Sabya ଙ୍କୁ ଏମିତି ରେଡି କରୁଛନ୍ତି Archita, ଦେଖିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ, ଆମ୍ଭ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ଚେହେରା ଅଛନ୍ତି ଯାହାଙ୍କୁ ଆମ୍ଭେ ଦେଖିବାକୁ ତଥା ସେମାନଙ୍କ ଅଭିନୟ ଆମ୍ଭକୁ ବେସ ଭଲ ଲାଗିଥାଏ । ଚଳଚ୍ଚିତ୍ର ଜଗତରେ ଏଭଳି ଯୋଡି ଅଛନ୍ତି ଯେଉଁମାନେ କି ଦର୍ଶକ ମାନଙ୍କର ବହୁତ ପ୍ରିୟ ଅଟନ୍ତି । ତେବେ ଆଜି ଆମ୍ଭେ ଏହିଭଳି ଏକ ଯୋଡି ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ମାନେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ।

ତେବେ ଚଳଚିତ୍ର ଜଗତରେ ଉଭୟଙ୍କ ଭେଟ ଏହାପରେ ବନ୍ଧୁତା ଏବଂ ତାହା କ୍ରମେ ପ୍ରେମ ବନ୍ଧନରେ ପରିଣତ ହୋଇଥିଲା । ଉଭୟଙ୍କ ପ୍ରେମ କ୍ରମଶ ବିବାହ ବନ୍ଧନରେ ପରିଣତ ହେଲା । ବର୍ତ୍ତମାନ ଅର୍ଚ୍ଚିତା ଏବଂ ସବ୍ୟସାଚୀ ସ୍ଵାମୀ ସ୍ତ୍ରୀ ଭାବରେ ପରିଚିତ । ସବ୍ୟସାଚୀ ଜଣେ ଅଭିନେତା ହେବା ସହିତ ସେ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ସମାଜ ନିମନ୍ତେ ଅନେକ ଉତ୍ତମ କାର୍ଯ୍ୟ ମଧ୍ୟ କରିଛନ୍ତି ।

ଦୁଃଖୀ ତଥା ଦରିଦ୍ର ଲୋକ ମାନଙ୍କ ପାଇଁ ଆଲୋକର ତଥା ସାହାର୍ଯ୍ୟ ର ହାତ ବଢାଇ ଏ ପର୍ଯ୍ୟନ୍ତ ଆଗକୁ ଆସିଛନ୍ତି ସବ୍ୟସାଚୀ । ତେବେ ବିବାହ ପରେ କେବଳ ସବ୍ୟସାଚୀ ନୁହେଁ ବରଂ ଅର୍ଚ୍ଚିତା ମଧ୍ୟ ଏବେ ଏହି ମହତ କାର୍ଯ୍ୟ ରେ ଯୋଗ ଦେଇ ଅସହାୟ ଲୋକ ଙ୍କ ସାହାର୍ଯ୍ୟ କରୁଛନ୍ତି । ଭଗବାନ ଉଭୟଙ୍କ ବୈବାହିକ ଜୀବନ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣ ରଖନ୍ତୁ ।

ବର୍ତ୍ତମାନ ସୋସିଆଲ ମିଡିଆ ରେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ ରେ ଅର୍ଚ୍ଚିତା ନିଜ ସ୍ଵାମୀ ଙ୍କ ସାର୍ଟ ରେ ଲାଗିଥିବା କିଛି ଧୁଳି କୁ ଝଡି ଦେଉଛନ୍ତି ତେବେ ଏହି ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ବୁଝିଯିବେ ଯେ ଅର୍ଚ୍ଚିତ କିଭଳି ଭାବରେ ନିଜ ସ୍ଵାମୀ ସବ୍ୟ ଙ୍କର କେୟାର କରୁଛନ୍ତି ତଥା ଭଲ ପାଉଛନ୍ତି । ସତରେ ଏହି ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକ ଅଟେ ।

ନିଜ ମନ ପସନ୍ଦ ର ଜୀବନସାଥୀ ସହିତ ସାରା ଜୀବନ ଏହିଭଳି ହସଖୁସି ରେ ବିତାଇବାକୁ ସମସ୍ତେ ଚାହିଁଥାନ୍ତି । କିନ୍ତୁ କେତେକ କ୍ଷେତ୍ରରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉଚିତ ବୁଝାମଣା ନଥିବା କାରଣରୁ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ । ତେବେ ବିବାହ ଭଳି ପବିତ୍ର ବନ୍ଧନ ଙ୍କୁ ଉଭୟ ବୁଝି ସାରା ଜୀବନ ହସଖୁସି ରେ ବିତାଇଲେ ତାହା ଅତ୍ୟନ୍ତ ଆନନ୍ଦ ଦାୟକ ଅଟେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *