ମନା କରିଥିଲା Bikram, ମାନିଲେନି Rani, ପୁଣି ସାହାଯ୍ୟ କରିବାକୁ ଦୈଡିଗଲେ, ଗରୀବର ଲୁହ ପୋଛିଲେ…Rani panda

ବିକ୍ରମକୁ ଭୁଲି ସାହାଜ୍ଯ କରିବାକୁ ବାହାରିଲେ ରାଣୀ ପଣ୍ଡା ! ହଁ ଆଜ୍ଞା ଯାତ୍ରା ଜଗତର ଜଣେ ଅତି ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା ଯାହାଙ୍କୁ ସମସ୍ତେ ଜାଣନ୍ତି । ରାଣୀ ନିଜର ବୃତ୍ତିଗତ କଥାକୁ ନେଇ ଚର୍ଚାରେ ରହନ୍ତି । ସେତିକି ତାଙ୍କ ବ୍ୟକ୍ତିଗତ କଥାକୁ ନେଇ ମଧ୍ୟ ଚର୍ଚାରେ ରହନ୍ତି । ତେବେ ନିକଟରେ ରାଣୀଙ୍କୁ ତାଙ୍କ ପ୍ରେମିକ ଧୋକା ଦେବା କାରଣରୁ ରାଣୀଙ୍କ ହୃଦୟ ଭାଙ୍ଗି ଯାଇଥିଲା । ଯେଉଁଥି ପାଇଁ ରାଣୀ ବିକ୍ରମକୁ ଝୁରି ଝୁରି ଖୁବ କାନ୍ଦିଥିଲେ । ରାଣୀ କୁଆଡେ ଲୋକସେବା କରିଲେ ବିକ୍ରମକୁ ଭଲ ଲାଗେ ନାହିଁ ।

ରାଣୀ ଲୋକଙ୍କର ସେବା କରିଲେ ସେ ବିକ୍ରମର ଘରର ବୋହୁ ହୋଇପାରିବ ନାହିଁ ଏମିତି କିଛି ଖୋଦ ବିକ୍ରମ ରାଣୀଙ୍କୁ କହେ । ତେବେ ରାଣୀଙ୍କର ପ୍ରେମରେ ହୃଦୟ ଭାଙ୍ଗି ଯାଇଥିଲେ ମଧ୍ୟ ଏବେ ମଧ୍ୟ ରାଣୀ ଠିକ ଆଗ ଭଳି ଅଛନ୍ତି । ଲୋକଙ୍କୁ ସେବା ସାହାଜ୍ଯ କରିବାର ମନୋଭାବ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମନରୁ ଯାଇନାହିଁ । ଲୋକଙ୍କୁ ପୂର୍ବରୁ ଯେଉଁଭଳି ସାହାଜ୍ଯ ସହଯୋଗ କରି ଆସୁଥିଲେ । ଠିକ ସେହିଭଳି ନିଜ ଆଖିରୁ ଲୁହ ପୋଛି ଦୁଃଖୀ ଗରିବ ଲୋକଙ୍କୁ ସାହାଜ୍ଯ କରିବାକୁ ରାଣୀ ଆଗେଇ ପଡିଛନ୍ତି ।

ତେବେ ଏକ ଦୃଶ୍ୟ ବର୍ତ୍ତମାନ ସମୟରେ ଭାଇରାଲ ହେଉଛି । ଯେଉଁଥିରେ ରାଣୀ ଜଣେ ବୃଦ୍ଧ, ବୃଦ୍ଧାଙ୍କ ଘରକୁ ତାଙ୍କ ମାନଙ୍କର ସେବା ସାହାଜ୍ଯ କରିବାକୁ ଯାଇଛନ୍ତି । ସେଠାରେ ପହଞ୍ଚି ତାଙ୍କ ମାନଙ୍କର ସାହାଜ୍ଯ କରିବେ ବୋଲି ମଧ୍ୟ ରାଣୀ ତାଙ୍କୁ ପ୍ରତିଶ୍ତୁତି ଦେଇ ଆସିଛନ୍ତି । ତେବେ ରାଣୀଙ୍କର ଏଭଳି ସମାଜ ସେବା କରିବା କାର୍ଯ୍ୟ କୌଣସି ନୂଆ ନୁହେଁ । ପୂର୍ବରୁ ମଧ୍ୟ ବହୁ ଥର ରାଣୀ ନିଜ ଟଙ୍କାରେ ଅନେକ ଲୋକଙ୍କର ସାହାଜ୍ଯ କରିଛନ୍ତି ।

ଠିକ ସେହିଭଳି ନିଜର ବଡ ହୃଦୟ ନେଇ ରାଣୀ ପୁଣି ଅସହାୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସହାୟ ପାଲଟିଛନ୍ତି । ବିକ୍ରମ ରାଣୀଙ୍କୁ ଧୋକା ଦେଇ ତାଙ୍କ ହାତ ଛାଡ ଦେଇଛି ସତ । ହେଲେ ରାଣୀ ଅସହାୟ ଲୋକଙ୍କର ସେବା ସାହାଜ୍ଯ କରିବାର ମନୋଭାବକୁ କେବେ ମଧ୍ୟ ଭୁଲିଯାଇନାହାନ୍ତି । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ କରିବା ସହ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *