ରଜପର୍ବରେ ସଜ ହୋଇପାରିଲେ ନାହିଁ Rasmita, ପାଣିରେ ଖସିଗଲା ଗୋଡ, ଆଉ ଘଟିଗଲା ବହୁତ ବଡ ଅଘଟଣ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରଜ ପାଇଁ ସଜବାଜ ହୋଇଥାନ୍ତେ । ହେଲେ ପାଣିରେ ଗାଧାଉଥିବା ବେଳେ ଘଟିଗଲା ଅଘଟଣ ! ତେବେ ପାଣିକୋଇଲି ଥାନା ଅନ୍ତର୍ଗତ ନୁରୁ ଗାଁ ରେ ଥିବା କାଳଭୈରବୀ ପୋଖରୀରେ ଏଭଳି କିଛି ଘଟଣା ଘଟି ଯାଇଛି । ତେବେ ସୂଚନା ଅନୁଯାଇ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ତାଳପଦା ଗ୍ରାମର ରବୀନ୍ଦ୍ର ଜେନାଙ୍କ ଝିଅ ରସ୍ମିତା ଜେନା ତାଙ୍କ ଭାଇଙ୍କ ସହ ତାଙ୍କ ଭାଉଜଙ୍କ ବାପା ଘରକୁ ବୁଲି ଯାଇଥିଲେ । ସେ ତାଙ୍କ ଭାଉଜଙ୍କ ଗାଁରେ ରଜ ମଜା କରିବାକୁ ଯାଇଥିଲେ ।

ହେଲେ ସେ ଜାଣି ନଥିଲେ ରଜର ସଜବାଜ ସେ ଆଉ ଜୀବନରେ କେବେବି ହୋଇପାରିବେ ନାହିଁ । ପ୍ରଥମ ପହିଲି ରଜରେ ରଶ୍ମିତା ଖୁବ ଧୂମଧାମରେ ରଜ ପର୍ବ ପାଳନ କରିଥିଲେ । ହେଲେ ଦିତୀୟ ରଜକୁ ସଜବାଜ ହୋଇ ପାଳନ କରିବେ ବୋଲି ସକାଳୁ ଉଠି ନିଜ ସାଙ୍ଗ ମାନଙ୍କ ସହ ପୋଖରୀ କୁଳକୁ ଗାଧାଇବା ପାଇଁ ଯାଇଥିଲେ । ସେଠାରେ ରଶ୍ମିତା ଗାଧାଉ ଗାଧାଊ ହଟାତ ପୋଖରୀ ତୁଠରେ ଲାଗିଥିବା ଶିଉଳୀରେ ତାଙ୍କ ପାଦ ଖସିଯାଇଥିଲା ।

ଆଉ ସେହିଠାରେ ହିଁ ଘଟି ଯାଇଥିଲା ବହୁତ ବଡ ଅଘଟଣ । ଗଭୀର ପୋଖରୀ ପାଣି ମଧ୍ୟରେ ରଶ୍ମିତା ବୁଡି ଯାଇଥିଲେ ।  ଖବର ପାଇଁ ସଙ୍ଗେ ସଙ୍ଗେ ଘର ଲୋକେ ଓ ସ୍ଥାନୀୟ ଲୋକେ ଘଟଣା ସ୍ତଳକୁ ଧାଇଁ ଆସିଥିଲେ । ହେଲେ ଅକାତ କାତ ଗଭୀର ପାଣି ମଧ୍ୟରେ ରଶ୍ମିତାଙ୍କୁ ସ୍ଥାନୀୟ ଲୋକେ କେଉଁଠାରେ ମଧ୍ୟ ଦେଖିବାକୁ ପାଇନଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନୀଶ୍ରମ ବାହିନୀଙ୍କୁ ମଧ୍ୟ ଖବର ଦେଇଥିଲେ ।

ହେଲେ ସେଠାରେ ଉଦ୍ଧାରକାରୀ ଟିମ ରଶ୍ମିତାଙ୍କୁ ବହୁତ ଖୋଜି ଖୋଜି ପାଇଥିଲେ । ତାପରେ ରଶ୍ମିତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଚିକିତ୍ସା ପାଇଁ ମଧ୍ୟ ପଠା ଯାଇଥିଲା । ସେଠାରେ ରଶ୍ମିତାଙ୍କୁ ଡାକ୍ତର କିଛି ସମୟ ଚିକିତ୍ସା କରିବା ପରେ ରଶ୍ମିତାଙ୍କ ସ୍ଵାସ୍ଥବସ୍ତା ସଙ୍କଟାପର୍ଣ୍ଣ ହୋଇଯାଇଛି ବୋଲି ଜାଣିବାକୁ ପାଇଥିଲେ ।

ତାପରେ ଡାକ୍ତର ଡାକ୍ତରଖାନାରେ ସେଠାରେ ରଶ୍ମିତାଙ୍କୁ ମୃ-ତ ଘୋଷଣା କରିଥିଲେ । ତାପରେ ରଶ୍ମିତାଙ୍କ ଘର ଓ ଗ୍ରାମରେ ଦୁଃଖର ଛାୟା ଘୋଟି ଯାଇଥିଲା  ରଶ୍ମିତାଙ୍କ ଘରେ ଲୋକେ ନିଜର ଝିଅ ରଶ୍ମିତାଙ୍କ ମୃ-ତ୍ୟୁ ଖବର ଶୁଣି ଦୁଃଖରେ ମର୍ମାହତ ହୋଇପଡିଛନ୍ତି। ତେବେ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *