ବଲୀଉଡ ଫିଲ୍ମି ଦୁନିଆର ଚର୍ଚିତ ଅଭିନେତ୍ରୀ ରେଖା କୌଣସି ପରିଚୟର ମୋହତାଜ ନୁହନ୍ତି । ବଲୀଉଡରେ ସୁପରହିଟ ଫିଲ୍ମ ଦେଇଥିବା ରେଖା ଆଜି ବି କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି । ସେ ଯେତେବେଳେ କ୍ୟାମେରା ସାମ୍ନାକୁ ଚାଲି ଆସନ୍ତି ତେବେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଯାଏ । ବର୍ତ୍ତମାନ ରେଖା ଫିଲ୍ମ ଓ ବିଜ୍ଞାପନରେ ସେହିଭଳି ନଜର ଆସନ୍ତି ନାହିଁ । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ କି ବିନା ଫିଲ୍ମ କରି ବି ସେ ନିଜର ଖର୍ଚ କେମିତି ମ୍ୟାନେଜ କରୁଛନ୍ତି ? ଚାଳନ୍ତୁ ଜାଣିବା ତାଙ୍କର ଖର୍ଚ କେଉଁଠୁ ଆସିଥାଏ ।
ରେଖାଙ୍କ ମୁମ୍ବାଇ ଓ ସାଉଥ ଇଣ୍ଡିଆରେ ବହୁତ ସମ୍ପତ୍ତି କିଣିଛନ୍ତି । ଯାହାକୁ ସେ ଭଡାରେ ଦେଇ ରଖିଛନ୍ତି । ଏହି ଘର ଜରିଆରେ ତାଙ୍କର ଭଲ ଆୟ ହୋଇଯାଏ । ଏଥିରୁ ଆସୁଥିବା ଟଙ୍କା ଦ୍ଵାରା ତାଙ୍କର ଖର୍ଚ ଉଠିଯାଏ । ବାନ୍ଦ୍ରାର ଯେଉଁ ବଙ୍ଗଳାରେ ରେଖା ରୁହନ୍ତି ତାହାର ମୂଲ୍ୟ କୋଟି କୋଟି ଟଙ୍କା ଅଛି । ଶାହରୁଖ ଖାନ ଓ ଫରହାନ ଅଖ୍ତର ତାଙ୍କର ପଡୋଶୀ ଅଟନ୍ତି ।
ରେଖା ଅଭିନେତ୍ରୀ ହେବା ସହିତ ରାଜନୀତି ସହ ବି ତାଙ୍କର ସମ୍ପର୍କ ଅଛି । ରେଖା ରାଜ୍ୟସଭାର ସାଂସଦ ଅଛନ୍ତି । ରାଜ୍ୟସଭାର ସଦସ୍ୟ ହେବା କାରଣରୁ ତାଙ୍କୁ ସବୁ ମାସରେ ୧ ଲକ୍ଷ ଟଙ୍କା ମିଳିଥାଏ । ଅର୍ଥାତ ବର୍ଷକୁ ୧୨ ଲକ୍ଷ ଟଙ୍କା । ଏହା ସହିତ ରେଖାଙ୍କୁ ଅନ୍ୟ ବହୁତ ପ୍ରକାରର ସୁବିଧା ମିଳିଥାଏ । ବର୍ତ୍ତମାନ ସମୟରେ ରେଖା ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି । କିନ୍ତୁ ଯେତେବେଳେ ବି ସେ କୌଣସି କାର୍ଯ୍ୟକ୍ରମକୁ ଅତିଥି ରୂପରେ ଯାଆନ୍ତି ତେବେ ସେଠୁ ତାଙ୍କୁ ଭଲ ଟଙ୍କା ଦିଆଯାଏ ।
ସେ କୌଣସି ବି ଉଦ୍ଘାଟନ ସମାରୋହକୁ ଗଲେ ବି ଭଲ ଫିସ ନେଇ ଥାନ୍ତି । ଗୋଟିଏ ଇଣ୍ଟରଭିୟୁରେ ରେଖା କହିଲେ କି ସେ ବହୁତ ବୁଝି ସୁଝି ଟଙ୍କା ଖର୍ଚ କରନ୍ତି । ସେ ଅଧିକରୁ ଅଧିକ ଟଙ୍କା ସେଭିଙ୍ଗ କରିବା ଉପରେ ଅଧିକ ଧ୍ୟାନ ଦିଅନ୍ତି । ଏହି କାରଣ ଅଟେ କି ୮୦ ଦଶକରେ ଲକ୍ଷ ଲକ୍ଷ ଟଙ୍କା ନେଇ ଥିବା ରେଖା ଏତେ ସେଭିଙ୍ଗ କରିଛନ୍ତି କି ବର୍ତ୍ତମାନ ସେହି ସବୁ ଟଙ୍କାର ସୁଧ ବି ଲକ୍ଷ ଲକ୍ଷ ଟଙ୍କା ଆସିଥାଏ ।
ରେଖା ଫିଲ୍ମରେ ନୁହନ୍ତି କିନ୍ତୁ କେତେକ ବିଜ୍ଞାପନରେ କାମ କରନ୍ତି । ସେ ଐଡ୍ସ ଏଂଡୋର୍ସମେଂଟ, ହୋର୍ଡିଂଗ ଉପର ଫୋଟ ଓ ନିଜର ନାଁ ବ୍ୟବହାର କରିବା ପାଇଁ ବହୁତ ଭଲ ଟଙ୍କା ନେଇଥାନ୍ତି । ଆପଣଙ୍କୁ କହିଦେଉଛୁ କି ରେଖା ପ୍ରଥମେ ବିହାର ବ୍ରାଣ୍ଡ ଆମ୍ବେସ୍ଦାର ରହିଛନ୍ତି । ବଲୀଉଡ ଅଭିନେତ୍ରୀ ରେଖା କେତେକ ରିୟାଲିଟି ଶୋରେ ବି ନଜର ଆସନ୍ତି । ଅତିଥ ରୂପରେ ଶୋକୁ ଯିବା ପାଇଁ ରେଖାଙ୍କୁ ବହୁତ ଫିସ ମଧ୍ୟ ଦିଆଯାଏ । ଯଦି ସେଭିଙ୍ଗ, ଇଂଭେଷ୍ଟମେଣ୍ଟ ଓ ସମ୍ପତ୍ତି ବିଷୟରେ କହିବା ତେବେ ସେ ବର୍ତ୍ତମାନ ୨୫ କୋଟି ଟଙ୍କାର ମାଲିକ ଅଟନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।