Rahul Gandhi ଙ୍କୁ ବାଡିପଟକୁ ଡାକି ହିନ୍ଦୀ ଶୁଣେଇଲେ ସୁର, ଏ ନେଇ ଦେଖନ୍ତୁ କଣ କହିଲେ Sura Routray, ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି । ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ସେ ଜଣେ ସଚୋଟ ନେତା ଭାବରେ ମଧ୍ୟ ବେଶ ପରିଚିତ । ତେବେ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ଭାଇରାଲ ହେଉଛି ।

ତେବେ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଜ ହସ ରୋକି ପାରିବେ ନାହିଁ  । ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସୁର ଭାଇଙ୍କ ଏହି ଭାଇରାଲ ଭିଡିଓ ବିଷୟରେ । ସୁର ଭାଇ ଗତ କିଛି ସମୟ ତଳେ ଗଣମାଧ୍ୟମ ସାମ୍ନାରେ ଏକ ସାକ୍ଷାତ୍କାର ଦେଇଛନ୍ତି ।

ତେବେ ସେହି ସାକ୍ଷାତ୍କାରରେ ସୁର ଭାଇ ରାହୁଲ ଗାନ୍ଧୀଙ୍କ ବିଷୟରେ କିଛି ଏପରି କଥା କହିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ବହୁତ ହସିବେ ।  ସୁର ଭାଇ ଗଣମାଧ୍ୟମ ସାମ୍ନାରେ ନିଜ ଅଧା ହିନ୍ଦୀ ଓ ଅଧା ଓଡିଆରେ କହିଛନ୍ତି-‘ଅଭି ଜୋ ଗ୍ରୁପ ଆୟା ନା ୱାନ୍ସ ହେ ବାରା ହେ ଇଣ୍ଟରେଷ୍ଟେଡ ପିସେସ ପି ଚିଫ କିଏ ଲିୟେ । ଖି ଖି.. କରି ହସି ଦେଲେ ରାହୁଲ ଗାନ୍ଧୀ । ହମ ଇଣ୍ଟରେଷ୍ଟେଡ ନେହିଁ ।

ତେବେ ସେ କହିଛନ୍ତି କି ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତକାରରେ ସେ ଆଦିବାସୀ ମହିଳା ଏବଂ ରାଜନେତା ସାଧାରଣ ଲୋକଙ୍କ ସହ ଭେଟି ଥିଲେ ତାଙ୍କ ସହ କଥା ବାର୍ତ୍ତା ମଧ୍ୟ ହୋଇଥିଲେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ସୋନିଆ ଗାନ୍ଧୀ,ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ସମସ୍ତଙ୍କ ସହ ଭେଟିଛି କଥା ମଧ୍ୟ ହୋଇଛି କିନ୍ତୁ ରାହୁଲ ଗାନ୍ଧୀ ଙ୍କୁ ଭେଟି ମୁଁ ବହୁତ ଖୁସି ଏବଂ ମୋତେ ବହୁତ ଭଲ ଲାଗିଲା ମଧ୍ୟ ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ରାହୁଲ ଗାନ୍ଧୀ ଆମ ସହ ମିଶିକି ଖାଇଲେ ଯେତେଦିନ ମିଟିଙ୍ଗ ହେଉଥିଲା ସେତେଦିନ ଯାକ ଆମକୁ ଖାଇବାକୁ ଦେଇଛନ୍ତି । ତେବେ ଏହା ଛଡା କହିଛନ୍ତି କି ରାହୁଲ ଗାନ୍ଧୀ ଆମକୁ ଖୁବ ସମ୍ମାନ ମଧ୍ୟ ଦେଇଛନ୍ତି ସେଵଂ ସବୁ ମିଶିକି କାମ କର ବୋଲ ମଧ୍ୟ କହିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *