ସାବିତ୍ରୀ ବ୍ରତରେ ହଠାତ Live ଆସି ଫ୍ୟାନ୍ସଙ୍କୁ କଣ କହିଲେ Sabyarchita, ଶୁଣିଲେ ଆପଣ ବି ଖୁସି ହେଇଯିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସାଧାରଣତଃ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ । ଏହି ସେଲିବ୍ରେଟି ମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି । ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି ।

କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି । ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ ।

ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଦୁହେଁ କିଚ୍ଛି ଦିନ ତଳେ ଭଲ ପାଇ ବିବାହ କରିଥିଲେ । ତେବେ ସେମାନେ ନୂଆ ବିବାହ ପାଇଁ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାରେ ଥିଲେ । ସାଧରଣତଃ କହିବ ପାଇଁ ଗଲେ ଅଭିନେତା ସବ୍ୟସାଚୀ ମିଶ୍ର ନିଜର ଭଲ କାମ ପାଇଁ ସେ ସବୁବେଳେ ଓଡିଶା ବାସୀଙ୍କ ମନ ମଧ୍ୟରେ ରହିଥାନ୍ତି ।

କାରଣ ଗତବର୍ଷ ଗତବର୍ଷ କରୋନା ରେ ଅନେକ ପ୍ରବାସୀଙ୍କୁ ଆଣିବା ସହିତ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ ଏହି ବର୍ଷ ମଧ୍ୟ ସେହିଭଳି ଭାବରେ ଲୋକ ମାନଙ୍କୁ ସାହାର୍ଯ୍ୟ ଜାରି ରଖିଛନ୍ତି । ବିବାହ ପରେ ମଧ୍ୟ ଅର୍ଚ୍ଚିତା ତାଙ୍କୁ ସାହାଯ୍ୟ କରୁଥିବାର ଦେଖିବା ପାଇଁ ମିଳିଥିଲା । ତେବେ ବର୍ତ୍ତମାନ ସବ୍ୟସାଚୀ ଏବଂ ଅର୍ଚ୍ଚିତା ନିଜ ଲାଇଭ ଭିଡ଼ିଓରେ ଆସି ନିଜ ସାବିତ୍ରୀ ବ୍ରତ କିପରି ପାଳନ କଲେ ତାହା ସେମାନେ ଆସି କହୁଥିଲେ ।

ତେବେ ଅର୍ଚ୍ଚିତା ସକାଳୁ ଉଠି ନୂଆ ଶାଢ଼ୀ ପିନ୍ଧି ସତ୍ୟବାନ ଓ ସାବିତ୍ରୀ ଙ୍କ ମୂର୍ତ୍ତି ପ୍ରସ୍ତୁତ କରିଥିଲେ ତେବେ ପରେ ସେମାନେ ବହି ପଢି ଫଳ ମୂଳ ଶଙ୍କା ସିନ୍ଦୁର ଆଦି ପୂଜା କରିବା ପରେ ସମସ୍ତେ ନିଜ ସ୍ୱାମୀ ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଏବଂ ସେହି ପୂଜା ର ଫଳ କୁ ଚକଟି ଭୋଗ ପ୍ରସ୍ତୁତ କରି ସେଵନ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *