ରାତି 2ଟା ରେ ନିଦ ହଜେଇଲେ ମା ଦୂର୍ଗା ! କହିଲେ ଉଠ୍ ଆସୁଛି ପ୍ରଳୟ (Exclusive Revealtion By Baba)

ଦର୍ଶକ ବନ୍ଧୁ ଏବେ ମାଳିକାକୁ ନେଇ ଏକ ହଲଚଲ ସୃଷ୍ଟି ହୋଇଛି ସମସ୍ତେ କହୁଛନ୍ତି ଯାହା କିଛି 600 ବର୍ଷ ପୂର୍ବରୁ ମହା ପୁରୁଷ ଲେଖି ଯାଇ ଥିଲେ ଗୋଟି ଗୋଟି କରି ସତ୍ୟରେ ରୂପାନ୍ତରିତ ହେଉଛି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଏହି ମାଳିକା ବଚନକୁ ନେଇ ଶୁଭାନନ୍ଦ ବାବା ନିଜର ମନ୍ତବ୍ୟ ରଖିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଶୁଭାନନ୍ଦ ବାବା କହିଛନ୍ତି-‘ଆଜି ଗୋଟେ ବିରାଟ ଅଲୌକିକ କଥା ଆପଣ ମାନେ ପାଇବେ । ମୋର ଗୁରୁ ଏଇ ପୀଠରେ 29 ଦିନ ତପସ୍ୟା କରି ଥିଲେ ।

ଏଗାଶ୍ଵର ମହାଦେବଙ୍କର ଯେଉଁ ଡବଲ ଷଣ୍ଢ ଅଛନ୍ତି ତା ମଧ୍ୟରୁ ଗୋଟେ ଷଣ୍ଢ ଥରେ ତୃତୀୟ ଦିନ ଗୁରୁଦେବଙ୍କୁ ନେଇ ବ୍ରାହ୍ମଣ ସାହିରେ ପକେଇ ଦେଲେ । ତା ପରେ ଗୁରୁଦେବ ପୁଣି ଏହି ଜାଗାକୁ ଆସିଲେ । ଏତେ ସବୁ ହେଲା ପରେ ମଧ୍ୟ ସେ ତପସ୍ୟାରେ ମଗ୍ନ ରହିଲେ । 29 ଦିନ ପର୍ଯ୍ୟନ୍ତ ଗୁରୁଦେବ ଏହି ସ୍ଥାନରେ ରହି ଏଗାରଶ୍ଵର ମହାଦେବଙ୍କ ତପସ୍ୟା କରିଥିଲେ ।

ତେଣୁ ଯେଉଁ ମଣିଷ କିଛି ଖୋଜେ ତାକୁ ଦୁଇଟି ଜିନିଷ ପ୍ରାପ୍ତି ହୁଏ । ଗୋଟେ ହେଲା ତାର ସମୟର ମୂଲ୍ୟ । କାହାରି ପାଖରେ କୌଣସି ଷ୍ଟାମ୍ପ ବାଡିଆ ହେଇନି ଏ ଗୋଟେ ବାବା ଲୋକେ କହୁଛନ୍ତି ବାବା । ମାଳିକା ମୁଁ ପଢେ ମୁଁ ଯାହା ବୁଝେ ତା ଗୋଟେ ଅଦ୍ଭୁଦ କଥା ବୁଝେ । ଅଚ୍ୟୁତକୁ କେହି ଦେଖି ନାହାନ୍ତି ମାଳିକା କଥା ପଢୁ ଛନ୍ତି ଯାହା ଲେଖା ହେଇଛି ତାହା କହୁ ଛନ୍ତି ।

ଏ ସଂସାରରେ ମାଳିକାର ଯେଉଁ ବାଣୀ ଘୁରି ବୁଲୁଛି । ଆଉ ଅନେକ ମୁଖରୁ ଯେଉଁ ବାଣୀ ସୃଷ୍ଟି ହୁଏ ତାହା ହେଉଛି ଇଶ୍ଵରଙ୍କର ବାଣୀ । ସେହି ଇଶ୍ଵର ବାଣୀ ପ୍ରାପ୍ତି ହେବା ପାଇଁ ଯଦି ମାଳିକା କଥା ଦେଖିବା ତା ହେଲେ ମାଳିକାରେ କଣ ଲେଖା ହେଇଛି ଖାଲି କ୍ଷୟ କ୍ଷତି ହେବ । ମାଳିକାରେ ଗୋଟେ ଖରାପ ତ ଗୋଟେ ଭଲ ଲେଖା ହେଇଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *