‘କଲେଜରେ ତାଙ୍କୁ ଥରେ ପାଟି କରିଥିଲି, ତାଙ୍କ ଘରେ ମତେ…’ କହୁ କହୁ ନିଜ ପ୍ରେମ ଜୀବନର କିଛି ଅକୁହା କଥା କହିଦେଲେ ଅଭିନେତା Raimohan, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ରାଇମୋହନ ପରିଡା ।

ଆପଣ ମାନେ ସମସ୍ତେ ରାଇମୋହନଙ୍କୁ ଅନେକ ସୁପର ହିଟ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ରାଇମୋହନ ହେଉଛନ୍ତି ଜଣେ ବରିଷ୍ଠ ଅଭିନେତା ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ସମୟ ହେବ ରାଇମୋହନଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ସାକ୍ଷାତ୍କାରରେ ରାଇମୋହନ ନିଜ ପ୍ରେମ କାହାଣୀ ବିଷୟରେ କହୁଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ରାଇମୋହନଙ୍କ ମତରେ-‘ମୁ ଥାର୍ଡ ଇୟରରେ ପଢିବା ବେଳେ ସେ ପଢୁଥିଲେ ଫାଷ୍ଟ ଇୟରରେ । ମୋ କଥା ସମସ୍ତେ ମାନନ୍ତି ହେଲେ ସେ ମୋ କଥା ମାନିଲେ ନାହିଁ ଯାହାଫଳରେ ମୁ ଟିକେ ପାଟି କରିଦେଲି । ତା ପରେ ସେ ଆଉ କଲେଜ ଆସିଲେ ନାହିଁ ମୋତେ ଭଲ ଲାଗିଲା ନାହିଁ’ ।

ଆଗକୁ ସେ କହିଛନ୍ତି-‘ଏହା ପରେ ମୁ ଯାଇ ତାଙ୍କୁ ଦେଖା କଲି ଆଉ କହିଲି ଆଇ ଆମ ସରି ଆପଣ ଆସିବା ଉଚିତ । ତା ପରେ ସେ ଆସିଲେ ଆସ୍ତେ ଆସ୍ତେ ଭଲ ପାଇବା ସୃଷ୍ଟି ହେଲା । ଭଲ ପାଇବା ପରେ ବାହା ହେଲି ମୋ ଘରେ ବାପା ମା ରାଜି ହେଲେ । ମୋ ବାପା ମା ଜନ୍ମ ଦେଇଦେଲେ ୧୮, ୨୦ ବର୍ଷ ଯାଏଁ ବଢେଇଲେ ତା ପରେ ମୋର ହାତ ଛାଡି ଦେଲେ । ତା ପରେ ମୁ ମୋ ପତ୍ନୀଙ୍କ ହାତ ଧରି ଚାଲିଲି’ ।

ଆଗକୁ ସେ କହିଛନ୍ତି-‘୨୦ ବର୍ଷରେ ତାଙ୍କୁ ପ୍ରେମ କଲି ୨୯ ବର୍ଷରେ ତାଙ୍କୁ ବାହା ହେଲି । ସଂସାର କରିଛି ମୋର ଦୁଇଟି ଝିଅ ବଡ ଝିଅ ବିବାହ ସାରିଛି ଆଉ ସାନ ଝିଅ ରମାଦେବୀରେ ପାଠ ପଢୁଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାଇମୋହନ ନିଜ ପ୍ରେମ ଜୀବନୀ ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ରାଇମୋହନଙ୍କ ପ୍ରେମ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *