ସକାଳୁ ପେପର ପଢ଼ି ଜେଲରେ କାନ୍ଦୁଛି Gopal, ଭଗବାନଙ୍କୁ ଡାକୁଛି ଆଉ କହୁଛି…

ଦର୍ଶକ ବନ୍ଧୁ ନବ ଦାସ ହତୟଆକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ ଏବେ ଚୌଦ୍ବାର ଜେଲରେ ଅଛି । ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ଆଜି ସକାଳୁ ସକାଳୁ ଗୋପାଳ ଜେଲ ଭିତରେ ଥାଇ ପେପର ପଢୁ ଥିଲା ଆଉ ପେପର ପଢିବା ସମୟରେ ଗୋପାଳର ମନ ପିତା ହେଇଗଲା । ଗୋପାଳ ଆଖିରେ ପୁଣି ଲୁହ ହେଲେ ଏଥର ନବ ଦାସଙ୍କ ଝିଅ ପାଇଁ ନୁହେଁ ବରଂ ନିଜ ଝିଅ ପାଇଁ ନିଜ ପୁଅ ପାଇଁ ଏବଂ ନିଜ ସ୍ତ୍ରୀ ପାଇଁ ଯାହାଙ୍କୁ ସେ ଆଜି ବହୁତ ପଛରେ ଛାଡି ଚାଲି ଆସିଛି । ହେଲେ ଏବେ ପଶ୍ଚାତାପ କରି କିଛି ଲାଭ ନାହିଁ ।

କାହିଁକି ନା ଆଜି ଗୋପାଳ ଦାସ ପେପରରେ କୁଆଡେ ପଢିଛି ତା ପରିବାରକୁ କୁଆଡେ ଭୟ ରହିଛି । ଆଉ ସେ ଭୟ କୌଣସି ବି ପ୍ରକାରର ହୋଇପାରେ । ମନ୍ତ୍ରୀ ନବ ଦାସ ଯାହାକୁ ସେ ମାରି ଚିର ନିଦ୍ରାରେ ଶୁଆଇ ଦେଇଛି ତାଙ୍କ ପରିବାର ଲୋକ ହୁଅନ୍ତୁ ବା ତାଙ୍କ ସମର୍ଥକ ହୁଅନ୍ତୁ କିମ୍ବା କେହି ବି ହୁଅନ୍ତୁ ଯିଏ ନବ ଦାସଙ୍କ ହତୟଆର ପ୍ରତିଶୋଧ ନେବାକୁ ଚାହୁଁଛି ଗୋପାଳ ଦାସର ପରିବାର ଠାରୁ ।

ସେମାନେ ତାର ପରିବାରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇବାକୁ ଚାହାଁନ୍ତି । ଆଉ ଯେଉଁ କଥାକୁ ନେଇ ଆଜି କିଛି ସମୟ ପର୍ଯ୍ୟନ୍ତ ଗୋପାଳ ପେପରକୁ ଧରି ତଳେ ବସି ପଡି ଥିଲା । ଏହା ଦେଖି ଆଜି ଜେଲ ୱାଡ଼ର ବି ହତ ଚକିତ ହୋଇ ଯାଇଥିଲେ ।

ଯେଉଁ ଗୋପାଳ ପ୍ରତିଦିନ ଭାଗବତ ଗୀତା ପଢି ସେଥିରୁ କିଛି କିଛି କଥା ବୁଝାଉ ଥିଲା ଆଜି ସେ ଗୋପାଳ ମନରେ କାହିଁ ଅନେକ ସାରା ଝଡ ଆଉ ସେ ଝଡ ହେଉଛି ତା ମନରେ ଉଠୁ ଥିବା ଦ୍ଵନ୍ଦ । ନିଜ ଜୀବନକୁ ଭୟ କରୁନି ଗୋପାଳ ହେଲେ ଭୟ କରୁଛି ତାର ପରିବାର ବର୍ଗ ପାଇଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *