ପ୍ରଥମ ଥର ପାଇଁ ଦେଖନ୍ତୁ Sabyasachi ଙ୍କ ସହ କିପରି ଧୁମଧାମରେ ଦଶହରା ପାଳିଲେ ହିରୋଇନ Archita, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମେ ସମସ୍ତେ ଅଭିନେତା ସବ୍ୟସାଚୀଙ୍କୁ ବହୁତ ଭଲ ଭାବରେ ଜାଣୁ । ସେ ଜଣେ ବହୁତ ଭଲ ଅଭିନେତା ଅଟନ୍ତି । ନିଜର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରି ପାରିଛନ୍ତି ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ । ତେବେ ସେ ଜଣେ ବହୁତ ଭଲ ଅଭିନେତା ଅଟନ୍ତି ସେ ଅନେକ ଲୋକଙ୍କର ପ୍ରିୟ ଅଭିନେତା ମଧ୍ୟ ଅଟନ୍ତି ।

ତେବେ ସେ ଅଳ୍ପ ଦିନ ତଳେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରି ଥିଲେ । ସେ ମଧ୍ୟ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରି ଥାଆନ୍ତି । ନିଜର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ହେବାରେ ସଫଳ ହୋଇ ପାରିଛନ୍ତି । ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସେ ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଭାବରେ ନିଜକୁ ପରିଚିତ କରି ପାରିଛନ୍ତି ।

ତେବେ ବନ୍ଧୁଗଣ ଏବେ ସୋସିଆଲ ମିଡିଆ ରେ ଅର୍ଚ୍ଚିତାଙ୍କୁ କାକେରା ପିଠା ଛାଣୁଥିବାର ଦେଖିବାକୁ ମିଳୁଛି । ତେବେ ସେହି ସମୟରେ ତାଙ୍କ ଶାଶୁ ଆସି କୁହନ୍ତି ଯିଏ କାକେରା କରି ଜାଣେ ସେ ସବୁ କରି ପାରିବ । ତେବେ ଯାହା ଜଣା ପଡ଼ୁଛି ଦଶହରା ପୂଜାର ଭୋଗ ଲାଗି ଅର୍ଚ୍ଚିତା ଶାଶୁଘରେ କାକେରା ପିଠା ଛାଣୁଛନ୍ତି । ଆଉ ଅର୍ଚ୍ଚିତା କାକେରା ପିଠା ଛାଣୁଥିବା ସମୟରେ ସବ୍ୟସାଚୀ ଚୋରି କରି କାକେରା ପିଠା ଖାଉଥିବାର ଦେଖିବାକୁ ମିଳୁଛି ।

ଦଶହରା ପାଇଁ ଅର୍ଚ୍ଚିତାଙ୍କ ଶାଶୁଘରେ ଧୁମଧାମ ପୂଜାର ଆୟୋଜନ ଚାଲିଛି । ଏବଂ ଅର୍ଚ୍ଚିତା ଆଉ ସବ୍ୟସାଚୀ ତାଙ୍କ ଫ୍ୟାମିଲି ସହ ଏକାଠି ମିଶି ଅନେକ ଗୁଡ଼ିଏ ଫଟୋ ଉଠେଇଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଘରର ସମସ୍ତେ ମାତା ଦୁର୍ଗା ଙ୍କ ଆରାଧନା କରିଥିଲେ ଧୂପ,ଦୀପ ଦେଇ ମାଆ ଙ୍କ ପୂଜା କରିଥିଲେ ସମସ୍ତେ ମାଆ ଙ୍କୁ ଶ୍ରଦ୍ଧା ଓ ଭକ୍ତି ର ସହିତ ଆରାଧନା କରିଥିଲେ ।

ଫୁଲ ଚନ୍ଦନ ଦେଇଥିଲେ ଶେଷରେ ସମସ୍ତେ ପୁଷ୍ପାଞ୍ଜଳି ମଧ୍ୟ ଦେଇଥିଲେ । ତେବେ ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ ।

ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ ।

ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ,

ସେବେ ଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *