ଆଜି ପର୍ଯ୍ୟନ୍ତ ଉପଲବ୍ଧ ଥିବା ଦାମ ର ସବୁଠୁ ଶସ୍ତା ଦାମରେ ମିଳୁଛି iPhone 13, ହାତ ଛଡା କରନ୍ତୁ ନାହିଁ ଏହି ସୁବର୍ଣ୍ଣ ସୁଯୋଗ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସ୍ମାର୍ଟ ଫୋନ ଧରିଛନ୍ତି । ଆମ ଦୈନଦିନ ଜୀବନରେ ଫୋନ ଆମ ଶରୀରର ଏକ ଅଙ୍ଗ ହୋଇଯାଇଛି । ବୀନା ଫୋନରେ ଆମେ ମାନେ ରହିପାରିବା ନାହିଁ । ତେବେ ବନ୍ଧୁଗଣ ମୋବାଇଲ ଫୋନରେ ଅନେକ ବ୍ରାଣ୍ଡ ରହିଛି ହେଲେ ସେଥିମଧ୍ୟରୁ ଅନ୍ୟତମ ହେଉଛି ଆପେଲ୍ ଆଇଫୋନ । ଏହି ଫୋନଟି ଲୋକ ମାନଙ୍କର ପ୍ରାଇଭେସୀକୁ ବହୁତ ଭଲ ସୁରକ୍ଷା ଦେଇଥାଏ ଓ ଏହି ଫୋନର ଫିଚର୍ସ ମଧ୍ୟ ବହୁତ ଭଲ ।

ହେଲେ ବନ୍ଧୁଗଣ ଏହି ଫୋନର ଦାମ ବହୁତ ଅଧିକ ରହିଥାଏ ସେଥିପାଇଁ ବହୁତ କମ ଲୋକ ଏହି ଫୋନ କିଣି ପାରନ୍ତି । ଯଦି ଆପଣ ମାନଙ୍କୁ ଆଇଫୋନ ଧରିବାର ଇଛା ଅଛି ତା ହେଲେ ଆମେ ଆପଣ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ମଉକା ନେଇ ଆସିଛୁ ଯାହାଦ୍ୱାରା ଆପଣ ଶସ୍ତାରେ ଆଇଫୋନ କିଣି ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବର୍ତ୍ତମାନ ଆପେଲ୍ ବିଜୟ ସେଲ୍ସ ଚାଲିଛି । ଆପେଲ୍ ର ନୂଆ ବ୍ରାଣ୍ଡ ଆପେଲ୍ ଆଇଫୋନ ୧୩ ରେ ବି ଜବରଦସ୍ତ ଡିସକାଉଣ୍ଟ ଅଫର ଚାଲିଛି । ଆପେଲ୍ ବିଜୟ ସେଲ ଗତ ୧୪ ଡିସେମ୍ବରରୁ ଆରମ୍ଭ ହୋଇଛି ଏହି ସେଲ ବର୍ଷ ଶେଷ ହେବା ପର୍ଯ୍ୟନ୍ତ ତଥା ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଆପେଲ୍ ନିଜ ପ୍ରଡ଼କ୍ଟରେ ଡିସକାଉଣ୍ଟ କରି ବିକ୍ରି କରୁଛି ।


ଆଇଫୋନ ୧୩ କଥା କହିବାକୁ ଗଲେ ଏହାକୁ ବର୍ତ୍ତମାନ ସବୁଠାରୁ କମ ଟଙ୍କାରେ ଉପଲବ୍ଧ କରାଯାଇଛି । ବର୍ତ୍ତମାନ ଆଇଫୋନ ୧୩କୁ ଆପଣ ମାନେ ମାତ୍ର ୭୫ ହଜାର ୯୦୦ ଟଙ୍କାରେ କିଣି ପାରିବେ । ଏହି ଡିଲକୁ ଆପଣ ମାନେ ଏକ୍ସଚେଞ୍ଜ ଅଫର ଦ୍ଵାରା ଆହୁରି ଶସ୍ତା କରିପାରିବେ ଯାହାଫଳରେ ଆପଣ ମାତ୍ର ୫୧ ହଜାର ୯୦୦ ଟଙ୍କାରେ କିଣିପାରିବେ ।

ଆଇଫୋନ ୧୩ର ଅସଲି ଦାମ ୭୯ ହଜାର ୯୦୦ ଟଙ୍କା ଅଛି ହେଲେ ବର୍ତ୍ତମାନ ସେଲ ପାଇଁ ଏହାକୁ ୭୫ ହଜାର ୯୦୦ ଟଙ୍କାରେ ବିକ୍ରି କରାଯାଉଛି । ଏଚଡିଏଫସି ବ୍ୟାଙ୍କ କାର୍ଡ ୟୁଜର୍ସ ମାନଙ୍କୁ ଆପେଲ୍ ଆଇଫୋନ ୧୩ରେ ୬୦୦୦ ଟଙ୍କାର କ୍ୟାସବ୍ୟାକ ମିଳିବ ଯାହାଫଳରେ ଏହାର ଦାମ ୬୯ ହଜାର ୯୦୦ ଟଙ୍କା ହୋଇଯିବ । ଯଦି ଆପଣ ଭଲ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିବେ ତା ହେଲେ ଆପଣଙ୍କୁ ଏଥିରେ ୧୮୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯିବ ଯାହାଫଳରେ ଆପଣ ମାନେ ଏହାକୁ ୫୧ ହଜାର ୯୦୦ ଟଙ୍କାରେ କିଣି ପାରିବେ ।


ଅପେଲ୍ ଆଇଫୋନ ସେଲରେ ଆପେଲ୍ ଆଇଫୋନ ୧୩ ମିନିକୁ ୬୦ ହଜାର ୪୦୦ ଟଙ୍କାରେ ଉପଲବ୍ଧ କରାଯାଇଛି । ଏହି ସେଲରେ ଆଇଫୋନ ୧୩ ପ୍ରୋର ଦାମ ୧ ଲକ୍ଷ ୮୯୦୦ ଟଙ୍କାରୁ ଆରମ୍ଭ ହେଉଛି । ଆଇଫୋନ ୧୩ ପ୍ରୋ ମ୍ୟାକ୍ସର ଦାମ ଏହି ସେଲରେ ୧ ଲକ୍ଷ ୧୮ ହଜାର ୪୦୦ ଟଙ୍କାରୁ ଆରମ୍ଭ ହେଉଛି । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ସମୟରେ ଆଇଫୋନ କିଣିବାର ଲାଭ ଉଠାନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *