ମାତ୍ର 12 ବର୍ଷ ବୟସରେ ଭର୍ଜିନିଟି ହରେଇ ବସିଥିଲେ Ranveer Singh, କିନ୍ତୁ Alia Bhatt ତ ସବୁ ସୀମା ଟପିଗଲେ

ବନ୍ଧୁଗଣ ଆମ ଭାରତୀୟ ସମାଜରେ ସେକସ ଏକ ପ୍ରକାରର ବିବାଦୀୟ ବିଷୟ ହୋଇଥାଏ । ସାଧାରଣ ଲୋକମାନେ ଏହା ବିଷୟରେ କେବେ ଖୋଲିକି କହି ନଥାନ୍ତି । ହେଲେ ବଲିଉଡ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜ ପର୍ଶନାଲ ଲାଇଫ ବିଷୟରେ ବହୁତ କିଛି କଥା କହିଦିଅନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ନିଜ ସେକସ ଲାଇଫ ବିଷୟରେ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଇମ୍ରାନ ହାସମୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଇମ୍ରାନ ହାସମୀ । ଆପଣ ମାନେ ସମସ୍ତେ ଇମ୍ରାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖି ଥିବେ । ଗୋଟେ ଥର ଇମ୍ରାନ କରନ ଜୋହାରଙ୍କ ଚାଟ ସୋ ଯାଇଥିଲେ । ସେହି ସୋରେ ତାଙ୍କୁ କରନ ପଚାରି ଥିଲେ ‘ଆପଣ ନିଜ ଜୀବନରେ କେଉଁ କଥା କେବେବି ଭୁଲନ୍ତି ନାହିଁ’ । ଏହାର ଉତ୍ତର ଦେଇ ଇମ୍ରାନ କହିଥିଲେ ‘ମୁ ମୋ ଜୀବନରେ ୱାନ ନାଇଟ ଷ୍ଟାଣ୍ଡ’ କେବେବି ଭୁଲି ନାହିଁ ।

ରଣବିର ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର ସିଂହ । ରଣବିର ସିଂହ ମାତ୍ର ୧୨ ବର୍ଷ ବୟସରେ ନିଜ ଭରଜଇନିଟି ହରାଇ ଥିଲେ । ଏହି କଥାର ଖୁଲାସ ନିଜେ ରଣବିର ସିଂହ କରିଥିଲେ । ସେ କହିଥିଲେ, ସ୍କୁଲରେ ଅନ୍ୟ ଛୁଆ ମାନଙ୍କ ମା ତାଙ୍କ ପିଲା ମାନଙ୍କୁ ସବୁବେଳେ ରଣବିରଙ୍କ ଠାରୁ ଦୂରେଇ ରଖନ୍ତି । ସେମାନଙ୍କୁ ଲାଗୁ ଥିଲା ରଣବିରଙ୍କ ସହ ମିଶି ଯେମିତି ତାଙ୍କ ପିଲା ଖରାପ ହୋଇ ନ ଯାନ୍ତୁ ।

ରଣବିର କପୁର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର କପୁର । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ରଣବିର ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ଲଭ ରିଲେସନରେ ଅଛନ୍ତି । ହେଲେ ରଣବିର ମାତ୍ର ୧୫ ବର୍ଷ ବୟସରେ ନିଜ ଭରଜଇନିଟି ହରାଇ ଥିଲେ । ଏହି କଥାର ଖୁଲାସା ସେ ଏକ ଇଣ୍ଟର୍ବ୍ୟୁରେ କରିଥିଲେ ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ସଲମାନ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ବନ୍ଧୁଗଣ ସଲମାନ ଆଜି ପର୍ଯ୍ୟନ୍ତ ବର୍ଜିନ ଅଛନ୍ତି ଏହି କଥାର ଖୁଲାସା ସେ କରନ ଜୋହାରଙ୍କ ଚାଟ ସୋରେ କରିଥିଲେ ।

ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଆଲିୟା ଭଟ୍ଟ । ଆଲିୟା ଭଟ୍ଟଙ୍କୁ ମିଶନରୀ ସେକସ ପୋଜଇସନ ସବୁଠାରୁ ଅଧିକ ଭଲ ଲାଗିଥାଏ । ଏହି କଥାର ଖୁଲାସା ଏକ ଇଣ୍ଟର୍ବ୍ୟୁରେ କରିଥିଲେ । ସେ କହିଥିଲେ ଯେ, ସେ ଏକ ସାଧାରଣ ମଣିଷ ଅଟନ୍ତି ତେଣୁ ତାଙ୍କୁ ମିଶନରୀ ସେକସ ପୋଜଇସନ ବହୁତ ଅଧିକ ଭଲ ଲାଗେ ।

ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ରଣବିର ସିଂହଙ୍କ ସହ ନିଜ ସେକସ ଲାଇଫର ଖୁଲାସା କରିସାରିଛନ୍ତି । ସେ କହିଥିଲେ ସେକସ ଫିଜଇକାଲ ଠାରୁ ଅଧିକ ଭାବନା ସହ ଜଡିତ ।  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *