ଟେଲି ଅଭିନେତ୍ରୀ Rashmirekha ଙ୍କ ଭାଇଙ୍କ ବଡ ଖୁଲାସା, କହିଲେ ମୁଁ ଯେତେବେଳେ ସନ୍ତୋଷକୁ ଫୋନ ସେ ମତେ କହିଲା, ତୋ ଭଉଣୀକୁ ମୁଁ…’ ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା ଖେଳି ଯାଇଛି । ଗତ କିଛି ସମୟ ହେବ ଦୁଃଖର ଖବର ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପଳାଟିଛି । ବନ୍ଧୁଗଣ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିରେଖା ଓଝା ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ମୃତ ଦେହ ତାଙ୍କ ଭଡା ଘରୁ ଜବତ ହୋଇଛି । ମୃତ ଦେହ ପାଖରେ ତାଙ୍କର ସୁସାଇଡ ନୋଟ ବି ଜବତ ହୋଇଛି ।

ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ରଶ୍ମିରେଖା ଆତ୍ମହତ୍ୟା କରି ସୁସାଇଡ ନୋଟ ଛାଡି ଦେଇଛନ୍ତି । ଆଉ ଏହାରି ମଧ୍ୟରେ ରଶ୍ମିରେଖାଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ରଶ୍ମିରେଖାଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଦିଦିକୁ ଭାଇ ଭୁବନେଶ୍ଵରରୁ ନେଇ ଆସିଥିଲେ । ରାତିରେ ରହିଲା ଆଉ ଆଖି ତାର ନାଲି ପଡିଥିଲା ।

ରକ୍ତ ବାହାରୁଥିଲା ଆଉ ହାତ ତାର କଟି ଥିଲା । ଆଉ ଏହା ପରେ 11 ତାରିଖ ଦିନ ସନ୍ତୋଷ ବୋଲି ଗୋଟେ ପିଲା ଫୋନ କରିଥିଲା ମୁଁ ଯାହା ଜାଣିଥିଲି ସେ ସନ୍ତୋଷ ବୋଲି ଗୋଟେ ପିଲା ଥିଲା ଯିଏ ଫୋନ କରିଥିଲା । ସନ୍ତୋଷ ଆଉ ସେ ଫାଇନାନ୍ସ କମ୍ପାନୀରେ ଚାକିରି କରିଥିଲେ । ସେ ଉପର ରୁମରେ ରହୁଥିଲା ଏ ତଳ ରୁମରେ ରହୁଥିଲା ।

ଶନିବାର ଦିନ ସେହି ସନ୍ତୋଷ 2.30ରେ ମୋ ଭାଇକୁ ଫୋନ କରିଥିଲା । ସେ କହିଲା ତମ ଦିଦି ଆଉ ମୋ ଭିତରେ ଝଗଡା ହେଇଛି ଆଉ ସେ ମୋତେ ବ୍ଲକ କରିଦେଇଛନ୍ତି ମୋ ସହ କଥାବାର୍ତ୍ତା ହେଉ ନାହାନ୍ତି । ଏହା ପରେ ମୋ ଭାଇ ଭଉଣୀକୁ ଫୋନ କରିଲା ହେଲେ ତାର ଫୋନ ୱେଟିଙ୍ଗ ଆସୁଥିଲା । ସନ୍ଧ୍ୟା ସମୟରେ ସନ୍ତୋଷ ବାବାଙ୍କୁ ଫୋନ କରି କହିଲା ତମ ଝିଅ ଆତ୍ମହତ୍ୟା କରିଦେଇଛି ।

ଏହା ପରେ ସେ ଫୋନ ସ୍ଵିଚ ଅଫ କରିଦେଲା । ତାକୁ ଯେତେ ଥର ଫୋନ ଲଗେଇଲେ ବି ଲାଗିଲାନି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରଶ୍ମିରେଖାଙ୍କ ଭାଇ ଏହି ଘଟଣାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *