ଦେଖନ୍ତୁ ଝରଣା ମଝିରେ Rani Panda ଙ୍କ ହଟ ଲୁକ, ଭାଇରାଲ ହେଲା Video

ତାରକା ଜଗତରେ ଅନେକ ତାରକା ମାନେ ଅଛନ୍ତି ଯେଉଁ ମାନେ ନିଜ ଅଭିନୟ ଦ୍ଵାରା ସାରା ଦୁନିଆକୁ ନିଜର କରି ପାରିଛନ୍ତି । ତେବେ ଏହା କେବଳ ବଲିଉଡ ରେ ହେଉନି ଏହା ଓଡିଶାରେ ମଧ୍ୟ ହେଉଛି । ଏହା ଓଲିଉଡ ରେ ମଧ୍ୟ ହେଉଛି । ଅନେକ ତାରକା ନିଜର କଳା ମାଧ୍ୟମାରେ ଅନେକ ଦର୍ଶକ ମାନଙ୍କୁ ଖୁଶି କରି ପାରିଛନ୍ତି ଓ ସେମାନଙ୍କ ମନ ପାଖରେ ପହଞ୍ଚି ପାରି ଛନ୍ତି । କିଛି କଳା କାର ଅଭିନୟ ଦୁନିଆ ଛଡା ଅଲଗା ଦୁନିଆରେ ମଧ୍ୟ ଦେଖିବା ପାଇଁ ମିଳିଥାନ୍ତି ।

ଏହାର କାରଣ ହେଉଛି କି କିଛି କଳାକାର ମାନେ ନିଜ କାମକୁ ନେଇକି ବହୁତ ଚିନ୍ତାରେ ଥାନ୍ତି ଏହା ଅମଧ୍ୟରୁ ସେମାନେ ନିଜକୁ ବିରତି ଦେବା ପାଇଁ ଜଣ କଲ୍ୟାଣ କାମ ରେ ନିଜକୁ ବିନିଯୋଗ କରି ଥାନ୍ତି । ତେବେ ଏହି ଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟରେ ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ସେ ହେଉଛନ୍ତି ରାଣୀ ପଣ୍ଡା । ଆପଣ ମାନେ ଏହାଙ୍କ ଅନେକ ଭାଇରାଲ ଭିଡିଓ ମାନ ଦେଖି ଥିବେ ଏହା ମଧ୍ୟ ଜାଣି ଥିବେ କି ସେ ଏହି ଭଳି ଏକ ମହିଳା ଯିଏ କି କାହାକୁ ଡଋ ନଥାନ୍ତି ।

ହଁ ଏହା ମଧ୍ୟ ସତ୍ୟ ଅଟେ କି ବେଳେ ବେଳେ ସେ ନିଜର ସୀମା ଲଂଘନ କରିଛନ୍ତି କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ କି ସେ ଏକ ନୀଡର ଲଢାକୁ ମହିଳା । ନିଜ ଅଧିକାର ପାଇଁ ସେ ଲଢିବା ପାଇଁ ସବୁ ବେଳେ ପ୍ରସ୍ତୁତ ଥାନ୍ତି । ତେବେ ଏହାଙ୍କୁ ଜୀବନ ର ଅଭିନୟ କ୍ଯାରିୟର ଯାତ୍ରା ରୁ ଆରମ୍ଭ ହୋଇ ଥିଲା ଏହା ପରେ ସେ ଅନେକ ସିରିୟାଲ ରେ ଓ ଚଳଚିତ୍ର ରେ ଅମଧ୍ୟ ଅଭିନୟ କରି ଛନ୍ତି ।

ତାଙ୍କ କହିବା ଅନୁସାରେ ଦର୍ଶକ ଚାହୁଁ ଥିବା ଭଳି ଷଟ ସେ ଦେବା ପାଇଁ ଭଲ ପାଇ ଥାନ୍ତି  । କିନ୍ତୁ ତାଙ୍କ ଉପରେ ଅନେକ ଥର ଏହା ଆରୋପ ଲଗା ଯାଇଛି କି ସେ ଛୋଟ ଡ୍ରେସ ପିନ୍ଧିକି ଆମ ସମାଜକୁ ଖରାପ କରୁଛନ୍ତି ତାଙ୍କ ପ୍ରଶ୍ନ ହେଉଛି କଣ ଅନ୍ୟ ହିରୋଇନ ମାନ ଏହି ଭଳି ନୁହଁନ୍ତି କି । ତେବେ ଏହା ଆତିଲା ତାଙ୍କ ଜୀବନର  କଟୁ ସତ୍ୟତା ।

ଏବେ ସେ ଏକ ନୂଆ ଚଳଚିତ୍ର ପାଇଁ ଶୁଟିଙ୍ଗ ରେ ଯାଇଛନ୍ତି ଯେଉଁ ଜାଗାରେ ସେ ଦେଖିବା ପାଇ ସତରେ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଝରଣା ପାଣିରେ ଜଳ ପରି ଭଳି ସୁନ୍ଦର ଦେଖା ଯାଉଥିବା ରାଣୀ ପଣ୍ଡାଙ୍କୁ ତାରିଫ ନ କରି ରହି ହାଉନି । ଶଢା ସିଧା ଗାଉଁଲି ଝିଅର ବେଶରେ ଖୁବ ଚୂଳବୁଲି ଲାଗୁଛନ୍ତି ସେ । ସେ କହିଛନ୍ତି କି ଏହି ଶୁଟିଙ୍ଗ କୁ ସେ ଭାର ପୁରା ଭାବେ ଏଞ୍ଜୟ କରୁଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *