ରାସନକାର୍ଡ ଥିଲେ ପ୍ରତି ମାସରେ ଆକାଉଣ୍ଟକୁ ଆସିବ 5000 ଟଙ୍କା, ଆସିଲା ନୂଆ ଅପଡେଟ୍‌ !

ରାସନକାର୍ଡ ଥିଲେ ପ୍ରତିମାସରେ ଆସିନ 5000 ଟଙ୍କା ! ହଁ ଆଜ୍ଞା ଖବର ମୁତାବିକ ରାସନକାର୍ଡ ଧାରୀଙ୍କ ପାଇଁ ଏକ ବଡ ଖୁସି ଖବର ଆସି ପହଞ୍ଚିଛି । ଯେଉ ମାନଙ୍କର ଗାରେ ରାସନକାର୍ଡ ଥିବ । ସେମାନଙ୍କ ଘରକୁ ଯିବ 5000 ଟଙ୍କା । ତେବେ ସରକାରଙ୍କ ପକ୍ଷରୁ ଏଭଳି ଏକ ବଡ ଯୋଜନା ଲାଗୁ ହେବା ପାଇଁ ଯାଉଛି । ଏହି ଯୋଜନା ଫଳରେ ଅନେକ ରାସନକାର୍ଡ ଧାରୀ ମାନେ ଏଥିପାଇଁ ବହୁତ ଉପକୃତ ହୋଇପାରିବେ । ରାସନକାର୍ଡ ଥିବା ଘରେ ଆଉ ରହିବ ନାହିଁ ଅଭାବ ଅନାଟନ ।

ତେବେ ଏହି ଯୋଜନା କୌଣସି ନୂଆ କଥା ନୁହେଁ । କାରଣ ଅନେକ ଥର ଏହିପରି ରାସନକାର୍ଡ ଥିବା ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଜନା ସବୁ ଆସିଥାଏ । ହେଲେ ଆମେ ଆପଣଙ୍କୁ ଯେଉଁ ଯୋଜନା ବିଷୟରେ କହିବାକୁ ଯାଉଛୁ । ଏହା ଏକ ନୂଆ ପ୍ରକାର ଯୋଜନା ଅଟେ । ଯେଉଁ ଯୋଜନା ଦ୍ଵାରା ରାସନକାର୍ଡ ଧାରୀ ଲୋକ ମାନଙ୍କୁ ପ୍ରତି ମାସରେ 5 ହଜାର ଟଙ୍କା ମିଳିବା ପାଇଁ ଯାଉଛି । ତେବେ କେଉଁ ପ୍ରକ୍ରିୟାରେ ମାସକୁ ମାସ ଆକାଉଣ୍ଟକୁ 5 ହଜାର ଟଙ୍କା ଲେଖାଏଁ ଆସିବ ଜାଣନ୍ତୁ ।

ତେବେ ଲୋକ ମାନଙ୍କ ପାଖରେ ରାସନକାର୍ଡ ରହିଥିଲେ । ସରକାରଙ୍କ ପକ୍ଷରୁ ଅନେକ ସୁବିଧା ସେହି ଲୋକମାନେ ପାଇପାରିଥାନ୍ତି । ଯେଉଁ ମାନଙ୍କ ପାଖରେ ରାସନକାର୍ଡଟି ରହିଥିବ । ଏଥିସହ ସେମାନଙ୍କ ବୟସ 18 ରୁ 42 ବର୍ଷ ବୟସର ହୋଇଥିବ । ତେବେ ଏହି ଲୋକମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ ହେଲେ ।

ନିକଟର କୌଣସି ବ୍ଯାଙ୍କ କି ପୋଷ୍ଟଅଫିସକୁ ଯାଇ ସେଠାରେ ଏହା ବିଷୟରେ ବୁଝି ତାପରେ ସେଠାରୁ ଏକ ଅଟଳ ପେନସନ ଯୋଜନାର ଫର୍ମ ନେଇ ତାହାକୁ ଠିକ ଭାବେ ଫିଲପ କରିବେ । ସେହି ଫର୍ମକୁ ପୂରଣ କରିବା ପରେ ତାହାର ଏକ ଫୋଟ କପିକୁ ନିଜ ପାଖରେ ରଖିବେ । ତାପରେ ଏହି ଆବେଦନ ବ୍ୟକ୍ତିର ସୀକୃତ ହୋଇଗଲା ପରେ ପେନସନ ରାଶି 60 ବର୍ଷ ପରେ ହିତାଧିକାରୀଙ୍କ ଖାତାକୁ ଆସିବା ଆରମ୍ଭ ହୋଇଯିବ । ତେବେ ଏହି ଯୋଜନା ମାଧ୍ୟମରେ ଲୋକ ବେଶ ଫାଇଦା ଉଠାଇପାରିବେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *