‘ମିସ ୟୁ ବାବା, ମୁଁ ଗୋଟେ ଖରାପ ଝିଅ, ମତେ ତୁମେ…’ ଆତ୍ମହତ୍ୟା କରିବା ପୂର୍ବରୁ ଅଭିନେତ୍ରୀ Rashmi Rekha Ojha ବାପାଙ୍କ ପାଇଁ ଲେଖିଗଲେ କିଛି ଏମିତି…ଶୁଣିଲେ କାନ୍ଦି ପକେଇବେ ଆପଣ….

ବନ୍ଧୁଗଣ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା ଖେଳି ଯାଇଛି । ଗତ କିଛି ସମୟ ହେବ ଦୁଃଖର ଖବର ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପଳାଟିଛି । ବନ୍ଧୁଗଣ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିରେଖା ଓଝା ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ମୃତ ଦେହ ତାଙ୍କ ଭଡା ଘରୁ ଜବତ ହୋଇଛି । ମୃତ ଦେହ ପାଖରେ ତାଙ୍କର ସୁସାଇଡ ନୋଟ ବି ଜବତ ହୋଇଛି ।

ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ରଶ୍ମିରେଖା ଆତ୍ମହତ୍ୟା କରି ସୁସାଇଡ ନୋଟ ଛାଡି ଦେଇଛନ୍ତି । ଆତ୍ମହତ୍ୟା କରିବା ପଛର କାରଣ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ବନ୍ଧୁଗଣ ରିସର୍ଚରୁ ଜଣା ପଡିଛି ଯେଉଁ ମାନେ ଆତ୍ମହତ୍ୟା କରନ୍ତି ସେମାନଙ୍କ ମଧ୍ୟରୁ 90 ପ୍ରତିଶତ ଲୋକ ମାନସିକ ରୋଗୀ ଥାନ୍ତି ତେବେ ଏମିତି ହୋଇପାରେ ଯେ ରଶ୍ମିରେଖା ଜଣେ ମାନସିକ ରୋଗୀ ଥିଲେ ।

ଆଉ ମାନସିକ ରୋଗର ମୁଖ୍ୟ କାରଣ ହେଲା ମାନସିକ ଚାପ । ଏହା ଭିତରେ ମୁଖ୍ୟ କାରଣ ହେଲା ଡିପ୍ରେସନ, ମାନସିକ ଅବସାଦ, ନିଶା ସେବନ । ତେବେ ଅନ୍ୟ କେତେକ ଲୋକ ଅଛନ୍ତି ଯେଉଁ ମାନେ ଆତ୍ମହତ୍ୟା କରନ୍ତି ତାଙ୍କ ମୃତ୍ୟୁ ପଛରେ ଆଉ କାହାର ହାତ ଥାଇ ପାରେ । ଯଦି ବନ୍ଧୁଗଣ ଆମେ ରଶ୍ମିରେଖା ଓଝାଙ୍କ କଥା କହିବା ସେ ଯେଉଁ ଭଳି ଭାବରେ ସୁସାଇଡ ନୋଟ ଲେଖିଛନ୍ତି ତାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ସେ ସୁସାଇଡ ନୋଟରେ ଲେଖିଛନ୍ତି-ମୋତେ କ୍ଷମା କରିଦିଅ ବାପା । ମୁଁ ଉପରେ ଥାଇ ତୁମକୁ ବହୁତ ମିସ କରିବି । ମିସ ୟୁ ବାବା ମୁଁ ଗୋଟେ ଖରାପ ଝିଅ । ତେବେ ବନ୍ଧୁଗଣ ରଶ୍ମିରେଖାଙ୍କ ସୁସାଇଡ ନୋଟକୁ ଯଦି ଦେଖିବା ତା ହେଲେ ଜଣା ପଡୁଛି ସେ ଡିପ୍ରେସନରେ ଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ରଶ୍ମିରେଖାଙ୍କ ବାପା ସନ୍ତୋଷ ନାମକ ଏକ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ରଶ୍ମିରେଖାଙ୍କ ବାପାଙ୍କ ମତରେ ତାଙ୍କ ଝିଅର ଆତ୍ମହତ୍ୟା କରିବା ପଛରେ ସନ୍ତୋଷର ହାତ ଅଛି । ତେଣୁ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *