ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । ସାଧାରଣତ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଚିକେନ ନିଶ୍ଚୟ ଖାଉଥିବେ । ଏବେ ମାର୍କେଟରେ ଚିକେନ ଦାମ ଅଧିକ ଥିବା ବେଳେ ଭାବନ୍ତୁ ଯଦି ଉପରୁ କୁକୁଡା ବର୍ଷା ହେବ ତା ହେଲେ ଆପଣ କଣ କରିବେ । ବନ୍ଧୁଗଣ ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ଜଣେ ଯୁବକ ଏକ କୁକୁଡା ଗାଡି ଉପରେ ଛାଡି ଗାଡି ଭିତରେ ଥିବା କୁକୁଡା ଗୁଡାକୁ ଫୋପାଡୁ ଥିବାର ନଜର ଆସୁଛନ୍ତି । ଆଉ ତଳେ ଥିବା ଲୋକ ମାନେ କୁକୁଡାକୁ କ୍ୟାଚ ଧରି ଘରକୁ ନେଉଛନ୍ତି । ଏ ଦୃଶ୍ୟ ଦେଖି ଲାଗୁଛି ସତେ ଯେମିତି ଆକାଶରୁ କୁକୁଡାର ବର୍ଷା ହେଉଛି କିମ୍ବା କୁକୁଡାର ରିଲିଫ ବଣ୍ଟା ହେଉଛି । ହଁ ଦର୍ଶକ ବନ୍ଧୁ କଥାରେ ଅଛି ମାଗଣା ମିଳିଲେ ଲୋକେ ପିଚୁ ଗିଳି ଦିଅନ୍ତି ଏ ତ ସହଜେ କୁକୁଡା । କୁକୁଡା ନେଇ ଘରେ ରାନ୍ଧି ନେଲେ ଚିକେନ ବାସ୍ନାରେ ଖାଇବାଟା ଜମି ଯିବ ।
ବନ୍ଧୁଗଣ ଭାଗ୍ୟକୁ ଏହା ମାଗଣା ମିଳୁଛି ତେଣୁ ନେବାରେ ଅସୁବିଧା ଆଉ କଣ ରହିଲା । ତେଣୁ କୁକୁଡା ଧରିବାରେ ଏବେ ଚାଲିଛି ଠେଲା ପେଲା ଯାହାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି । ତେବେ ଏ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବସନ୍ତପୁର ନିକଟରେ । ବ୍ରାହ୍ମଣୀ ପାଲରୁ ବସନ୍ତପୁର ଠାରେ ଏକ କୁକୁଡା ବୋଝେଇ ଭ୍ୟାନ ଭାରସାମ୍ୟ ହରାଇ କ୍ଷତି ଗ୍ରସ୍ତ ହୋଇଥିଲା ।
ଗୁରୁତ୍ଵର ଆହତ ପିକଅପ ଭ୍ୟାନର ଡ୍ରାଇଭରଙ୍କୁ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଗାଡିରେ ଥିବା ସମସ୍ତ କୁକୁଡା ଗୁଡିକୁ ସ୍ଥାନୀୟ ଲୋକେ ଭୋଇ ନେଇଥିଲେ । ଆଉ ଏବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।