ଛାଡପତ୍ର ଦେଇ ବର୍ବାଦ ହେଇ ଯାଇଥିଲେ ଏହି Bollywood Stars, 3 ନମ୍ବର ଛାଡପତ୍ରର ଦାମ ଶୁଣିଲେ ତ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ କଳାକାର ଙ୍କ ଲାଇଫ ଷ୍ଟାଇଲ, ସେମାନଙ୍କ ପସନ୍ଦ ନାପସନ୍ଦ ଆଦି ସମ୍ବନ୍ଧରେ ତ ଆପଣ ମାନେ ଶୁଣିଥିବେ ନିଶ୍ଚିତ । ତେବେ ବଲିଉଡ କଳାକାର ଙ୍କ ବାହାଘର ଏବଂ ପାର୍ଟି ସମ୍ବନ୍ଧରେ ତ ବହୁତ ମାତ୍ରା ରେ ଚର୍ଚ୍ଚା ହୋଇଥାଏ । କିନ୍ତୁ କଣ ଆପଣ ମାନେ ଜଣିଛନ୍ତି ଯେ, ଏହି କଳାକାର ମାନେ ନିଜ ବାହାଘର ରେ ପାଣି ଭଳି ପଇସା ଖର୍ଚ୍ଚ କରିଥାନ୍ତି ସେହିପରି ଛାଡ଼ପତ୍ର ଦେବା ସମୟରେ ମଧ୍ୟ ଏମାନଙ୍କ ବହୁତ ଖର୍ଚ୍ଚ ହୋଇଥାଏ ।

ସେହି ପଇସାରେ ଜଣେ ସାଧାରଣ ବର୍ଗ ରେ ଦୁଇ ତିନି ଜଣ ବ୍ୟକ୍ତି ର ବାହାଘର ମଧ୍ୟ ସମ୍ପନ୍ନ ହୋଇଯିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପାର୍ଟନର ଙ୍କୁ ଛାଡ଼ପତ୍ର ଦେବା ବହୁତ ମହଙ୍ଗା ପଡ଼ିଥିଲା । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ପ୍ରଥମ ଯୋଡି ହେଉଛି ବଲିଉଡ ର ବବଲି ଅଭିନେତ୍ରୀ କରିସ୍ମା କପୂର । ତେବେ ୧୧ ବର୍ଷ ର ବିବାହ ପରେ କରିସ୍ମା ଏବଂ ସଞ୍ଜୟ ଛାଡପତ୍ର ନେଇ ଅଲଗା ହୋଇ ଯାଇଥିଲେ ତେବେ କିନ୍ତୁ ସଞ୍ଜୟ ସବୁ ମାସ ରେ କରିସ୍ମା ଙ୍କୁ ଆଲୁମିନି ରୂପରେ ୧୦ ଲକ୍ଷ ଟଙ୍କା ଦେଇଥାନ୍ତି । ଏହି ପଇସା ତାଙ୍କ ଦୁଇ ଛୁଆ ଙ୍କ ଦେଖାଶୁଣା ରେ ଖର୍ଚ୍ଚ କରା ଯାଇଥାଏ ।


୨- ଦ୍ଵିତୀୟ ଯୋଡ଼ି ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଆମୀର ଖାଁ ଓ ତାଙ୍କ ଦ୍ଵିତୀୟ ପତ୍ନୀ କିରଣ ରାଓ । ଏହି ଯୋଡ଼ି ଙ୍କ ଜଣେ ପୁଅ ମଧ୍ୟ ଅଛନ୍ତି ଆଜାଦ ରାଓ ଖାଁ । ୨୦୦୨ ମସିହାରେ ଆମୀର ଖାଁ ନିଜର ପ୍ରଥମ ପତ୍ନୀ ରୀନା ଦତ୍ତା ଙ୍କୁ ଛାଡ଼ପତ୍ର ଦେଇଥିଲେ । ବର୍ତ୍ତମାନ ଆମୀର ଓ କିରଣ ଙ୍କ ଛାଡ଼ପତ୍ର ଖବର ସାମ୍ନା କୁ ଆସିଛି । ଏବଂ ଶୁଣିବାକୁ ମିଳିଛି ଯେ ଆଲୁମିନି ହିସାବରେ କିରଣ ରାଓ ଆମୀର ଖାଁ ଙ୍କ ଠାରୁ ୧୦୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି ।


୩- ତୃତୀୟ ଯୋଡି ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ହୃତିକ ରୋଶନ’ ଏବଂ ତାଙ୍କ ପାର୍ଟନର ‘ସୃଜେନ ଖାଁ’ । ଏହି ଯୋଡ଼ିଙ୍କ ଛାଡ଼ପତ୍ର କେବଳ ଦେଶରେ ହିଁ ନୁହେଁ ବରଂ ସମଗ୍ର ଦୁନିଆ ରେ ମହଙ୍ଗା ଛାଡ଼ପତ୍ର ବୋଲି ଗଣା ଯାଇଥାଏ । ଏହି ଯୋଡି ଙ୍କ ବିବାହ ୨୦୦୦ ମସିହାରେ ହୋଇଥିଲା । କିନ୍ତୁ ହୃତିକ ଙ୍କ ଆଫେୟାର ପାଇଁ ଏହି ଯୋଡି ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ଶୁଣିବାକୁ ମିଳେ ଯେ ସୃଜେନ ଖାଁ ଆଲୁମିନି ରୂପରେ ୪୦୦ କୋଟି ଟଙ୍କା ର ମାଙ୍ଗ କରିଥିଲେ ଯେଉଁଥିରେ ୩୮୦ କୋଟି ଟଙ୍କାରେ ତାଙ୍କ ସେଟେଲମେଣ୍ଟ ହୋଇଥିଲା ।


୪- ଚତୁର୍ଥ ଯୋଡି ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ସୈଫ ଅଲ୍ଲୀ ଖାଁ’ ଏବଂ ଅଭିନେତ୍ରୀ ‘ଅମୃତା ସିଂ’ । ସୈଫ ନିଜଠାରୁ ୧୩ ବର୍ଷ ବୟସ ରେ ବଡ଼ ଅଭିନେତ୍ରୀ ଅମୃତା ଙ୍କୁ ବିବାହ କରିଥିଲେ । ଏହି ଯୋଡି ଙ୍କ ବିବାହ ସହିତ ଏମାନଙ୍କ ଛାଡ଼ପତ୍ର ମଧ୍ୟ ପ୍ରାୟ ଚର୍ଚ୍ଚା ରେ ଆସିଥିଲା । ବିବାହ ର ୧୩ ବର୍ଷ ପରେ ଏହି ଯୋଡି ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ଶୁଣିବାକୁ ମିଳେ ଯେ, ଆଲୁମିନି ହିସାବରେ ୫କୋଟି ଟଙ୍କା ସ୍ଥିର ହୋଇଥିଲା ଏବଂ ଯେଉଁଥିରୁ ଅଢ଼େଇ କୋଟି ଟଙ୍କା ସୈଫ ଅମୃତା ଙ୍କୁ ଦେଇ ସାରିଛନ୍ତି ଏବଂ ତାଙ୍କ ଛୁଆ ଙ୍କ ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତି ମାସରେ ସୈଫ ଅମୃତା ଙ୍କୁ ୧ଲକ୍ଷ ଟଙ୍କା ଦେଉଛନ୍ତି ।


୫- ପଞ୍ଚମ ଯୋଡି ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ମଲାଇକା ଆରୋରା’ ଏବଂ ‘ଅର୍ବାଜ ଖାଁ’ । ଏହି ଯୋଡି ଙ୍କ ଛାଡ଼ପତ୍ର ସମସ୍ତ ଦର୍ଶକ ମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଖବର ରହିଥିଲା । ଏହି ଯୋଡି ଙ୍କ ଛାଡ଼ପତ୍ର ଆଲୁମିନି ର କୌଣସି ଅଫିସିଆଲ ଆନଉଁସମେଣ୍ଟ ହୋଇନଥିଲା । କିନ୍ତୁ ପରେ ଏହା ଶୁଣିବାକୁ ମିଳିଥିଲା ଯେ, ମଲାଇକା ଆଲୁମିନି ହିସାବରେ ଅର୍ବାଜ ଙ୍କୁ ୧୫ କୋଟି ଟଙ୍କା ର ଡିମାଣ୍ଡ କରିଥିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *