଣଙ୍କୁ ଗାଧୋଇବାକୁ ବି ପଡିବ ନାହିଁ । ଘରର ମହିଳାମାନେ ଯଦି ଏହି ଶବ୍ଦକୁ କହୁଛନ୍ତି ତେବେ ଆପଣଙ୍କର ସର୍ବ ଗୁଣ ସମ୍ପନ୍ନ ସନ୍ତାନ ଜନ୍ମ ହେବ । ଯିଏକି ଘର ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ । ଆପଣଙ୍କ ବୈବାହିକ ଜୀବନ ବି ବହୁତ ଭଲ ହୋଇଯିବ।


ଏତେ ଶୁଭ ଫଳ ମିଳିବ ଯାହା ବିଷୟରେ ଆପଣ କଳ୍ପନା ବି କରି ନ ଥିବେ । ସେହିଭଳି ବୟସ୍କ ଲୋକମାନେ ନିଜର ଦୀର୍ଘାୟୁ ଓ ଭଲ ସ୍ୱାସ୍ଥ୍ୟ ପାଇଁ ବ୍ୟାପାରୀମାନେ ନିଜର ବ୍ୟାପାରକୁ ବୁଦ୍ଧି କରିବା ପାଇଁ ଏହି ଉପାୟକୁ କରି ପାରିବେ। ଏହି ଶବ୍ଦକୁ କହିବା ଦ୍ଵାରା ଆପଣଙ୍କୁ ଭଗବାନ ଶିବଙ୍କ କୃପା ଅବଶ୍ୟ ମିଳିବ।ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଜୀବନରେ ସମସ୍ତ ପ୍ରକାରର ସଫଳତା ମିଳିବ । ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ କି ସକାଳୁ ଉଠି ପ୍ରଥମେ ଦେବତାମାନଙ୍କର ଧ୍ୟାନ କରିବା ଉଚିତ।


ଆପଣ ନିଜର ଦିନର ଆରମ୍ଭ ଦେବତାଙ୍କ ପୂଜା ଠାରୁ କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ସଠିକ ଓ ଶୁଭ ଫଳ ମିଳିବ । ଆପଣ ସକାଳୁ ଉଠି ଦୁଇ ହାତ ଯୋଡି ଏହି ଦୁଇ ଶବ୍ଦ କୁହନ୍ତୁ । ତାହା କିଛି ଏହିଭଳି ‘ଓଁ ଜୂଂ ସଃ’ । ଏହା ଲହୁ ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ଜାତକରେ ଯାହା ବି କିଛି ଦୋଷ ଅଛି ତାହା ବି ଦୂର ହୋଇଯିବ । ନିଜର ଦୁଇ ହାତକୁ ଯୋଡି ଏହି ମନ୍ତ୍ରକୁ ବି ଜପ କରନ୍ତୁ । ଯେମିତି କି

କରାଗ୍ରେ ବସତେ ଲକ୍ଷ୍ମୀଃ

କରମଧ୍ୟେ ସରସ୍ୱତୀ

କର ମୂଲେ ତୁ ଗୋବିନ୍ଦଃ

ପ୍ରଭାତେ କରଦର୍ଶନମଃ ॥

ତେବେ ଆପଣ କୌଣସି ଗୋଟିଏ ମନ୍ତ୍ର ଜପ କରି ପାରିବେ କିମ୍ବା ଦୁଇଟି ମନ୍ତ୍ର ବି ଜପ କରି ପାରିବେ।ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *