ରିଅଲ ଲାଇଫରେ ମା’ ହୋଇ ସାରିଛନ୍ତି TV ଇଣ୍ଡଷ୍ଟ୍ରିର ଏହି ସବୁ ଲୋକପ୍ରିୟ Actress, ନଂ 5 ଅଟନ୍ତି ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ମା ହେବାର ଶୋଭାଗ୍ୟ ମିଳିଛି ।

ଟିଭି ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ବିବାହ ଅନେକ ବର୍ଷ ହୋଇଯାଇଥିଲେ ମଧ୍ୟ ମା ହୋଇପାରି ନାହାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ଯେଉଁ ମାନେ ମା ହେବାର ଶୋଭାଗ୍ୟ ପାଇଛନ୍ତି ।

ଭାରତୀ ସିଂହ-ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭିର ଜଣାଶୁଣା ଅଭିନେତ୍ରୀ ଭାରତୀ ସିଂହ । କମେଡି ଅଭିନେତ୍ରୀ ଭାରତୀ ସିଂହ ୫ ଏପ୍ରିଲ ୨୦୨୨ରେ ଗୋଟେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ବିବାହର ୫ ବର୍ଷ ପରେ ତାଙ୍କୁ ମା ହେବାର ଶୋଭାଗ୍ୟ ମିଳିଛି ।

ଦେବିନ ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଦେବୀନ ବାନାର୍ଜୀ । ଦେବୀନ ମଧ୍ୟ ଗତ ୩ ଏପ୍ରିଲକୁ ଏକ କନ୍ୟା ସନ୍ତାନ ଜନ୍ମ କରିଛନ୍ତି । ବିବାହର ୧୨ ବର୍ଷ ପରେ ତାଙ୍କ ଘରକୁ ଏତେ ବଡ ଖୁସି ଆସିଛି ।

ଅନିତା ହସନନ୍ଦାନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅନିତା ହସନନ୍ଦାନି । ଅନିତା ବିବାହର ୭ ବର୍ଷ ପରେ ମା ହେବାର ଶୋଭାଗ୍ୟ ପାଇଛନ୍ତି । ଅନିତା ୯ ଫେବୃୟାରି ୨୦୨୧ରେ ଏକ ପୁତ୍ର ସନ୍ତାନକୁ ଜନ୍ମ କରିଛନ୍ତି । ଅନିତା ନିଜ ପୁଅର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଚାରୁ ଆସୋପା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚାରୁ ଆସୋପା । ଚାରୁ ୧ ନଭେମ୍ବର ୨୦୨୦ ମସିହାରେ ଏକ କନ୍ୟା ସନ୍ତାନକୁ ଜନ୍ମ କରିଥିଲେ । ଚାରୁ ବିବାହର ଏକ ବର୍ଷ ପରେ ମା ହେବାର ଶୋଭାଗ୍ୟ ପାଇଛନ୍ତି ।

ଦୀପିକା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଦୀପିକା ସିଂହ । ବନ୍ଧୁଗଣ ଦୀପିକା ସିଂହ ହେଉଛନ୍ତି ଟିଭି ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଦୀପିକା ୨୦ ମେ ୨୦୧୭ରେ ମା ହେବାର ଶୋଭାଗ୍ୟ ପାଇଥିଲେ । ଦୀପିକା ଗୋଟେ ପୁତ୍ର ସନ୍ତାନକୁ ଜନ୍ମ କରି ମା ହେବାର ଶୋଭାଗ୍ୟ ପାଇଥିଲେ । ଏବେ ଦୀପିକା ନିଜ ପୁଅ ଓ ନିଜ ସ୍ଵାମୀ ସହ ବହୁତ ଖୁସିରେ ରହୁଛନ୍ତି ।

ରୁଚା ହାସବନିସ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରୁଚା ହାସବନିସ । ବନ୍ଧୁଗଣ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ରୁଚା ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ରୁଚା ବିବାହର କିଛି ବର୍ଷ ପରେ ୧୦ ଡିସେମ୍ବର ୨୦୧୯ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

Leave a Reply

Your email address will not be published. Required fields are marked *