ସକାଳୁ ସକାଳୁ ଗରମ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ଜାଣିଲେ ପାଦ ତଳୁ ମାଟି ଖସିଯିବ, ଜଲ୍ଦି ଦେଖନ୍ତୁ (Health Tips)

ନମସ୍କାର ବନ୍ଧୁଗଣ ତେବେ ଯିଏ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ । ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ ।

କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ ସେ ହେଉଛି ପାଣି । ପାଣି ଠାରୁ ଆଉ ଅଧିକ ଭଲ ଜିନିଷ କିଛି ନୁହେଁ । ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ମଧ୍ୟ । ତେବେ ଚାଲନ୍ତୁ ଜାଣିନେବା ପାଣି ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁକ୍ତି ପାଇଁ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା ।

ଆମ ସମସ୍ତ ଙ୍କ ଘରେ ଫ୍ରିଜ ଅଛି ଏବଂ ଗରମ କାଳ ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ବହୁତ ଭଲ ମଧ୍ୟ ପାଇଁ ଥାଆନ୍ତି । କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ଫୁସଫୁସ ଖରାପ ହୋଇ ଯାଏ । ଏବଂ ଏହା ଖରାପ ହେଲେ ଆମ ପେଟ ଖରାପ ହୋଇ ଯାଏ । ଏବଂ ଖାଦ୍ୟ ହଜମ ହୁଏ ନାହିଁ ଏବଂ ଖାଦ୍ୟ ଶଢି ବାକୁ ଲାଗିଯାଏ । ଏବଂ ଏହା ଦ୍ୱାରା ଆମ ଖାଉଥିବା ସମସ୍ତ ଖାଦ୍ୟ ର ପୋଷଣ ଆମକୁ ମିଳି ନଥାଏ ।

ଆମ ଦେହ ଖରାପ ହେବାକୁ ଲାଗେ । ଏବଂ ରକ୍ତ ମଧ୍ୟ ଖରାପ ହୋଇଯାଏ । ରକ୍ତ ଖରାପ ହେବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇ ଯାଏ । ଆମ ପେଟରେ ପଥର ହୋଇ ଯାଏ । ତେଣୁ ଥଣ୍ଡା ପାଣି ପିଇବା ଉଚିତ ନୁହେଁ ଏବଂ ଏହି ଖରାପ ରକ୍ତ ଯଦି ଆମ ହୃତିକ ରେ ଜମି ଯାଏ ତେବେ ହୃଦଘାତ ମଧ୍ୟ ହୋଇ ଯାଏ ଏବଂ ଖରାପ ରକ୍ତ ଯୋଗୁଁ ଚେହେରା ରେ ବ୍ରଣ ମଧ୍ୟ ହୋଇ ଯାଏ ।

ଏହା ଦ୍ୱାରା ଆମ କେଶ ମଧ୍ୟ ଉପୁଡିବାକୁ ଲାଗେ । ଥଣ୍ଡା ପାଣି ପିଇବା ଦ୍ୱାରା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରେ ଆମ ଶରୀରକୁ କ୍ଷତି କରିଥାଏ । ସେଥିପାଇଁ ଆମକୁ ସର୍ଵଦା ଉଷୁମ ପାଣି ପିଇବା ଉଚିତ ଅଟେ । କିମ୍ବା ଫୁଟେଇ କି ମଧ୍ୟ ପିଇ ପାରିବେ । ତେବେ ଗରମ ପାଣି କେବଳ ସେମିତି ପିଇବା ଉଚିତ ପ୍ରଥମେ ତାକୁ ଶୁଦ୍ଧି କରଣ କରିବା ଆବଶ୍ୟକ ଶୁଦ୍ଧ ଜଳ ଦ୍ୱାରା ହିଁ ଆମ ଶରୀର କୁ ଅନେକ ଲାଭ ମିଳିଥାଏ ।


ଏହା ଛଡ଼ା ଏହି ଶୁଦ୍ଧ ଜଳ କୁ ଗରମ କରି ପିଇବା ଦ୍ୱାରା ଆମ ହାର୍ଟ ରେ ଥିବା ସମସ୍ୟା, ଚର୍ବି କମିବା, ହାଡ଼ ମଜବୁତ ହେବା ଏବଂ ଚେହେରା ଉଜ୍ୱଳ ହେବା ଆଦି କାର୍ଯ୍ୟ ବହୁତ ଭଲ ଭାବରେ ହୋଇଥାଏ । ଆପଣ ରାତି ରେ ଶୋଇବା ପୂର୍ବରୁ ତମ୍ବା ର ପାତ୍ର ରେ ପାଣି ରଖିଦେବେ ଏହାକୁ ୮ ରୁ ୧୦ ଘଂଟା ଘୋଡାଇ ସେହି ଭଳି ରଖିଦେବେ ଏବଂ ସକାଳୁ ଉଠି ସେହି ପାଣି କୁ ଫୁଟାଇ ପିଇବା ଦ୍ୱାରା ଜଳ ଶୁଦ୍ଧ ହୋଇଥାଏ ଏବଂ ଶରୀର କୁ ମଧ୍ୟ ଅନେକ ପ୍ରକାରର ଲାଭ ଦେଇଥାଏ । ଏହି ପ୍ରକ୍ରିୟା ଦ୍ୱାରା ଜଳ ଶୁଦ୍ଧ ହେବା ସହ ଆମ ଶରୀର ରେ ଥିବା ବିଭିନ୍ନ ସମସ୍ୟା ମଧ୍ୟ ଦୁର ହୋଇ ଯାଇଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *