ସିରିଏଲ ‘ରାଧା କୃଷ୍ଣ’ ରେ କୃଷ୍ଣ ଭୂମିକାରେ ନଜର ଆସୁଥିବା ଅଭିନେତା Sumedh Mudgalkar ରିଅଲ ଲାଇଫ ରେ ଦେଖା ଯାଆନ୍ତି କିଛି ଏମିତି…

ନମସ୍କାର ବନ୍ଧୁଗଣ ଆମ ଟିଭି ଜଗତରେ ଅନେକ ଧାରାବାହିକ ଏବେ ପ୍ରସାରିତ ହେଉଛି । ଦର୍ଶକ ମାନେ ମଧ୍ୟ ଏହି ଧାରାବାହିକ ଗୁଡିକ କୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ପ୍ରତିଦିନ ଏହି ଧାରାବାହିକ ଗୁଡିକୁ ଦେଖି ଦର୍ଶକ ମାନେ ନିଜର ମନୋରଞ୍ଜନ ମଧ୍ୟ ହୋଇଥାନ୍ତି । ନିଜ ସମସ୍ତ କାର୍ଯ୍ୟ କୁ ଶେଷ କରି ଠିକ ସମୟରେ ଟିଭି ଆଗରେ ବସି ଯାଆନ୍ତି । ଏହି ଧାରାବାହିକ ରେ ଅନେକ କଥାବସ୍ତୁ କୁ ଆଧାର କରି ପ୍ରସାରିତ କରିଥାନ୍ତି ।

କେବେ ପରିବାର ର ସମସ୍ୟା ଖୁସି ଦୁଃଖ ଆଦି କୁ ନେଇ ଆଉ କେତେକ ଧାରା ବାହିକ ଧାର୍ମିକ ପୁରାଣ ଯେପରି ରାମାୟଣ ମହାଭାରତ ଆଦି କୁ ନେଇ । ଆହୁ କିଛି ଧାରାବାହିକ ଇତିହାସ କୁ ନେଇ ପ୍ରସ୍ତୁତ କରା ଯାଇଥାଏ । ଏହି ଭଳି ଏକ ଧାରାବାହିକ ଯାହା ପୌରାଣିକ କଥା ଶ୍ରୀ ରାଧାକୃଷ୍ଣ ଙ୍କ ଉପରେ ଆଧାରିତ । ତେବେ ଏହି ଧାରାବାହିକ ଟି ଷ୍ଟାର ଭାରତ ଚ୍ୟାନେଲ ରେ ପ୍ରସାରିତ ହେଉଛି ଲୋକ ମାନଙ୍କ ର ଖୁବ ପ୍ରିୟ ମଧ୍ୟ ହୋଇ ପାରିଛି ।

ଏଥିରେ ଅଭିନୟ କରୁଥିବା ପ୍ରତ୍ୟକ ଚରିତ୍ର କୁ ଲୋକମାନେ ଖୁବ ଭଲ ପାଇବା ଦେଇଛନ୍ତି ପସନ୍ଦ ମଧ୍ୟ କରୁଛନ୍ତି ତେବେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି ଏହି ଧାରାବାହିକ ରେ ଅଭିନୟ କରିଥିବା ମୁଖ୍ୟ ଚରିତ୍ର ଶ୍ରୀ କୃଷ୍ଣ ଙ୍କ ଭୁମିକା ରେ ଥିବା ଅଭିନେତା ସୁମେଧ ମୃଦୁଲକର । ତେବେ ଆସନ୍ତୁ ଏହି ଅଭିନେତା ଙ୍କ ବିଷୟ ରେ କିଛି କଥା ଆଲୋଚନା କରି ନେବା ।


ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଙ୍କ ନାମ ହେଉଛି ସୁମେଧ ମୃଦୁଲକର ସେ ନଭେମ୍ବର ୨ ୧୯୯୬ ରେ ନନ୍ଦେଢ଼ ମହାରାଷ୍ଟ୍ର ରେ ହୋଇଥିଲା । ତାଙ୍କ ପାଠ ପଢା ମଧ୍ୟ ସବୁ ସେଇଠାରେ ହୋଇଥିଲା । ତେବେ ତାଙ୍କୁ ଏକ ଅଭିନେତା ବଦଳ ରେ ଏକ ଡାନ୍ସର ହେବାର ଇଚ୍ଛା ଥିଲା ସେଥିପାଇଁ ସେ ନିଜ ପାଠ ପଢା ଶେଷକରି ଡାନ୍ସ ମହାରାଷ୍ଟ୍ର ଡାନ୍ସ ଶୋ ରେ ଭାଗ ନେଇଥିଲେ ।


ଏହା ପରେ ସେ ଡାନ୍ସ ଇଣ୍ଡିଆ ଡାନ୍ସ ରେ ମଧ୍ୟ ଭାଗ ନେଇଥିଲେ ତେବେ ଏଥିରେ ସେ ନିଜର ସୁନ୍ଦର ନୃତ୍ୟ ରେ ସମସ୍ତଙ୍କୁ ପ୍ରଭାବିତ କରି ଦେଇଥିଲେବ ସମସ୍ତେ ତାଙ୍କୁ ବିଟ କିଙ୍ଗ ବୋଲି ମଧ୍ୟ ଡାକୁଥିଲେ । ତେବେ ସେ ଏହି ଶୋ ଜିତି ପାରି ନଥିଲେ କିନ୍ତୁ ତାଙ୍କୁ ଅଭିନୟ କରିବାର ଅନେକ ଅଫର ଆସିବାକୁ ଲାଗିଲା । ତେବେ ଭି ଚ୍ୟାନେଲ ରେ ଏକ ଶୋ ରେ ସେ ରାଘବ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଏହା ପରେ ତାଙ୍କୁ ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ ରେ ମଧ୍ୟ କାମ କରିବାର ସୁଯୋଗ ମିଳିଥିଲା ।


ତେବେ ତାଙ୍କ ଅଭିନୟ ପ୍ରତିଭା କୁ ଦେଖି ତାଙ୍କୁ ଷ୍ଟାର ଭାରତ ର ରାଧାକୃଷ୍ଣ ଧାରାବାହିକ ରେ କାମ କରିବାର ସୁଯୋଗ ମିଳିଲା ଯାହାକୁ ସେ ବହୁତ ସୁନ୍ଦର ଭାବରେ ନିଭାଇଥିଲେ କମ ସମୟରେ ସଫଳତା ହାସଲ କରିଥିଲେ । ତେବେ ସୁମେଧ ରିୟଲ ଲାଇଫ ରେ ବହୁତ ଷ୍ଟାଇଲିସ ସେ ବହୁତ ଦୁଷ୍ଟାମୀ ମଧ୍ୟ କରନ୍ତି ତେବେ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି ନିଜ ପରିବାର ସହିତ ଖୁସିରେ ରହୁଛନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *