କାନ୍ଦି କାନ୍ଦି Raimohan ଙ୍କ ଝିଅର Udita ଙ୍କ ଅବସ୍ଥା ଖରାପ, ଆଖିରୁ ଶୁଖୁନି ଲୁହ, ବାପାଙ୍କ ମର ଶରୀରକୁ ଛାଡ଼ିବାକୁ ନାରାଜ, ଆଉ ତା’ପରେ ଦେଖନ୍ତୁ ଏହି Video

ନମସ୍କାର ଫ୍ରେଣ୍ଡ୍ସ, ତେବେ ଆଜି ଅଲିଉଡରେ ଏକ ବିରାଟ ଶୂନ୍ୟାସ୍ଥାନ ହୋଇ ଯାଇଛି । କାରଣ ଆଜି ଆମ ସମସ୍ତଙ୍କୁ ଛାଡି ପରଲୋକ ଚାଲି ଯାଇଛନ୍ତି ଅଭିନେତା ରାଇମୋହନ । ତେବେ ତନକର ଏମିତି ଅକସ୍ମାତ ମୃତ୍ୟୁ କୁ କେହି ବି ବିଶ୍ଵାସ କରି ପାରୁ ନାହାଁନ୍ତି । ତାଙ୍କ ପରିବାର କଥା ନ କହିଲେ ଭଲ । ପୁରା ପୁରି ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର । କାନ୍ଦି କାନ୍ଦି ସ୍ତ୍ରୀଙ୍କ ଅବସ୍ଥା ଶୋଚନୀୟ । ଝିଅ ମାନଙ୍କ ଆଖିରୁ ଲୁହ ସୁଖୁନି ।

ଏତେ କମ ବୟସରେ ପିତାଙ୍କୁ ହରେଈ ସେମାନେ ବାହୁନି କାନ୍ଦୁ ଛନ୍ତି । କେହି ବି ଜାଣି ପାରୁ ନାହାହନ୍ତି କି ସେ ଏମିତି କାହିଁକି କଲେ । ସେ ଏତେ ଭଲ ମଣିଷ ଓ ଷ୍ଟ୍ରାଙ୍ଗ ମଣିଷ ହୋଇ ବି କଣ ଆତ୍ମତ୍ୟା କରି ପାରିଲେ । ନା ଏହା କୌଣସି ଷଡଯନ୍ତ୍ର । ହୋଇପାରେ ତାଙ୍କୁ ହତୟଆ କରା ଯାଇ ଆତ୍ମହତୟଆର ରୂପ ଦିଆ ଯାଉଛି । ତେବେ ଯାହା ହେଉ ତାଙ୍କ ପରିବାର ଏହାକୁ ହଜମ କରି ପାରୁ ନାହାଁନ୍ତି , ବାହୁନି ବାହୁନି କାନ୍ଦୁଛନ୍ତି 2 ଝିଅ ।

ବାପାଙ୍କ ମର ଶରୀରକୁ ଛାଡିକୁ ନାରାଜ । କେବଳ ପରିବାର କାହିଁକି ପୁରା ଓଡିଶା ମଧ୍ୟ ତାଙ୍କୁ ମନେ ପକେଇ କାଣ୍ଡୁଚି । ତାଙ୍କର ଦେହାନ୍ତ ପରେ ପୋଲିସ ନିଜର ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟଲ ରେ ତାଙ୍କର ପୋସ୍ଟ ମର୍ଟମ କରା ଯାଇଛି । ଏହା ପରେ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଛି । ସେ ପ୍ରାୟ 100 ରୁ ଅଧିକ ଚଳଚିତ୍ର ରେ ଅଭିନୟ କରିଛନ୍ତି ।

15 ରୁ ଅଧିକ ବେଙ୍ଗଲି ଚଳଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି । ଏହା ସହିତ ସେ ଯାତ୍ରା ଜଗତରେ ମଧ୍ୟ ବହୁତ ଚର୍ଚିତ ଚେହେରା ଅଟନ୍ତି । ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ । ପିଲାଟି ଦିନରୁ ଅଭିନେତା ହେବାର ସ୍ବପ୍ନରେ ବିଭୋର ଥିଲେ ସେ । ଅଭିନୟ ପ୍ରତି ଥିବା ଏହି ଦୁର୍ବଳତା ତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ପ୍ରେରିତ କରିଥିଲା ।

ସେଠାର ସେ ଅଭିନୟ କଳାରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ଚଳଚ୍ଚିତ୍ରରେ ପ୍ରବେଶ ଲାଗି ସଂଘର୍ଷ ଆରମ୍ଭ କରିଥିଲେ । ତାପରେ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ‘ପକାକମ୍ବଳ ପୋତ ଛତା’ରେ ତାଙ୍କୁ ମିଳିଥିଲା ଏକ ଛୋଟିଆ ଚରିତ୍ରରେ । ବସନ୍ତ ନାୟକଙ୍କ ପ୍ରଯୋଜିତ ଏହି ସୁପରହିଟ୍‌ ସିନେମାର ନିର୍ଦ୍ଦେଶକ ଥିଲେ ପ୍ରଶାନ୍ତ ନନ୍ଦ । ଏଥିରେ ତାଙ୍କୁ ମିଳିଥିଲା ଏକ ଗୁଣ୍ଡା ଚରିତ୍ର । ଏହି ଠାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା । ତେବେ ଆମେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ତାଙ୍କର ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *