‘ରାହୁଲ କେମିତି ବଞ୍ଚିବ ଆମେ ସବୁଆଡେ ପୂଜା କରୁଥିଲୁ… ସେଦିନ ଆମେ Rahul ପାଇଁ…’ Rahul ଙ୍କ ମାମଲାରେ କଣ କହିଲେ ସୁର ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବୋରୱେଲ ମଧ୍ୟରେ ଖସି ପଡ଼ି ଯାଇଥିବା ରାହୁଲ ବର୍ତ୍ତମାନ ଉଦ୍ଧାର ପାଇବାରେ ସଫଳ ହୋଇ ପାରିଛି । ଅନେକ ସମୟର ସଂଘର୍ଷ ପରେ ରାହୁଲ ଉଦ୍ଧାର ପାଇ ପାରିଛି । ତେବେ ସେ ଉଦ୍ଧାର ପାଇବା ପରେ ବର୍ତ୍ତମାନ ଅନେକ ଲୋକ ଅନେକ ଭାବରେ ଖୁସି ପ୍ରକାଶ କରିଛନ୍ତି । ତେବେ ଏହି ଛୋଟ ପିଲା ବର୍ତ୍ତମାନ ଉଦ୍ଧାର ପାଇବାରେ ସଫଳ ହୋଇ ପାରିବା ଫଳରେ ଅନେକ ଲୋକ ବର୍ତ୍ତମାନ ଅନେକ ଭାବରେ ଖୁସି ପ୍ରକାଶ କରିଛନ୍ତି ।


ଅନେକ ସମୟର ସଂଘର୍ଷ ପରେ ସେହି ପିଲା ଉଦ୍ଧାର ପାଇବାରେ ସଫଳ ହୋଇ ପାରିଛି । ଯାହା ଫଳରେ ଏହାକୁ ନେଇ ଅନେକ ଲୋକ ଖୁସି ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାପାଳ କହିଛନ୍ତି କି ଏହି ବିଜୟ ହେଉଛି ସମସ୍ତଙ୍କର । କାରଣ ତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତେ ଅନେକ ପ୍ରୟାସ କରି ଥିଲେ । ଏହା ସହିତ ସମସ୍ତେ ବର୍ତ୍ତମାନ ସଫଳ ହୋଇ ପାରିଛନ୍ତି । ତେବେ ତାଙ୍କ ପାଖରେ ଶେଷରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ସଫଳ ହୋଇ ପାରିଛି ।

ଏହା ସହିତ ତାଙ୍କୁ ବର୍ତ୍ତମାନ ବାହାରକୁ ଅଣା ଯାଉ ଥିବାର ଦେଖିବାକୁ ମିଳିଛି । ତେବେ ତାଙ୍କୁ ବାହାରକୁ ଆଣିବା ଫଳରେ ବର୍ତ୍ତମାନ ଅନେକ ଲୋକ ଅନେକ ଭାବରେ ଖୁସି ପ୍ରକାଶ କରିଛନ୍ତି । ତେବେ ସେ ପ୍ରାୟ ୧୦୦ ଘଣ୍ଟାରୁ ଅଧିକ ସମୟ ସେହି ବୋରୱେଲ ମଧ୍ୟରେ ଫସି ରହି ଥିଲେ । ଏହା ପରେ ସେଠାରୁ ତାଙ୍କୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଦଳ ସଫଳ ହୋଇ ପାରିଛି । ତେବେ ଏହା ପରେ ତାଙ୍କୁ ବାହାରକୁ ଆଣିବା ପରେ ବର୍ତ୍ତମାନ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ତାଙ୍କୁ ଚିକିତ୍ସାଳୟ ନିଆ ଯାଉ ଥିବାର ସୂଚନା ମିଳିଛି ।

ତାଙ୍କୁ ଚିକିତ୍ସାଳୟ ନେବା ସହିତ ସେଠାରେ ତାଙ୍କର ଶରୀରର ସମସ୍ତ ଅଙ୍ଗ ପରୀକ୍ଷା କରାଯିବ । ତେବେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି କି ନାହିଁ ଏହା ଜାଣିବା ପାଇଁ ବର୍ତ୍ତମାନ ତାଙ୍କୁ ଚିକିତ୍ସାଳୟ ନେବା ସହିତ ସେଠାରେ ତାଙ୍କର ଶରୀରର ସମ୍ପୂର୍ଣ୍ଣ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ଏହା ପରେ ସେ କିଛି ଦିନ ଯାଏ ଚିକିତ୍ସାଳୟରେ ରହିବେ ବୋଲି ମଧ୍ୟ ସୂଚନା ମିଳିଛି ଏହା ସହିତ ସେଠାରେ ତାଙ୍କର ଚିକିତ୍ସା କିଛି ସମୟ ଯାଏ ଚାଲିବ ବୋଲି ଜଣା ପଡ଼ୁଛି ।

ତେବେ ଶେଷରେ ଅନେକ ପ୍ରୟାସ ପରେ ସେ ବାହାରକୁ ଆସିବାରେ ସଫଳ ହୋଇ ପାରିଛନ୍ତି ତାଙ୍କର ପାଇଁ ସେଠାରେ ଥିବା ଆମ୍ବୁଲାନ୍ସ ମାଧ୍ୟମରେ ସେ ଚିକିତ୍ସାଳୟ ଯିବେ ବୋଲି ସୂଚନା ମିଳିଛି । ତେବେ ସେଠାରେ ତାଙ୍କୁ ଆମ୍ବୁଲାନ୍ସ ପାଖକୁ ନିଆ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳି ଥିଲା । ଏହାକୁ ଦେଖିବା ପରେ ଅନେକ ଲୋକ ଖୁସି ପ୍ରକାଶ କରିଛନ୍ତି । ଶେଷରେ ଅନେକ ସମୟର ପ୍ରୟାସ ପରେ ଏକ ନିରୀହ ସିଶୁ ରକ୍ଷା ପାଇ ପାରିଛି ।


ଏହା ବାସ୍ତବରେ ଏକ ବହୁତ ବଡ଼ ସଫଳତା ବୋଲି ଅନେକ ଲୋକ ପ୍ରଶଂସା କରି କହି ଥିବାର ଦେଖା ଯାଇଛି । ତେବେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ତେବେ ସେ କହିଛନ୍ତି କି ରାହୁଲ ପାଇଁ ଚାରିଆଡ଼େ ପୂଜା ପାର୍ଥନା କରିଥିଲୁ । ତେବେ ଯବାନ ଏବଂ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ମୋର ସଲାମ । ତେବେ ଏହା ର ଅର୍ଥ ହେଉଛି କି ସମସ୍ତେ ଏକାଠି ରହିଲେ ସବୁ କଷ୍ଟ କାମ ବି ସହଜ ହୋଇଯିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *