ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଖେଳାଳି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଧନୀ ହେବା ପାଇଁ ଇଛା କରିଥାଏ । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ । ହେଲେ କିଛି ମଣିଷ ଏପରି ଥାନ୍ତି ଯେଉଁମାନେ ପୂର୍ବରୁ ଧନୀ ଥାନ୍ତି ଓ ସେମାନେ ନିଜର ସମସ୍ତ ଇଛାକୁ ନିଜ ପିଲା ଦିନରୁ ପୂରଣ କରିପାରନ୍ତି ।
ତେବେ ଆମ ଭାରତୀୟ କ୍ରେକେଟ ଟିମର ମଧ୍ୟ କିଛି ଖେଳାଳି ଏପରି ଅଛନ୍ତି ଯେଉଁମାନେ ପୂର୍ବରୁ ଧନୀ ଥିଲେ ଓ ବର୍ତ୍ତମାନ ସଫଳତା ପାଇଛନ୍ତି । ଏହି ଖେଳାଳି ମାନେ ଧନୀ ହୋଇ ମଧ୍ୟ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତା ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖେଳାଳି ମାନଙ୍କ ବିଷୟରେ ।
୧- ପ୍ରଥମ ରେ ହେଉଛନ୍ତି ସୌରଭ ଗାଙ୍ଗୁଲି । ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତିତୀ କ୍ରିକେଟ ଟିମର ପୂର୍ବତ୍ତମ କ୍ଯାପଟେନ ସୌରଭ ଗାଙ୍ଗୁଲି । ସୌରଭ ଙ୍କର ଭାରତୀୟ କ୍ରିକେଟ ଟିମ ପ୍ରତି ବହୁତ ବଡ ଅବଦାନ ରହିଛି । ବନ୍ଧୁଗଣ ସୌରଭ ଙ୍କ ଜନ୍ମ କଲିକତାରେ ହୋଇଥିଲା । ସୌରଭ ରାଜ ପରିବାରରୁ ଆସିଥିଲେ । ସୌରଭ ବହୁତ ବଡ ପ୍ରତିଷ୍ଟିତ ପରିବାରରୁ ଆସିଛନ୍ତି ।
ସୌରଭ ଙ୍କୁ ପିଲା ଦିନରୁ କ୍ରିକେଟ ବହୁତ ପସନ୍ଦ ଥିଲା । ସେଥିପାଇଁ ତାଙ୍କ ପିତା ତାଙ୍କ ପାଇଁ ବଙ୍ଗଳା ମଧ୍ୟରେ ଏକ କ୍ରିକେଟ ପିଚ ବନେଇ ଦେଇଥିଲେ । ଏହା ବ୍ଯତୀତ ସୌରବ ଗାଙ୍ଗୁଲିଙ୍କୁ ପ୍ରିନ୍ସ ଅଫ କଲିକତା ମଧ୍ୟ କୁହାଯାଏ ।
୨- ଦ୍ଵିତୀୟ ରେ ହେଉଛନ୍ତି କେ ଏଲ ରାହୁଲ । ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରେକେଟ ଟିମର ଦିଗଜ ଖେଳାଳି କେ ଏଲ ରାହୁଲ । ବନ୍ଧୁଗଣ ରାହୁଲ ଭାରତୀୟ କ୍ରିକେଟ ଟିମରେ ବହୁତ କମ ସମୟରେ ସଫଳତା ପାଇଛନ୍ତି । ରାହୁଲ ମଧ୍ୟ ଧନୀ ପରିବାରରୁ ସମ୍ବନ୍ଧ ରଖିଛନ୍ତି । ତାଙ୍କ ପିତା କେ ଏନ ଲୋକେଶ ଓ ମାତା ରାଜେଶ୍ରୀ ପ୍ରଫେସର ଅଟନ୍ତି । ତାଙ୍କ ବାପା ମା ପିଲା ଦିନରୁ ତାଙ୍କର ସମସ୍ତ ଇଛାକୁ ପୂରଣ କରିଛନ୍ତି । ବନ୍ଧୁଗଣ ରାହୁଲ ଭାରତ ତରଫରୁ ୩୪ଟି ଟେଷ୍ଟ ମ୍ଯାଚ, ୧୬ ୱାନ ଡେ ମ୍ଯାଚ ଓ ୨୭ଟି ୨୦୨୦ ଖେଳିଛନ୍ତି ।
୩- ତୃତୀୟ ରେ ହେଉଛନ୍ତି ଯୁବରାଜ ସିଂହ। ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଅଲ ରାଉଣ୍ଡର ଖେଳାଳି ଯୁବରାଜ ସିଂହ । ଯୁବରାଜ ସମସ୍ତ ଖେଳରେ ନିଜର ସୁନ୍ଦର ପଦର୍ଶନ ଦେଇଥାନ୍ତି ସେଥିପାଇଁ ଯୁବରାଜଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି ।
ବନ୍ଧୁଗଣ ଯୁବରାଜ ମଧ୍ୟ ବହୁତ ସୁଖ ସୁବିଧାରେ ବଡ ହୋଇଛନ୍ତି । ତାଙ୍କ ପିତା ଜଣେ କ୍ରିକେଟର ହେବା ସହ ଜଣେ ଅଭିନେତା ଅଟନ୍ତି ଓ ବର୍ତ୍ତମାନ ଯୁବରାଜ ଭାରତୀୟ କ୍ରିକେଟ ଟିମରେ ସଫଳତା ହାସିଲ କରି ସାରିଛନ୍ତି ।
୪- ଚତୁର୍ଥ ରେ ହେଉଛନ୍ତି ରୋହନ ଗାଭାସ୍କର । ତେବେ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଲୋକପ୍ରିୟ ଖେଳାଳି ରୋହନ ଗାଭାସ୍କର । ରୋହନଙ୍କ ପିତା ହେଉଛି ଭାରତୀୟ କ୍ରିକେଟ ଟିମର ଖେଳାଳି ସୁନୀଲ ଗାଭାସ୍କର ।
ରୋହନଙ୍କୁ ତାଙ୍କ ପିତା ସମସ୍ତ ପ୍ରକାରର ସୁଖ ସୁବିଧାରେ ବଡ କରିଛନ୍ତି । ରୋହନ ଧନୀ ପରିବାରରୁ ସମ୍ବନ୍ଧ ରଖିଛନ୍ତି । ରୋହନ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଟି ୱାନ ଡେ ମ୍ଯାଚ ଖେଳି ସାରିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।