ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ଜଡ଼ିତ ଅଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଫଟୋ ବା ଭିଡିଓ ସେୟାର କରିଥାନ୍ତି । ଆଉ ତା ଭିତରୁ କିଛି ଭିଡିଓ ବା ଫଟୋ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ ଆଉ ତାହା ରାତାରାତି ଭାଇରାଲ ହୋଇଯାଏ । ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଜଣେ ନବଜାତ ଶିଶୁର ଭିଡିଓ ।
ଯାହା ଦେଖିଲା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ୨୦୧୪ରେ ରାଜକୁମାର ହିରାନୀ ଓ ଆମିର ଖାନ୍ ଯୋଡ଼ିର ଦ୍ୱିତୀୟ ଫିଲ୍ମ ‘ପିକ୍’ ରିଲିଜ ହୋଇଥିଲା । ଆଉ ଏହା ଏକ ବ୍ଲକବଷ୍ଟର ଫିଲ୍ମରେ ପରିଣତ ହୋଇଥିଲା । ତେବେ ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ୍ ଆମିର ଖାନ୍ ନିଜର ପ୍ରତିଟି ଚରିତ୍ରକୁ ନ୍ୟାୟ ଦେବାକୁ ପ୍ରାଣ ପଣେ ଚେଷ୍ଟା କରନ୍ତି ।
ତାଙ୍କର ପ୍ରତିଟି ଅଭିନୟ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଯାଏ । ତେଣୁ ୨ବର୍ଷକୁ ଥରେ ଆସୁଥିବା ଆମିର୍ଙ୍କ ଚଳଚ୍ଚିତ୍ର ପାଇଁ ଦର୍ଶକ ଅନେଇ ବସନ୍ତି । ତେବେ ପିକେ ମଧ୍ୟ ସେହିଭଳି ଏକ ସିନେମା ଥିଲା । ତେବେ ଏହି ସିନେମା ରେ ଆମିର ଙ୍କ ଲୁକ ଯେଉଁଥିରେ ସେ ମୁଣ୍ଡରେ ହେଲମେଟ ଲଗେଇ ବେକରେ ମାଳା ଏବଂ ପୁରୁଣା ରେଡ଼ିଓ ଧରି ଏବଂ ତଳେ ଏକ ସ୍କାର୍ଟ ପିନ୍ଧି ଦୌଡୁ ଥିଲେ ।
ତେବେ ଏହି ଲୁକ ଟି ସମସ୍ତ ଙ୍କୁ ପସନ୍ଦ ଆସିଥିଲା ଏବଂ ସମସ୍ତେ ସେହି ଲୁକ କୁ କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲେ । ତେବେ ସେହି ସମୟରେ ଏହି ଲୁକ ବହୁତ ଲୋକପ୍ରିୟତା ହାସଲ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ପିକେ ର ସେହି ଲୁକ ର କ୍ରେଜ କମି ନାହିଁ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଲୋକ ଏକଦମ ପିକେ ଷ୍ଟାଇଲ ର ଗେଟଆପ ନେଇ ଚାରିଆଡେ ବୁଲିବାର ଦେଖିବାକୁ ମିଳୁଛି ।
ତେବେ ଏହି ଯୁବକ ଜଣଙ୍କ ହେଉଛି ଉତ୍ତମ ତାଣ୍ଡି ସେ ପିଜି କରୁଛନ୍ତି ଏବଂ ସେ ଡ୍ରାମା ରେ ମଧ୍ୟ ମିଶିଥାନ୍ତି ଏବଂ ସେ ପ୍ରତିବର୍ଷ ଦେବାଦେବୀ ବେଶ ହୋଇ ବୁଲୁଥାନ୍ତି କିନ୍ତୁ ବର୍ତ୍ତମାନ ସେ ପିକେ ର ଲୁକ ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଛି । ସେଥିପାଇଁ ସେ ବର୍ତ୍ତମାନ ବଜାର ବଜାର ରେ ପିକେ ଲୁକ ନେଇ ବୁଲୁଛନ୍ତି ସେହି ଭଳି କଥା ହେଉଛନ୍ତି ଚାଲୁଛନ୍ତି ଏବଂ ସେହିଭଳି ଖାଉଛନ୍ତି ସେହି ଭଳି କଥା ମଧ୍ୟ ହେଉଛନ୍ତି । ତେବେ ତାଙ୍କୁ ଦେଖିବା ପାଇଁ ଲୋକ ମାନଙ୍କ ଭିଡ଼ ମଧ୍ୟ ରହୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।