ନମସ୍କାର ବନ୍ଧୁଗଣ ତେବେ ଦୁନିଆରେ ସମସ୍ତେ ବଡ ଲୋକ ହବା ପାଇଁ ଇଛା କରନ୍ତି କିନ୍ତୁ ବହୁତ କମ ଲୋକ ହୋଇପାରନ୍ତି । ତେବେ ସମସ୍ତଙ୍କୁ ଟଙ୍କା ଦରକାର ପଡିଥାଏ କିନ୍ତୁ ବହୁତ କମ ଲୋକଙ୍କ ପାଖରେ ଟଙ୍କା ଅଛି, ତେବେ ଅନ୍ୟ ଲୋକଙ୍କୁ ରୋଜଗାର କରିବା ପାଇଁ ପରିଶ୍ରମ କରିଥାନ୍ତି କିନ୍ତୁ ସାମାନ୍ଯ ଲୋକଙ୍କୁ ଝିଅ ବାହାଘର ବା ଘର ତିଆରି ବାଆ ଅନ୍ୟ ବଡ କାମ ପାଇଁ ଟଙ୍କା ଆବଶ୍ୟକ ପଡିଥାଏ ତାଙ୍କ ଦରମା ବା ତାଙ୍କ ରୋଜଗାର ଦ୍ଵାରା ଏତେ ବଡ କାମ ହୋଇପାରି ନଥାଏ ।
ତେବେ ବହୁତ ଲୋକ ଏହାକୁ ଶୁଝି ପାରନ୍ତି ନାହିଁ ଓ ଋଣ ଜାଲରେ ଫାଶୀ ଯାଇଥାନ୍ତି ଯାହା ଫଳରେ ସେ ନିଜ କିଛି ମୂଲ୍ୟବାନ ଜିନିଷ ହରାଇ ଥାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କ ଉପରେ ମଙ୍ଗଳ ଗୁରୁଙ୍କର ଆଶୀର୍ବାଦ ରହିଥାଏ ଓ ଆପଣଙ୍କୁ ଋଣ ସୁଝିବାରେ କୌଣସି ପ୍ରକାର ଅସୁବିଧା ହୋଇନଥାଏ ।
ତେବେ ଋଣ ନେଇଥିବା ଲୋକଙ୍କୁ ପ୍ରତି ସୋମବାର ଶିବ ମନ୍ଦିର ଯାଇ ପାଣି ଢାଳିବା ଉଚିତ ଏହା ଛଡା ଆଜି ଆମେ ଆପଣଙ୍କୁ ଯେଉଁ ମନ୍ତ୍ର କହିବାକୁ ଯାଉଛୁ ଏହାର ୧୦୮ଥର ଜାପ କରିବା ମଧ୍ୟ ଆବଶ୍ୟକ ଅଟେ । ତେବେ ଆପଣ ପ୍ରତିଦିନ ଏହି ମନ୍ତ୍ର ଜାପ କରନ୍ତୁ ଓ ଷୋମବାର ଦିନ ମନ୍ଦିର ଯାଇ ମଧ୍ୟ ଏହାକୁ ୧୦୮ଥର ଜାପ କରନ୍ତୁ ଦେଖିବେ ବହୁତ କମ ସମୟରେ ଆପଣଙ୍କ ରୁଣ ଅସୁବିଧା ମୂଳରୁ ସମାପ୍ତ ହୋଇଯିବ ତେବେ ମନ୍ତ୍ରଟି ହେଲା “ଓଁ ରୁଣ ମୁକ୍ତେଶ୍ଵରାୟ ନମଃ” “ଓଁ ରୁଣ ମୁକ୍ତେଶ୍ଵର ମହାଦେବାୟ ନମଃ” ଏହି ଦୁଇଟି ମନ୍ତ୍ର ଜାପ କରନ୍ତୁ ।
ତେବେ ମଙ୍ଗଲ ମଧ୍ୟ ଆଶୀର୍ବାଦ ଆପପଣଙ୍କୁ ପ୍ରଦାନ କଲେ ଆପଣଙ୍କ ଜୀବନ ସଫଳ ହୋଇଥାଏ ଓ ଋଣ ଶୀଘ୍ର ଶୁଝି ଯାଇଥାଏ ସେଥିପାଇଁ ମଙ୍ଗଳଙ୍କୁ ଶାନ୍ତ ରଖିବା ପାଇଁ ମଧ୍ୟ ଆଜି ଆମେ ଆପଣଙ୍କୁ ଗୋଟେ ମନ୍ତ୍ର କହିବୁ ଯାହାକୁ ଆପଣଙ୍କୁ ଜାପ କରିବାର ଅଛି “ଓଁ ମଙ୍ଗଳ ମୁରତେୟ ନମଃ” ।
ତେବେ ଭଗବାନ ଗଣେଶଙ୍କ ଗୋଟେ ମନ୍ତ୍ର ମଧ୍ୟ ଆପଣଙ୍କୁ ଜାପ କରିବାକୁ ହବ “ଓଁ ଗନ ଗଣପତେୟ ନମଃ” ଏହାକୁ ଜାପ କଲେ ଆପଣଙ୍କ ଜୀବନ ବହୁତ ସମସ୍ଯା ଦୂର ହୋଇଥାଏ ।ତେବେ ଏହା ଛଡା ଅନ୍ୟ ଉପାୟଟି ହେଲା ଯଦି ପାରୁଛନ୍ତି ମଙ୍ଗଳବାର ଦିନ ଟଙ୍କା ଦିଅନ୍ତୁ କିନ୍ତୁ କାହା ଠାରୁ ଧାର ଆଣନ୍ତୁ ନାହିଁ ଏହା ଛଡା ନିଜ ଟଙ୍କା ବୁଧବାର ଦିନ ନିଅନ୍ତୁ ।
ଏହା କରିବା ଦ୍ଵାରା ଆପଣଙ୍କ ଋଣ ବହୁତ ଶୀଘ୍ର ଶୁଝି ହୋଇଥାଏ ଓ ଆପଣ ଗୋଟେ କଥା ସବୁବେଳେ ଧ୍ୟାନ ରଖନ୍ତୁ ଆପଣ ଯାହା ଠାରୁ ଋଣ ଆଣିଛନ୍ତି ତାଙ୍କ ଠାରୁ କେବେ ମଙ୍ଗଳବାର ଦିନ ଟଙ୍କା ଆଣନ୍ତୁ ନାହିଁ, ନଚେତ ଆପଣଙ୍କ ଆର୍ଥିକ ସମସ୍ଯା ଆହୁରି ବଢିଥାଏ ଓ ଆପଣଙ୍କ ସୁଖ ଶାନ୍ତି ଭଙ୍ଗ ହୋଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ