Raj Rajesh ଙ୍କ ସହିତ କଣ ପାଇଁ ବ୍ରେକଅପ୍ କଲେ ଲୁମ୍‌ରୈନା ଖୋଲି କହିଲେ କାରଣ… Lumraina Satapathy

ନିଜ ବ୍ରେକଅପର କାରଣ ଖୋଲି କହିଲେ ଲୁମରାଇନା ! ଓଡିଆ ସିରିଏଲ ଦୁନିଆର ଜଣେ ସୁପରିଚିତ ଅଭିନେତ୍ରୀ ହେଉଛନ୍ତି ଲୁମରାଇନା । ଯାହାଙ୍କୁ ଆପଣ ମାନେ ତାଙ୍କ ଖଳନାୟିକା ଅଭିନୟର ଚରିତ୍ରରେ ଦେଖିକି ଯେତିକି ଗାଳି କରନ୍ତି । ସିରିଏଲରେ ତାଙ୍କ ନାୟିକା ଭୂମିକାରେ ଦେଖି ମଧ୍ୟ ତାଙ୍କୁ ସେତିକି ଅଧିକ ଭଲ ପାଆନ୍ତି । ତେବେ ଗଣ ମାଧ୍ୟମର ସାକ୍ଷାତକାରରେ ଲୁମରାଇନା ଶତପଥି ନିଜର ପ୍ରତିକ୍ରିୟା ରଖି କିଛି ଏଭଳି କହିଛନ୍ତି ।

ମୁଁ ଯେତେବେଳେ ପ୍ରଥମେ ପ୍ରଥମେ ଇଣ୍ଡଷ୍ଟ୍ରିକୁ ଆସିଲି । ସେତେବେଳେ ମୋତେ ବହୁତ ଅଧିକ ଷ୍ଟ୍ରଗଲ କରିବାକୁ ପଡିଥିଲା । ମୁଁ ଯେତିକି ମୋ କ୍ଯାରିଅର ପାଇଁ ଷ୍ଟ୍ରଗଲ କରିଛି ମୋ ସଫଳତା ପଛରେ ମୋ ମାଆଙ୍କର ମଧ୍ୟ ସେତିକି ଷ୍ଟ୍ରଗଲ ରହିଛି । କାରଣ ଆମ ଘର ଢେଙ୍କାନାଳ । ତେଣୁ ମୁଁ କଟକ, ଭୁବନେଶ୍ବର ଯେତେବେଳେ ଅଡିସନ ସୁଟିଙ୍ଗ ଯେଉଁଥି ପାଇଁ ବି ଆସିଥାଏ । ମୋ ମାଆ ମୋତେ ସବୁବେଳେ ସପର୍ଟ କରି ମୋ ସହ ଆସନ୍ତି ।

ତେଣୁ ମୁଁ ବହୁତ ସାରା ଇଣ୍ଟରଭିୟୁରେ ମୋ ମାଆ ଆଉ ମୋ ପୁରା ପରିବାରକୁ ନିଜ ସଫଳତାର କ୍ରେଡିଟ ଦିଏ । ମୁଁ ମୋ କାମକୁ ସବୁବେଳେ ଡେଡିକେସନ ଦେଇ କରି ଆସିଛି । ତେଣୁ ମୋ ଲାଇଫରେ ମୁଁ ଘର, ଗାଡି ଯାହା ବି ପାଇଛି । ସବୁ ମୋ ହାର୍ଡୱାର୍କ ଦ୍ଵାରା ହିଁ ମୁଁ ପାଇପାରିଛି । ଲାଇଫରେ ବହୁତ ଥର ମୁଁ ଅନେକ କଥା ପାଇଁ ରିଜେକସନ ମଧ୍ୟ ହେଇଛି । ହେଲେ ମୁଁ ମୋ ରିଜେକସନରେ କେବେ ଭାଙ୍ଗି ନପଡି ଆଗକୁ ବଢି ସଫଳତା ପାଇବା ପାଇଁ ସବୁବେଳେ ଚେଷ୍ଟା କରି ଆସିଛି ।

ରାଜ ରାଜେଶ ଆଉ ମୋ ରିଲେସନକୁ ନେଇ ବହୁତ ଲୋକ ବହୁତ ପ୍ରକାର କଥା କହୁଛନ୍ତି । ହଁ ଆମେ ଦୁହେଁ ପରସ୍ପରକୁ ଭଲ ପାଉଥିଲୁ । ହେଲେ କିଛି ଦିନ ପରେ ସାଙ୍ଗ ହେଇକି ରହିଲା ପରେ ଆମ ଦୁଇ ଜଣଙ୍କୁ ଫିଲ୍ ହେଲା କି ! ଆମ ଭିତରେ ଠିକ ବୁଝାମଣା ରହୁନାହିଁ । ତେଣୁ ଆମ ପ୍ରେମ ଆଗକୁ ଯାଇ ଅଧିକ ଘୃଣାରେ ପରିଣତ ହେବା ପୂର୍ବରୁ ହିଁ ରାଜ ରାଜେଶ ଆଉ ମୁଁ ମ୍ୟୁଚୁଆଲ ବ୍ରେକଅପ କରିଦେଇଥିଲୁ । ଏବେ ସେ ତାଙ୍କ ବାଟରେ ଠିକ ଅଛନ୍ତି ଆଉ ମୁଁ ମୋ ବାଟରେ ଭଲରେ ଅଛି । ଖବରର ଅପଡେଟ ପାଇବା ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *