ନମସ୍କାର ବନ୍ଧୁଗଣ ତେବେ ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।
ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ । ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।
ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହେଉଛି ଏକ ଅବିସ୍ମରଣୀୟ ସମ୍ପର୍କ ଯାହା ଉପରେ ଶରୀର, ମନ, ଅର୍ଥ, ସବୁକିଛି ଆମନ୍ତ୍ରିତ ହୁଏ । ଏହା ହେଉଛି ପ୍ରେମର ସମ୍ପର୍କ, ଏହା ଏକ ସମ୍ପର୍କ ଯାହାକୁ ଆମେ ହୃଦୟ ଏବଂ ଆତ୍ମା ସହିତ ଗ୍ରହଣ କରୁ । ଏହା ହେଉଛି ସେହି ସମ୍ପର୍କ ଯାହା ପାଇଁ ଆମେ ଆମ ଜୀବନର ସବୁକିଛି ପରସ୍ପରକୁ ବଳିଦାନ ଦେଇଥାଉ । ଏବଂ ଏହା ସହିତ, ଆମେ ଆମର ଦିନ, ରାତି, ଆମର ସକାଳ, ସନ୍ଧ୍ୟା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇଥାଉ ।
ତେବେ କିନ୍ତୁ ବର୍ତ୍ତମାନ କିଛି ଲୋକ ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ବଦନାମ କରି ସାରିଲେଣି ଏହି ସମ୍ପର୍କ ରେ କଳଙ୍କ ଲଗେଇ ସାରିଲେଣି । ତେବେ ଆସନ୍ତୁ ସେହିଭଳି ଏକ ଘଟଣା ଶୁଣିନେବା । ତେବେ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ପ୍ରତ୍ୟେକ ଭାରତୀୟ ମହିଳା କରୱାଚୋଥ୍ ବ୍ରତ ପାଳିଥାନ୍ତି । ଇହକାଳ ପରକାଳର ଦେବତା ପାଇଁ ଗୋଟିଏ ଦିନ ଉପବାସ ରଖି ଦେବତାଙ୍କୁ ପ୍ରସନ୍ନ କରିଥାନ୍ତି । କିନ୍ତୁ ସେହି ସ୍ୱାମୀ ଯେତେବେଳେ ସ୍ତ୍ରୀ କୁ ଧୋକା ଦେଇଥାଏ ସେତେବେଳେ କାହା ଉପରେ ଭରସା କରି ହେବ ।
ତେବେ ଏହି ଘଟଣା ଟି ଗାଜିଆବାଦ ର ତେବେ ଘଟଣା ଟି କିଛି ଏପରି କି କରୱାଚୋଥ ରେ ପ୍ରୀତି ନାମକ ଜଣେ ଝିଅ ନିଜ ସ୍ୱାମୀ କୁ ଅନ୍ୟ ଝିଅ ସହିତ ପ୍ରେମ କରୁଥିବା ର ସମୟରେ ଧରି ନେଇଥିଲେ । ତେବେ ଏହା ପରେ ସ୍ତ୍ରୀ ଜଣଙ୍କ ନିଜ ସ୍ୱାମୀ କୁ ନିର୍ଧୁମ ମାଡ଼ ମାରିବା ସହ ସେହି ଝିଅ କୁ ମଧ୍ୟ ମାଡ଼ ମାରିଥିଲେ । ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।
ତେବେ ଝିଅ ଟି ର କହିବା କଥା ସେମାନେ ୪ ବର୍ଷ ହେଲାଣି ବାହାଘର ହୋଇଛି କିନ୍ତୁ ତାଙ୍କ ନିଜ ସ୍ତ୍ରୀ ଏବଂ ପୁଅକୁ ଛାଡି ଅନ୍ୟ ଝିଅ ମାନଙ୍କ ସହ ପ୍ରେମ ସମ୍ପର୍କ ରଖିଛି । ତେବେ ଆଜି ଧରା ପଡ଼ିଥିବାରୁ ମାଡ଼ ମାରିବା ସହ ତାଙ୍କ ନାଁରେ ପୋଲିସରେ ଅଭିଯୋଗ କରାଯାଇଛି । ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।