ସକାଳୁ ଖାଲି ପେଟରେ ମେଥି ପାଣି ପିଇବା ଦ୍ଵାରା ଶରୀରରେ ହୋଇଥାଏ କିଛି ଏମିତି…ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେନି (Health Tips)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଜାଣିବା ମେଥି ର ଉପକାରିତା ବିଷୟ ରେ । ମେଥି କେବଳ ଏକ ମସଲା ନୁହେଁ । ଏହା ଏକ ଔଷଧ ଯାହା ଅନେକ ଗୁଡିଏ ରୋଗ କୁ ମୂଳ ରୁ ଶେଷ କରି ଦିଏ |ପ୍ରଥମେ ଜାଣିବା ମେଥି ର ଉପକାରିତା । ପ୍ରଥମ ଟି ହେଲା ମେଥି ଖାଇବା ଦ୍ଵାରା ଓଜନ ହ୍ରାସ ହୁଏ । ମେଥି ପାଣି ପିଇଲେ ଓଜନ ହ୍ରାସ ହୋଇ ଥାଏ । କାରଣ ଏହି ପାଣି ପିଇଲେ ଭୋକ ଲାଗି ନଥାଏ । ଏକ ମାସ ଲଗାତର ମେଥି ପାଣି ପିଲେ ଓଜନ ବହୁତ ଶୀଘ୍ର ହ୍ରାସ ହୋଇ ଥାଏ ।


ଖାଦ୍ୟ ପେୟ ନିୟନ୍ତ୍ରଣ ସହିତ ମେଥି ଦାନା କୁ ସେବନ କଲେ ଏହା ଶରୀର ରୁ ଚର୍ବୀ କୁ ହ୍ରାସ କରି ଥାଏ । ଏହା ପରେ ହେଲା ଆଁଠୁ ଗଣ୍ଠିଆ ରୋଗ । ଏଥିରେ ଆଣ୍ଟି ଅକ୍ସି ଦାନ୍ଟ ଥାଏ । ଯାହା ଫଳରେ ଗଣ୍ଠିଆ ରୋଗ ରୁ ମୁକ୍ତି ମିଳି ଥାଏ । ତେବେ ମେଥି ପାଣି କୁ ଲଗାତର ସେବନ କଲେ ଗଣ୍ଠିଆ ରୋଗ ଭଲ ହୋଇ ଯାଇ ଥାଏ ଏହା ପରେ ହେଲା ମେଥି ପାଣି କଲେଷ୍ଟ୍ରାଲ ହ୍ରାସ କରି ଥାଏ ଏହା ସେବନ କଲେ କଲେଷ୍ଟ୍ରାଲ ହ୍ରାସ ପାଏ ।

ହାର୍ଟ ଆଡାକ ରୁ ରକ୍ଷା କରେ ଏହା ପରେ ହେଲା ଏହା ଉଚ୍ଚ ରକ୍ତ ଚାପ କୁ ନିୟନ୍ତ୍ରଣ କରି ଥାଏ ଏଥିରେ ପଟାସିୟମ ରହି ଥାଏ ଯାହା ରକ୍ତ ଚାପ କୁ କମ କରେ । ଏହା କ୍ୟାନ୍ସର ରୁ ରକ୍ଷା କରେ । ମେଥି ରେ ପ୍ରଚୁର ଫାଇବର ଥାଏ । ଯାହା ଶରୀର ର ବିଷାକ୍ତ ଜିନିଷ କୁ ବାହାର କରି ଦେଇ ଥାଏ । ଶରୀର କୁ କ୍ୟାନ୍ସର ରୁ ରକ୍ଷା କରି ଥାଏ । ଏହା ପରେ ହେଲା କିଡନୀ ଷ୍ଟୋନ ଦୂର କରେ ।

ଯଦି ଆପଣ ମେଥି ପାଣି ର ସେବନ ପ୍ରତି ଦିନ କରିବେ ତେବେ କିଡନୀ ରେ ଥିବା ଷ୍ଟୋନ ବହୁତ ଶୀଘ୍ର କିଡନୀ ରୁ ବାହାରି ଯାଇଥାଏ । ତେଣୁ କିଡନୀ ଷ୍ଟୋନ ଥିବା ରୋଗୀ ପ୍ରତି ଦିନ ମେଥି ପାଣି ପିଇବା ଦରକାର । ଏହା ଡାଇବେଟିସ ରୁ ରକ୍ଷା କରେ । ଡାଇବେଟିସ ରୋଗୀ ଙ୍କ ପାଇଁ ମେଥି ପଣି ବରଦାନ ସଦୃଶ ହୋଇ ଥାଏ । ମେଥି ପାଣି ର ସେବନ ଦ୍ଵାରା ରକ୍ତ ରେ ସୁଗାର ସ୍ତର ନିୟନ୍ତ୍ରଣ ରେ ରହି ଥାଏ ।


ତେଣୁ ଡାଇବେଟିସ ରୋଗୀ ପ୍ରତିଦିନ ମେଥି ପାଣି ପିଇବା ଦରକାର । ଏହା ତ୍ଵଚା ରୋଗ ଭଲ କରେ । ଏହା ସମସ୍ତ ପ୍ରକାର ତ୍ଵଚା ରୋଗ ଯେମିତି କି ବଥ ,ଜ୍ଵଳାପୋଡା ,ଘା’ ଇତ୍ୟାଦି କୁ ଠିକ ହେବା ରେ ସାହାର୍ଯ୍ୟ କରେ । ଏହା ପାଚନ କ୍ରିୟା ଭଲ କରେ । ଯଦି ଆପଣ ଖାଦ୍ୟ ଖାଇବାର ବହୁତ ସମୟ ଯାଏଁ ଖାଦ୍ୟ ହଜମ ହାଉନାହି ,ତେବେ ଗୋତୀଏ ଚାମଚ ମେଥି ପାଉଡର କୁ ଉଷୁମ ପାଣି ରେ ପିଇ ଦିଅନ୍ତୁ ।

ତେବେ ଏହି ଲେଖାଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *