ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ । ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ ।
ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଆସିଛି ଏକ ବଡ ଖବର । ଆଉ ଏହାରି ମଧ୍ୟରେ ରାହୁଲଙ୍କୁ ନେଇ ଏକ ବଡ ଖବର ଆସିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ରାହୁଲ ଉଦ୍ଧାର ଘଟଣାକୁ ନେଇ ଏବେ ଆସୁଛି ଏକ ବଡ ଖବର । କୁହାଯାଉଛି ଏକ ଛୋଟ ପିଲା ରାହୁଲ ଉଦ୍ଧାର କରିଛି ରାହୁଲକୁ । ଛୋଟ ପିଲାଟିର ଶରୀରରେ ରସି ବନ୍ଧା ଯାଇଥିଲା ଆଉ ତାକୁ ରାହୁଲ ପାଖକୁ ପଠା ଯାଇଥିଲା । ଆଉ ରାହୁଲକୁ ସେଠାରୁ ସେ ଉଦ୍ଧାର କରିଥିଲା । ମିଡିଆ ରିପୋର୍ଟସ ଅନୁସାରେ ସୁଡଙ୍ଗ ଖୋଳିବା ବେଳେ ଏକ ବିଶାଳ ପଥର ବାଧା ସୃଷ୍ଟି କରିଥିଲା । ଆଉ ଏହି ପଥରକୁ ଖୋଳିବା ପାଇଁ ଘଣ୍ଟା ଘଣ୍ଟା ସମୟ ଯାଉ ଥିଲା ।
ଏମିତି କି ସେଥିରେ ହିଁ ଦିନେ ଦିନେ ସମୟ ଚାଲି ଗଲା । ସେ ବିଶାଳ ପଥରରେ ଏତେ ବଡ ରନ୍ଦ୍ର କରିବା ସମ୍ଭବ ନଥିଲା । ସେହି ବିଶାଳ ପଥରରେ ଏକ ଛୋଟ ରନ୍ଦ୍ର କରା ଯାଇଥିଲା । ଯାହାଫଳରେ ଏକ ଛୋଟ ପିଲା ଯାଇ ରାହୁଲକୁ ଉଦ୍ଧାର କରି ପାରିବ । ସେହି ଭଳି ଭାବରେ ଏକ ଛୋଟ ପିଲାର ଦେହରେ ରସି ବନ୍ଧା ଯାଇଥିଲା । ଆଉ ତାକୁ ରାହୁଲ ପାଖକୁ ଛଡା ଯାଇଥିଲା । ରାହୁଲ ପାଖକୁ ଯାଇ ରାହୁଲକୁ ଟାଣି ଆଣି ଥିଲା ସେ ଛୋଟ ପିଲାଟି ।
ତେବେ ସବୁଠାରୁ ବଡ କଥା ଏ କଥା କାହିଁକି ଲୁଚା ଯାଇଥିଲା । ପ୍ରଶାସନ ଅନୁଯାଇ ଏମିତି କିଛି କଥା ଅଛି ଯାହାକୁ ଲୋକ ଲୋଚନକୁ ଆଣିଲେ ତାର ପ୍ରଭାବ ପଡିବ ବୋଲି ତାକୁ ଅଣା ଯାଉ ନଥିଲା । କିନ୍ତୁ ସୂଚନା ମିଳିଛି ଯେ, ରାହୁଲକୁ ଉଦ୍ଧାର କରିବା ପାଇଁ ଏକ ଛୋଟ ଛୁଆକୁ ରସିରେ ବାନ୍ଧି ତଳକୁ ପଠା ଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।