Rashirekha ଙ୍କ ବାପା କଲେ ଚାଞ୍ଚଲ୍ୟକର ଖୁଲାସା, ଆଉ ଯାହା କହିଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ …ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରଶ୍ମିରେଖା ଓଝା ଆ-ତ୍ମ-ହ-ତ୍ୟା କରିନାହିଁ । ତାଙ୍କୁ ମାରିକି ଟଙ୍ଗାଇ ଦେଇ ପଛ ଝରକା ପଟେ ପଳାଇଛନ୍ତି । ସନ୍ତୋଷ ପାତ୍ର ଏବଂ ତାଙ୍କ ମଧ୍ୟସ୍ଥି ମିଶି ରଶ୍ମି ଙ୍କୁ ମାରିଛନ୍ତି । ରାଜା କଥା କୁ ନେଇ ମୋ ଝିଅ କୁ ସନ୍ତୋଷ ମାରିଦେଇଛି ବୋଲି ଅଭିଯୋଗ କରିଛନ୍ତି ରଶ୍ମି ଙ୍କର ମାତା ପିତା । ରଶ୍ମି ଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ଆ-ତ୍ମ-ହ-ତ୍ୟା କରିନାହିଁ । ତାଙ୍କୁ ମରିକି ଟଙ୍ଗେଇ ଦେଇ ପଛପଟ ଝରକା ପଟେ ପଳାଇ ଯାଇଛନ୍ତି ।

ରୋଷେଇ ଘର ଝରକା କବାଟ ସବୁ ଖୋଲା ଥିଲା । କବାଟ ମଧ୍ୟ ସବୁବ ଖୋଲା ଥିଲା । ମାତ୍ର ସାମ୍ନା ପତରୁ ଝରକା ବନ୍ଦ ଥିଲା କବାଟ ବନ୍ଦ ଥିଲା । ଏତେ ଉଚରୁ ସେ କେବେ ମଧ୍ୟ ଏକୁଟିଆ ଏହି କାମ କରି ପାରିବ ନାହିଁ । ଏତେ ଉଚ ଫ୍ୟାନ ରେ ଜଣେ ଗେଡା ପିଲା କିଭଳି ରସି ଲଗେଇବା ଏହା କିଭଳି ସମ୍ଭବ ? ରଶ୍ମି ଙ୍କ ବାପା ଙ୍କର ସନ୍ଦେହ ଯେ ରଶ୍ମି ଙ୍କୁ ମାରି ଟଙ୍ଗାଇ ଦେଇ ଗ୍ରୀଲ ବାହାରକୁ ପଳାଇଛନ୍ତି ।

ଏହିସବୁ କାମ ସନ୍ତୋଷପାତ୍ର ହିଁ କରିଛି । ଆଉ ତା ସାଙ୍ଗରେ ସନ୍ତୋଷ ପାତ୍ର କୁ ଯିଏ ଘର ଦେଖାଇ ନେଇ ରଖିଥିଲା ସେ ସବୁ କଥା ଫୋନ କରି ସନ୍ତୋଷ ପାତ୍ର କୁ କହିଛି । ସେ ହିଁ ହେଉଛି ସବୁଠାରୁ ମୂଳ କାରଣ । ତେବେ ସମସ୍ତ କଥା ରୁ ଜଣା ପଡିଛି ଯେ ଏହା ଆ-ତ୍ମ-ହ-ତ୍ୟା ନୁହେଁ ସଂପୂର୍ଣ୍ଣ ଭାବରେ ହତ୍ୟା କାରଣ ରଶ୍ମି ମାନସିକ ସ୍ତରରେ ବହୁତ ଷ୍ଟ୍ରଙ୍ଗ ଥିଲେ । ସେ ନିଜ ଗୋଡରେ ନିଜେ ଛିଡା ହେବା ସହିତ ସାନ ଭାଇ ମାନଙ୍କୁ ମଧ୍ୟ ମଣିଷ କରିବେ ବୋଲି କହୁଥିଲେ ।

ଏଣୁ ସେ କେବେ ଆ-ତ୍ମ-ହ-ତ୍ୟା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରଶ୍ମିରେଖା ଙ୍କ ମାତାପିତା । ବର୍ତ୍ତମାନ ପର୍ଯ୍ୟନ୍ତ ଝିଅ ରଶ୍ମି ଙ୍କ ଆ-ତ୍ମ-ହ-ତ୍ୟା ଘଟଣା କୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ତାଙ୍କ ପରିବାର ଲୋକେ । ରଶ୍ମି ଙ୍କ ମା’ କହିଛନ୍ତି ଦୋଷୀ କୁ ଦଣ୍ଡ ଦିଆଯାଉ ଅଥବା ଫାଶୀ ଦିଆଯାଉ ଏବଂ ମୋ ଝିଅ କୁ ନ୍ୟାୟ ମିଳୁ ।

ସିରିୟଲ ରେ ଅଭିନୟ କରୁଥିବା ସମୟରେ ରାଜା ନାମକ ଯୁବକ ସାଙ୍ଗେ ରଶ୍ମି ଙ୍କ ସମ୍ପର୍କ ଥିଲା ତେବେ ସନ୍ତୋଷ ଙ୍କ ସହିତ ସ୍ଵାମୀ ସ୍ତ୍ରୀ ଭାବରେ ରହୁଥିବା ସମୟରେ ସନ୍ତୋଷ କୁ ରଶ୍ମି ଙ୍କ ଉପରେ ସନ୍ଦେହ ଆସିବା କାରଣରୁ ତାଙ୍କୁ ମାରିଦେଇଛି ସନ୍ତୋଷ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ସଠିକ ତଦନ୍ତ କରି ଦୋଷୀ ଙ୍କୁ ଦଣ୍ଡ ଦେବା ନିମନ୍ତେ କହିଛନ୍ତି ରଶ୍ମି ଙ୍କ ମାତା ପିତା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *