ସବୁଠୁ ଅଧିକ ଗର୍ବୀ ଅଟନ୍ତି TV ର ଏହି 5 ଜଣ Actress, ଯିଏ ସେଟ ଉପରେ ହିଁ କରନ୍ତି ଝଗଡା, ନଂ 4 ଅଭଦ୍ରାମି ର ସବୁ ସୀମା ଟପି ଯାଆନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କର ଗର୍ବ ବହୁତ ଅଧିକ ଅଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏହି ଗର୍ବୀ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଲୀନା ଜୁମାନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଲୀନା ଜୁମାନୀ । ଆପଣ ମାନେ ସମସ୍ତେ ଲୀନାଙ୍କୁ ‘କୁଣ୍ଡଳୀ ଭାଗ୍ୟ; ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହା ଛଡା ଲୀନା ବଲିଉଡ ଫିଲ୍ମରେ ବି କାମ କରିଛନ୍ତି । ବନ୍ଧୁଗଣ ଲୀନାଙ୍କର ବହୁତ ଗର୍ବ ଅଛି ସେ ଅନେକ ଥର ସୁଟିଙ୍ଗ ସେଟରେ ଲୋକମାନଙ୍କ ଉପରେ ରାଗି ଯାନ୍ତି ।

ଜେନିଫର ବିଙ୍ଗେଟ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଜେନିଫର ବିଙ୍ଗେଟ । ଜେନିଫର ଟିଭି ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ସିରିଏଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ଜେନିଫର ଅସଲ ଜୀବନରେ ବହୁତ ଗର୍ବୀ ଅଟନ୍ତି ସେ ଅନେକ ଥର ସୁଟିଙ୍ଗ ସେଟରେ ଲୋକ ମାନଙ୍କ ଉପରେ ଚିଲାଇ ଦିଅନ୍ତି ।

ଦିଶା ପରମାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଦିଶା ପରମାର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଦିଶାଙ୍କୁ ଅନେକ ଲୋକପ୍ରିୟ ସିରିଏଲରେ ନିଶ୍ଚୟ ଦେଖିଥିବେ । ଆପଣ ମାନେ ଜଣାଇଲେ ଆଶ୍ଚର୍ଯ୍ୟ ହେବେ ଯେ, ଦିଶା ଅସଲ ଜୀବନରେ ବହୁତ ଗର୍ବୀ ଅଟନ୍ତି । ଦିଶା ଅନେକ ଥର ଲୋକ ଓ ମିଡିଆ ଉପରେ ଚିଲାଇ ଛନ୍ତି ।

ସାରା ଖାନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ସାରା ଖାନ । ସାରା ଖାନ ଅନେକ ଲୋକପ୍ରିୟ ସିରିଏଲରେ କାମ କରିବା ସହ କିଛି ବଲିଉଡ ଫିଲ୍ମରେ ବି କାମ କରିଛନ୍ତି । ସାରା ନିଜ ଅସଲ ଜୀବନରେ ବହୁତ ଅଧିକ ଗର୍ବୀ ଅଟନ୍ତି । ସେ ଅନେକ ଥର ନିଶା ଅବସ୍ଥାରେ ଅଭଦ୍ରାମି ର ସବୁ ସୀମା ଟପି ଯାଆନ୍ତି ।

କରିସ୍ମା ତନ୍ନା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା ତନ୍ନା । ଆପଣ ମାନେ ସମସ୍ତେ କରିସ୍ମାଙ୍କୁ ବଲିଉଡ ଫିଲ୍ମରେ ବି ଦେଖିଥିବେ । ନିଜ ସୁନ୍ଦରତା ପାଇଁ ସେ ସବୁବେଳେ ଚର୍ଚାରେ ରୁହନ୍ତି । କରିସ୍ମା ଅସଲ ଜୀବନରେ ବହୁତ ଗର୍ବୀ ଅଟନ୍ତି ସେ ଅନେକ ଥର ମିଡିଆ ସାମ୍ନାରେ ଅଭଦ୍ର ଭାଷା କରିଛନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *