ଏମାନେ ହେଲେ ରଜ କୁଇନ ବିଜେତା ମାନଙ୍କର Real life ଜୀବନ ସାଥି, 4 ନମ୍ବର ଯୋଡି ଘରେ ଘରେ ଲୋକପ୍ରିୟ

ବନ୍ଧୁଗଣ, ସାଧାରଣତ ଆମ୍ଭ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ରିୟାଲିଟି ସୋ ରହିଅଛି ଯାହା ଆମ୍ଭକୁ ଦେଖିବାକୁ ବେସ ଭଲ ଲାଗିଥାଏ । ଏହି ରିୟାଲିଟି ସୋ ମାନଙ୍କରେ ନିଜର ଦକ୍ଷତା ଦେଖାଇ ଓଡିଆ ଇଣ୍ଡଷ୍ଟ୍ରୀ କୁ ନୂତନ କରି ପାଦ ରଖିଥାନ୍ତି କିଛି ନାୟକ ତଥା ନାୟିକା ମାନେ । ଆଜି ଆମ୍ଭେ ଓଡିଆ ଜଗତର ପ୍ରସିଦ୍ଧ ରିୟାଲିଟି ସୋ ରଜକ୍ଵିନ ସମ୍ବନ୍ଧରେ କହିବାକୁ ଯାଉଅଛୁ । ରଜ କ୍ଵିନ୍ସ ୱିନର ମାନଙ୍କର ରିୟଲ ଲାଇଫ ପାର୍ଟନର ସମ୍ବନ୍ଧରେ ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ।

୧- ବର୍ଷା ମୋହିନୀ ଦାସ;- “ବର୍ଷା” ସିଜନ-୧ ର ବିଜେତା ଅଟନ୍ତି । ସେ ବର୍ତ୍ତମାନ ବିବାହ କରି ସାରିଛନ୍ତି ଏବଂ ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି “ରାଜେନ୍ଦ୍ର ବେହେରା” । ଉଭୟ ନିଜ ଦାମ୍ପତ୍ୟ ଜୀବନରେ ବେସ ଆନନ୍ଦ ର ସହିତ ଜୀବନ ବିତାଉ ଥିବାର ନଜର ଆସିଛନ୍ତି ।

୨- ଦେବସ୍ମିତା ପଣ୍ଡା;- “ଦେବସ୍ମିତା” ରଜ କ୍ଵିନ ସିଜନ-୨ ର ବିଜେତା ହୋଇଥିଲେ । ତାଙ୍କ ବୟଫ୍ରେଣ୍ଡ ଙ୍କ ନାମ ହେଉଛି “ରିଷି” । ସେ ଅନେକ ସମୟ ଧରି ଉଭୟଙ୍କୁ ଭଲ ପାଉଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ରେ ଦେବସ୍ମିତା ଙ୍କ ଅଭିନୟ କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି ।

୩- ସ୍ମରଣିକା ପ୍ରିୟଦର୍ଶନୀ;- “ସ୍ମରଣିକା” ସିଜନ-୩ ର ବିଜେତା ହୋଇଥିଲେ । ବର୍ତ୍ତମାନ ସେ ଶିଂଗଲ ଅଛନ୍ତି । ରଜ କ୍ଵିନ ର ବିଜେତା ହେବା ପରେ ତାଙ୍କୁ ଅନେକ ଗୁଡିଏ ସିରିୟଲ ରେ ଅଭିନୟ କରିଥିବାର ସୁଯୋଗ ମିଳିଅଛି । ସିରିୟଲ ଜଗତରେ ଉତ୍ତମ କାମ କରୁଥିବାର ନଜର ଆସିଛନ୍ତି ସ୍ମରଣିକା ।

୪- ଜାଙ୍କଲୀନ ପଣ୍ଡା;- “ଜାଙ୍କଲୀନ” ରଜ କ୍ଵିନ ସିଜନ-୪ ର ବିଜେତା ଅଟନ୍ତି । “ଜାଙ୍କଲୀନ” “ଅରବିନ୍ଦ ମହାରଣା” ଙ୍କୁ ବିବାହ କରିଛନ୍ତି । ଜାଙ୍କଲିନ ବର୍ତ୍ତମାନ ଅଭିନୟ ଜଗତରେ ନିଜର ଜାଦୁ ଦେଖାଇବାରେ ଲାଗିଛନ୍ତି । ତାଙ୍କୁ ଅନେକ ସିରିୟଲ ରେ ଅଭିନୟ କରିବାର ସୁଯୋଗ ମିଳିଅଛି । ଦର୍ଶକେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ ପସନ୍ଦ କରିଛନ୍ତି । ଇଣ୍ଡଷ୍ଟ୍ରୀ ରେ କାମ କରିବା ସହିତ ଶାଶୁଘରେ ବୋଧୂର ଦାଇତ୍ଵ ମଧ୍ୟ ଭଲ ଭାବରେ ନିଭାଇ ଆସୁଥିବାର ନଜର ଆସିଛନ୍ତି ଜାଙ୍କଲିନ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *