ରାମ ମନ୍ଦିରକୁ ମହାଦାନ କଲେ ଅଭିନେତ୍ରୀ, ହେଲେ ମିଳିଲାନି ନିମନ୍ତ୍ରଣ…ଏହାକୁ ନେଇ ଏଭଳି କିଛି କହିଲେ ଅଭିନେତ୍ରୀ…

ରାମମନ୍ଦିରକୁ ଦାନ କରିଲେ ହେଲେ ମିଳିଲାନି ନିମନ୍ତ୍ରଣ ! ତେବେ ଆଉ ଦିନ କିଛି ଟା ମଧ୍ୟରେ ଅଯୋଧ୍ୟାର ଭବ୍ୟ ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି । ଯେଉଁଠାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ହେବ ପାଇଁ ଯାଉଛି । ଦିନ ଯେତିକି ଯେତିକି ପାଖେଇ ଆସୁଛି ସେତିକି ସେତିକି ଲୋକଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗୁଛି । ଏମିତିକି ଅନେଲ ଲୋକ ନିଜ ଶକ୍ଷ ଅନୁଯାଇ ଖୁସି ମନରେ ରାମ ମନ୍ଦିର ଟ୍ରଷ୍ଟକୁ କିଛି କିଛି ଦାନ ମଧ୍ୟ କରୁଛନ୍ତି ।

ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ମୁକ୍ତହସ୍ତରେ ରାମ ମନ୍ଦିରକୁ ଦାନ କରିଦେଉଛନ୍ତି । ତେବେ ରାମ ମନ୍ଦିରକୁ ଦାନ କରୁଥିବା ଲୋକଙ୍କ ମଧ୍ୟରେ ଏକ ତେଲୁଗୁ ଅଭିନେତ୍ରୀଙ୍କର ନାମ ମଧ୍ୟ ସାମ୍ନାକୁ ଆସିଛି । ତେବେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ପ୍ରଣୀତା ସୁଭାଷ । ରାମ ମନ୍ଦିରର କାର୍ଯ୍ୟ ଆରମ୍ଭ ହେବା ପରେ ଏକ ବଡ ଦାନର ଘୋଷଣା ମଧ୍ୟ କରିଥିଲେ । କାରଣ ଅଭିନେତ୍ରୀ ପ୍ରଣୀତା ବହୁତ ବଡ ଧାର୍ମିକ ସ୍ଵଭାବର ଅଟନ୍ତି ।

ସେ ଭଗବାନଙ୍କୁ ବହୁତ ବିଶ୍ବାସ କରନ୍ତି । ସେଥିପାଇଁ ସେ ରାମ ମନ୍ଦିର କୁ ଦାନ କରିବା ପାଇଁ ମଧ୍ୟ ଆଗେଇ ଆସିଥିଲେ । ହେଲେ ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳନ ହେବା ପାଇଁ ଯାଉଛି । ହେଲେ ମନ୍ଦିରର ପ୍ରତିଷ୍ଠା ଦିନ ତାଙ୍କୁ ନିମନ୍ତ୍ରଣ ମିଳିପାରିନାହିଁ ବୋଲି ସେ ଜଣାଇଛନ୍ତି । ତେବେ ଜାତୀୟ ଗଣ ମାଧ୍ୟମ ସୂତ୍ରରୁ ଯାହା ଜଣା ପଡିଛି । ତେବେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ଅନେକ ବଡ ବଡ ରାଜ ନେତା ଠାରୁ ତାରକା ପର୍ଯ୍ୟନ୍ତ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି ।

ତେବେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନିମନ୍ତ୍ରିତ ହୋଇଥିବା ଅନେକ ବଡ ବଡ ତାରକାଙ୍କ ତାଲିକାରେ ପ୍ରଣୀତାଙ୍କର ନାମ ନାହିଁ । ମହାଦାନ କରିଥିବା ତେଲୁଗୁ ଅଭିନେତ୍ରୀଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ ହୋଇନାହିଁ । ତେଣୁ ସେ ଏହି ଏହି କାରଣ ପାଇଁ ବହୁତ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *