ମହିଳା ମାନଙ୍କ ବିଷୟରେ ରାବଣ କହିଥିଲେ ଏହି 4 ଟି କଥା, ଖରାପ ଅଟେ କିନ୍ତୁ ମହାସତ୍ୟ !

ବନ୍ଧୁଗଣ ରାମାୟଣର ପ୍ରମୁଖ ଚରିତ୍ର ରାବଣ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ରାବଣ ଲଙ୍କାର ରାଜା ଥିଲେ ସେ ନିଜକୁ 10ଟି ନାମରେ ପରିଚିତ ମଧ୍ୟ କରିଥିଲେ । ଶାସ୍ତ୍ର ଅନୁସାରେ ରାବଣ ଜଣେ ମହାନ ପଣ୍ଡିତ ଥିଲେ ଏହା ସହିତ ସେ ମହା ଜ୍ଞାନୀ ମଧ୍ୟ ଥିଲେ । ରାବଣ ଏତେ ଜ୍ଞାନୀ ଥିଲେ ଯେ, ଆରମ୍ଭରୁ ସେ ଜାଣି ପାରୁଥିଲେ ଆଗକୁ କଣ ହେବାର ଅଛି । ଏଥିପାଇଁ ରାବଣର ପ୍ରଶଂସା ମଧ୍ୟ କରାଯାଉଥିଲା ।

ରାବଣ ଜଣେ ରାକ୍ଷାଶ ଥିଲେ ହେଲେ ସେ ମାତା ସୀତାଙ୍କ ଅପହରଣ ନିଜ ସୀମା ଭିତରେ ରହି କରିଥିଲେ । ବନ୍ଧୁଗଣ ରାବଣ ମହିଳା ମାନଙ୍କ ବିଷୟରେ କିଛି ବିଶେଷ କଥା କାହକିହାନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆସନ୍ତୁ ଜାଣିବା ସେହି ସବୁ କଥା ଗୁଡିକ ବିଷୟରେ ।

1. ରାବଣ କହିଥିଲେ ସ୍ତ୍ରୀ ଲୋକ ମାନେ ବହୁତ ସ୍ଵାର୍ଥ ପର ଅଟନ୍ତି । ନିଜର ସ୍ଵାର୍ଥ ହାସଲ କରିବା ପାଇଁ ବହୁତ ତଳକୁ ଖସିଯାନ୍ତି ତ ସେଥିରେ କାହାକୁ ଧୋକା ଦେବା ହେଉ ବା କାହାକୁ ରାସ୍ତାରୁ ହଟେଇବା ହେଉ ସେମାନେ ପଛାନ୍ତି ନାହିଁ । ନାରୀ ମାନେ କୌଣସି ଲୋଭରେ ଅତି ସହଜରେ ପହଞ୍ଚି ଯାଇପାରନ୍ତି । ଆପଣ ମାନଙ୍କୁ ବି ସେମାନେ ଫସେଇ ପାରନ୍ତି ।

2. ରାବଣ କହିଥିଲେ ସ୍ତ୍ରୀ ଲୋକ ମାନେ ନିଜ କଥାରେ କୌଣସି ସମୟରେ ଓଲଟି ଯାଇ ପାରନ୍ତି । ସ୍ତ୍ରୀ ଲୋକ ମାନେ କାହାକୁ ସହଜରେ ସତ କୁହନ୍ତି ନାହିଁ ତେଣୁ ବହୁତ ଭାବି ଚିନ୍ତି ସେମାନଙ୍କ ଉପରେ ଭରସା କରିବା ଉଚିତ । ସ୍ତ୍ରୀ ଲୋକମାନେ ଅନ୍ୟ ଘରର ଚର୍ଚ୍ଚା କରିବାକୁ ସବୁବେଳେ ପ୍ରସ୍ତୁତ ଥାନ୍ତି । ତେଣୁ ଆପଣ ମାନେ ଏହା ସତ୍ୟ ମାନନ୍ତୁ କି ମିଥ୍ୟା ହେଲେ ଏହା ସତ ଅଟେ ।

3. ରାବଣ କହିଛନ୍ତି ନାରୀ ମାନଙ୍କ ପେଟରେ କୌଣସି କଥା ଲୁଚିକି ରହିପାରେ ନାହିଁ । ନାରୀ ଆପଣଙ୍କର ଯେତେ ନିଜର ହେଉ ନା କାହିଁକି ଦିନେ ନା ଦିନେ ସେ ଆପଣଙ୍କ ରହସ୍ୟ ବାହାରକୁ ଖୋଲି ଦେବ । ଏମିତିରେ ସ୍ତ୍ରୀ ମାନେ ଅନେକ ଗୁପ୍ତ କଥା ଗୁଡିକୁ ପାଣି ଭଳି ଖେଳାଇ ଦିଅନ୍ତି । ତେଣୁ ସ୍ତ୍ରୀ ମାନଙ୍କ ବିଷୟରେ ଏ କଥା ସବୁବେଳେ ମନେ ରଖନ୍ତୁ ।

4. ରାବଣ କହିଛନ୍ତି ନାରୀ ମାନେ ଅତି ସହଜରେ କାହା ଜାଲରେ ଫସିଯାଇ ପାରନ୍ତି ଏଣିକି ସେ ପୁରୁଷ ହେଉ ବା ସ୍ତ୍ରୀ । ଏମିତି ସ୍ତ୍ରୀ ମାନେ ପର କଥାରେ ଆସିଯାଇ ନିଜ ଘରର ବିନାଶ କରିଥାନ୍ତି । ସ୍ତ୍ରୀ ଲୋକ ମାନେ ଯେତେବେଳେ ରାଗିଯାଇଥାନ୍ତି ସେତେବେଳେ ସେ କାହାକୁ ବି ଛାଡି ନଥାନ୍ତି । ଏଣିକି ସେ ତାଙ୍କ ସ୍ଵାମୀ ହୋଇଥାନ୍ତୁ ନା କାହିଁକି । ହେଲେ ଦୁନିଆରେ ସବୁ ମହିଳା ଏଭଳି ନଥାନ୍ତି କିଛି ମହିଳା ଏମାନଙ୍କର ବିପରୀତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *