ଏଇ ଘରେ ଆତ୍ମହତ୍ୟା କଲେ ଅଭିନେତା Raimohan Parida, ଦେଖନ୍ତୁ Video

ବନ୍ଧୁଗଣ ରଶ୍ମିରେଖାଙ୍କ ମୃତ୍ୟୁକୁ ମାତ୍ର କିଛି ଦିନ ହୋଇଛି ହେଲେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଉ ଜଣେ ଅଭିନେତାକୁ ହରାଇଛି । ବନ୍ଧୁଗଣ ଯାତ୍ରା ଓ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ରାଇମୋହନ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଗତ କିଛି ସମୟ ପୂର୍ବେ ରାଇମୋହନ ଆତ୍ମହତୟଆ କରି ନିଜ ପ୍ରାଣ ହରାଇଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ତାଙ୍କ ବାସ ଭବନରୁ ତାଙ୍କର ଝୁଳନ୍ତା ମୃତ ଦେହ ଠାବ କରିଛି ପୋଲିସ । ଘଟଣା ସ୍ଥଳରେ ଏବେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ସାରିଛି । ରାଇମୋହନ ଯାତ୍ରା ଓ ଓଡିଆ ଫିଲ୍ମ ଜଗତରେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଯାତ୍ରା ଜଗତରେ ତାଙ୍କର ଅବଦାନ ଅତୁଳନୀୟ ରହିଛି ।

ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ଆତ୍ମହତୟଆ ଖବର ଜାଣିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ ଝଟକା ଲାଗିଛି । ଅନ୍ୟ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ମାନେ ନିଜ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ବନ୍ଧୁଗଣ ରାଇମୋହନ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏତେ ବଡ ସଫଳତା ହାସଲ କରିଥିଲେ । ସେ ଆଗରୁ ମଧ୍ୟ ଏହି କଥା ବହୁତ ଇଣ୍ଟର୍ବ୍ୟୁରେ ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି । ନିଜ କଷ୍ଟିତ ଧନରେ ସେ ଏକ ଘର ତିଆରି କରିଥିଲେ ଆଉ ତାର ନାମ ରଖିଥିଲେ ଉଦୟ ପୁର । ଏହି ଘରେ ସେ ନିଜ ପତ୍ନୀ ଆଉ ଦୁଇ ଝିଅଙ୍କ ସହ ଅତି ଖୁସିରେ ରହୁଥିଲେ ।

ନା ତାଙ୍କର କୌଣସି ମାନସିକ ଚିନ୍ତା ଥିଲା ନା କୌଣସି ଆର୍ଥିକ ଚିନ୍ତା । ଏମିତି କଣ ହେଇଗଲା ଯେ ସେ ଏହି ଘରେ ରସି ଦେଇ ଆତ୍ମହତୟଆ କରିଦେଲେ । ରାଇମୋହନଙ୍କ ମୃତ୍ୟୁ ପରେ ସାରା ଓଡିଶା ବାସୀ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟ ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବହୁତ ବଡ ଝଟକା ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *