ପୁଣି ଦୁନିଆଁ ଦେଖିବ ଅଭିନେତା Rai Mohan ଙ୍କ ଆଖି, ଏ ନେଇ କଣ କହିଲେ ଡାକ୍ତର, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ବଡ ଖବର, ମୃତ୍ୟୁ ପରେ ବି ଦୁନିଆ ଦେଖିବ ରାଈ ମୋହନ ଙ୍କ ଆଖି । ହସ୍ପିଟଲ ରେ ରାଇମୋହନ ଙ୍କ ଚକ୍ଷୁ ଦାନ କଲେ ପରିବାର ଲୋକ, ଯେଉଁ ନାଲି ନାଲି ଆଖିକୁ ଦେଖି ଦିନେ ଦର୍ଶକ ଭୟରେ ଥରୁଥିଲେ ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ ରାଈ ମୋହନ ଙ୍କର ସେହି ଆଖି ତାଙ୍କ ମୃତ୍ୟୁ ପରେ ବି ଜୀବିତ ରହିବ । କାହିଁକି ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁ କୁ ହସ୍ପିଟଲ କୁ ଦାନ କରିଛନ୍ତି ତାଙ୍କ ପରିବାର ଲୋକ ।

ଏ ନେଇ ଡାକ୍ତର ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ସେ ଚାକ୍ଷ ଦାନ ଏକ ମହତ କାମ । ସେ ଏ କଥାକୁ ଭଲ ଭାବେ ବୁଝିଛନ୍ତି । ଏହା ଠାରୁ ବଡ ପୂଣ୍ୟ କାମ ତ ଆଉ କିଛି ନାହିଁ । ତାଙ୍କର ଏଭଳି ମହତ କାମ ଦେଖି ଭଲ ଲାଗିଲା । ସେହି ଆଖିରେ ଆଉ କେହି ଏଇ ଦୁନିଆକୁ ଦେଖି ପାରିବ । ସେମାନେ ବହୁତ ସହଯୋଗ କଲେ ବୋଲି ତ ଆମେ ଆଖି ଆଣି ପାରିଲୁ ।

ତେବେ ଏହି ଆଖି କାହାକୁ ଦିଆଯିବ ତାହା ସରକାରଙ୍କ ନିୟମ ଅନୁସାରେ ସିକ୍ରେଟ ରଖା ଯାଇଛି । ଯେତେବେଳେ କି ଆମେ ତାଙ୍କୁ ଜାଣିଛୁ ଯାହା ବି ହେଲେ ଆମ ହାତ ଟିକେ ଥରିଥିଲା । କିନ୍ତୁ ଯେହେତୁ ଆମେ ଗୋଟେ ଭଲ କାମ ପାଇଁ ଯାଉଛୁ ସେଥିପାଇଁ ଆମକୁ ସାହସ ବାନ୍ଧି ଏସବୁ କରିବାକୁ ପଡିଲା ।

ତେବେ ତାଙ୍କର ଚକ୍ଷୁ ଦାନ ପରେ ତାଙ୍କର ମର ଶରୀରରକୁ କ୍ୟାପିଟାଲ ହସ୍ପିଟଲ ନିଆ ଯାଇଥିଲା ଶବ ବ୍ୟବଛେଦ ପାଇଁ । ଏତେବେ ଏ ନେଇ ଡାକ୍ତର କହିଛନ୍ତି କି ଜଣଙ୍କର ମୃତ୍ୟୁ ର 6-8 ଘଣ୍ଟା ପରେ ସେମାନେ ଚାହିଁଲେ ଆଖି ଦାନ କରି ପାରିବେ । ଆମେ ତାଙ୍କା ଫାମିଲି ମେମ୍ବର ଙ୍କ ସହ କଥା ହୋଇଥିଲୁ । ସେମାନେ ମଧ୍ୟ ଆମର ଏହି ପ୍ରସ୍ତାବରେ ରାଜି ହୋଇଥିଲେ ।

ଆଖିର ଉପର ପରଦା ଟା ହିଁ ଯାଏ । କୌଣସି କାରଣରୁ ଯଦି ଆଖିର ପରଦା ନଷ୍ଟ ହୋଇ ଯାଇଥାଏ ତେବେ ଲାଇଟ ପାସ କରି ନଥାଏ । ଜଣେ ଡେଥ ହେଲା ପରେ ଦେଲେ ଆଉ ଦୁଇ ଜଣ ସେହି ଆଖିରେ ଦୁନିଆ ଦେଖି ପାରିବେ । ତାଙ୍କ ଫାମିଲି ମଧ୍ୟ ଏହି କଥା ବୁଝିଲେ କି ସେ ତ ଚାଲିଗଲେ ଆଉ ଫେରିବେନି, କିନ୍ତୁ ତାଙ୍କ ଆଖିରେ ଆଉ 2 ଜଣ ଦେଖି ପାରିବେ, ଗୋଟେ ମହତ କାମ ହେଇ ପାରିବ । ସେଥିପାଇଁ ସେମାନେ ଆଇ ଡୋନେଟ ପାଇଁ ରାଜି ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *