ଦର୍ଶକ ବନ୍ଧୁ ନବ ଦାସ ହତୟଆକାଣ୍ଡରେ ଏବେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ନବ ଦାସ ହତୟଆକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୌଦ୍ଵାର ଜେଲରେ ଅଛନ୍ତି । ଆଉ ଏବେ କ୍ର-ଆ ଇ-ମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । କାହିଁକି ହତୟଆ କରିଛି ସବୁ ଗୋଟି ଗୋଟି କରି କହିଛି ଗୋପାଳ । କ୍ର-ଆ ଇ-ମ ବ୍ରାଞ୍ଚ ହାତରେ ଲାଗିଛି ନବ ଦାସ ହତୟଆକାଣ୍ଡର ପ୍ରକୃତ କାରଣ । ଯାହାକୁ ଜାଣିଲେ ଆପଣ ମାନଙ୍କର ବି ମୁଣ୍ଡ କାମ କରିବନି । ତେବେ ନବ ଦାସଙ୍କୁ ହତୟଆ ମାମଲାରେ ତଦନ୍ତ ଏବେ ଶେଷ ପର୍ଯ୍ୟାୟକୁ ପହଞ୍ଚିଛି ।
ଯେଉଁଥିରେ ଗୋପାଳ ଦାସ କାହିଁକି ନବ ଦାସକୁ ହତୟଆ କରିଥିଲା ତାହା ଜଣା ପଡିଛି । କ୍ର-ଆ ଇ-ମ ବ୍ରାଞ୍ଚ ଆଗରେ ସବୁ ଗୋଟି ଗୋଟି କରି ସତ କଥା କହି ଦେଇଛି ଗୋପାଳ । ଏନେଇ କ୍ର-ଆ ଇ-ମ ବ୍ରାଞ୍ଚ ପକ୍ଷରୁ ମିଳିଛି ସୂଚନା । ତେବେ ଗୋପାଳକୁ ନେଇ ଅନେକ ପରୀକ୍ଷା କରା ଯାଇଥିଲା । ଲାଏ ଡିଟେକ୍ସନ ଟେଷ୍ଟ ଠାରୁ ଆରମ୍ଭ କରି ହୋଇଥିଲା ନାର୍କୋ ଟେଷ୍ଟ ଯେଉଁଥିରେ ଗୋପାଳକୁ ପଚରା ଯାଇଥିଲା ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ।
ଏହା ପରେ ଗୋପାଳକୁ ଜେରା ପରେ ଜେରା କରା ଯାଇଥିଲା । ଯାହା ପରେ ସବୁ ସତ କଥା ସାମ୍ନାକୁ ଆସିଛି । ଏମିତି ସବୁ କଥା ଏବେ କ୍ର-ଆ ଇ-ମ ବ୍ରାଞ୍ଚ ହାତରେ ଲାଗିଛି ଯାହାକୁ ଲୋକ ଲୋଚନକୁ କେମିତି ଆଣିବ ତାକୁ ନେଇ ଚିନ୍ତାରେ ଅଛି କ୍ର-ଆ ଇ-ମ ବ୍ରାଞ୍ଚ ।
ଏ ସତ ଆସିଲା ପରେ ଓଡିଶା ରାଜନୀତି ମଧ୍ୟ ଦୋହଲି ଯାଇ ପାରେ । କାରଣ ସୂତ୍ରରୁ ଜଣା ପଡିଛି ଯେ ଏହି ହତୟଆ ପଛରେ ବଡ ବଡ ରାଜନେତା ମାନେ ସାମିଲ ଅଛନ୍ତି । ଯେଉଁ ମାନେ ଆଗକୁ ଥାନାକୁ ଟଣା ହେଇ ପାରନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଏହି ଖବରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।