Rai Mohan ଙ୍କ ପଡୋଶୀ ମହିଳା କଲେ ଭୟଙ୍କର ଖୁଲାସା ! ରାଇଙ୍କ ପରିବାରକୁ ନେଇ ଯାହା କହିଲେ ଶୁଣିଲେ କାବା ହେଇଯିବେ…ଦେଖନ୍ତୁ Video

ରାଇମୋହନ ଭାଇ କିଛି ଦିନ ହେଲା ବିରସ ଥିଲେ । ତାଙ୍କ ମୁହଁ ପୁରା ବିଷର୍ଣ୍ଣ ଦେଖାଯାଉଥିଲା । ପାରିବାରିକ ଅଶାନ୍ତି ଥିଲା । ଝିଅ ବାହାଘର ପର ଠାରୁ ଘରେ କିଛି ଗଣ୍ଡୋଗଳ ହେଉଥିଲା । ସପ୍ତାହେ ତଳେ ତାଙ୍କ ଘରକୁ ପୋଲିସ ଆସିଥିବା ଚର୍ଚ୍ଚା ହେଉଥିଲା । ମୁଁ ପୋଲିସ ଗାଡି ବାହାରୁ ଥିବାର ଦେଖିଛି । ଆର୍ଥିକ ସମସ୍ୟା ନଥିଲା ପାରିବାରିକ ବିବାଦ କାରଣରୁ ରାଇମୋହନ ଆତ୍ମହତୟଆ ଭଳି ପଦକ୍ଷେପ ନେଇଥାଇ ପାରନ୍ତି ।

ବନ୍ଧୁଗଣ ଏହା ଆମେ କହୁନୁ ଏହା କହିଛନ୍ତି ରାଇମୋହନଙ୍କ ପଡୋଶୀ । ଗତ କିଛି ଦିନ ପୂର୍ବରୁ ରାଇମୋହନ ଦୁଃଖରେ ଥିବାର ସେ ଦେଖିଥିଲେ । ରାଇମୋହନ ସବୁ କଥା ଉକ୍ତ ପଡୋଶୀ ମହିଳାକୁ କୁହନ୍ତି ଆଉ ସେହି କଥା ବି ସେ କହିଥାନ୍ତେ ହେଲେ କହିପାରିଲେ ନାହିଁ । ଉକ୍ତ ମହିଳାଙ୍କ ମତରେ, ବଡ ଝିଅ ବିବାହ ପରଠାରୁ ଘରେ ବହୁତ ଅଶାନ୍ତି ଲାଗି ରହୁଥିଲା । ତାଙ୍କ ଆତ୍ମ ସମ୍ମାନକୁ ବାଧା ଦେଲା ଭଳି କିଛି ଘଟଣା ଘଟିଥିଲା ।

ସେଥିପାଇଁ ସେ ଆତ୍ମହତୟଆ ଭଳି ପଦକ୍ଷେପ ନେଇଥାଇ ପାରନ୍ତି । ରାଇମୋହନଙ୍କ ଘରୁ ପୋଲିସ ଆସୁ ଥିବା ଚର୍ଚ୍ଚା ହେଉଛି । ହେଲେ ପୋଲିସ ତାଙ୍କ ଘରକୁ ଆସିଥିଲା କି ନାହିଁ ତାହା ମୁଁ ଜାଣିନି । କିନ୍ତୁ ଗଳି ଭିତରୁ ପୋଲିସ ଗାଡି ବାହାରିଥିବା ମୁଁ ଦେଖିଛି । ପୁରା ଘଟଣାର ତଦନ୍ତ ହେବା ଦରକାର ନହଲେ ଏଭଳି ଘଟଣା ମାନ ଘଟି ଚାଲିବ । ବନ୍ଧୁଗଣ ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଉକ୍ତ ପଡୋଶୀ ମହିଳା ଜଣକ ।

ଆର୍ଥିକ ସମସ୍ୟା ନଥିଲା ରାଇମୋହନଙ୍କର ସଫଳତାର ଶୀର୍ଷରେ ପହଞ୍ଚି ଥିଲେ ସେ । ଉଭୟ ଯାତ୍ରା ଓ ସିନେମାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସଫଳତାର ଶୀର୍ଷରେ ପହଞ୍ଚି ଥିବା ଜଣେ କଳାକାର କଣ ଆତ୍ମହତୟଆ ଭଳି ପଦକ୍ଷେପ ନେଇପାରେ ନା ପାରିବାରିକ ବିବାଦ ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା । ତେବେ ଏନେଇ ପୋଲିସ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ଅନ୍ୟ ପରେ ରାଇମୋହନଙ୍କ ଆତ୍ମହତୟଆକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ଅନେକ କଳାକାର ରାଇମୋହନଙ୍କୁ ନେଇ ନିଜର ଦୁଃଖ ପ୍ରକାଶ କରିସାରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *