କାହିଁକି ଏମିତି ରାଜଧାନୀ ଅପେରାକୁ ଯିବାକୁ ମନାକରି ଦେଲେ Rani Panda, ଯାହାକୁ ନେଇ ଏଭଳି କହିଲେ… Rani

ରାଜଧାନୀ ଅପେରାକୁ ଯିବା ଲାଗି କାହିଁକି ମନା କରିଲେ ରାଣୀ ପଣ୍ଡା ! ହଁ ଆଜ୍ଞା ପୁଣି ଥରେ ମୁହଁ ଖୋଲି ସାମ୍ନାକୁ ଆସିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ! ରାଜଧାନୀ ଅପେରାକୁ ଅତି ଶୀଘ୍ର ଆସୁଛନ୍ତି ରାଣୀ ପଣ୍ଡା । ଏଭଳି କିଛି କଥାକୁ ନେଇ ରାଣୀ ପଣ୍ଡାଙ୍କର ଫ୍ୟାନ ମାନେ ବେସ୍ ଖୁସି ଥିଲେ । ରାଣୀ ପଣ୍ଡା ନିଜେ ମଧ୍ୟ କହିଥିଲେ କି ! ସେ ଅତି ଶୀଘ୍ର ରାଜଧାନୀ ଅପେରାକୁ ଯିବାର ଅଛି । ସେଠାରେ ସେ ଅଭିନୟ କରିବାର ଅଛି । ଆପଣ ମାନେ ନିହାତି ଜାଣିଥିବେ ।

ଯେ ଖଣ୍ଡଗିରିରେ ଗୌରୀ ଗଣନାଟ୍ଯ ଯାତ୍ରା ପାର୍ଟିରେ ମୁଖ୍ୟ ନାୟିକା ଭାବେ ରାଣୀ ପଣ୍ଡା ଅଭିନୟ କରିଥିଲେ । ଯାହାକୁ ଯାତ୍ରା ପ୍ରେମୀ ଖୁବ ଲୋକପ୍ରିୟତା ଦେଇଥିଲେ । ଏହାପରେ ପରେ ରାଣୀ ପଣ୍ଡା ରାଜଧାନୀ ଅପେରାକୁ ଯିବାର ଥିଲା ବୋଲି ଚର୍ଚା ହେଉଥିଲା । ହେଲେ ପୁଣି ଥରେ ସାମ୍ନାକୁ ଆସି ମୁହଁ ଖୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଯେଉଁ ପ୍ରତିକ୍ରିୟାରେ ରାଣୀ ପଣ୍ଡା କହିଛନ୍ତି ।

ଯେ ରାଜଧାନୀ ଅପେରାକୁ ତାଙ୍କର ଯିବାର ଥିଲା । ହେଲେ ଏ ଆଉ ରାଜଧାନୀ ଅପେରାକୁ ଯିବେ ନାହିଁ । ରାଜଧାନୀ ଅପେରାକୁ ଯାଇ ସେଠାରେ ଅଭିନୟ କରିବେ ନାହିଁ ବୋଲି ସଫା ସଫା ମୁହଁ ଖୋଲି ମନା କରିଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ସେଥିପାଇଁ ସେ ସମସ୍ତ ଓଡିଶାବାସୀ ଓ କମିଟି ମେମ୍ବର ମାନଙ୍କ ଠାରୁ କ୍ଷମା ପ୍ରାଥନା ମଧ୍ୟ ମାଗିଛନ୍ତି । ତେବେ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଆସି ନିଜର ପ୍ରତିକ୍ରିୟାରେ ଏଭଳି କିଛି କହିଛନ୍ତି ।

ଏଥିସହ 2024 ରୁ 2025 ମଧ୍ୟରେ ସେ କେଉଁ ଅପେରାକୁ ଯାଉଛନ୍ତି ତାହା ସେ ଖୁବ ଶୀଘ୍ର ଓଡିଶାବାସୀଙ୍କୁ ମଧ୍ୟ ଜଣାଇବେ ବୋଲି କହିଛନ୍ତି । ତେବେ ଏ ସବୁ ପଛରେ କଣ ପ୍ରକୃତ କାରଣ ରହିଛି ? ଗୌରୀ ଗଣନାଟ୍ଯ ଛାଡି ରାଜଧାନୀ ଅପେରାକୁ ରାଣୀ ପଣ୍ଡା ଯିବାର ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚା ହେଉଥିବା ବେଳେ ଏବେ ଏବେ ସୋସିଆଲ ମିଡିଆରେ ରାଣୀ ପଣ୍ଡା ଆଉ ରାଜଧାନୀ ଅପେରାକୁ ଯାଇ ଅଭିନୟ କରିବେ ନାହିଁ ବୋଲି ନିଜର ପ୍ରତିକ୍ରିୟାରେ ମତ ରଖିଛନ୍ତି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *